padmashree
ଜିଲ୍ଲା 

ପରଲୋକରେ ପଦ୍ମଶ୍ରୀ ବୀଣାପାଣି ମହାନ୍ତି

ପରଲୋକରେ ପଦ୍ମଶ୍ରୀ ବୀଣାପାଣି ମହାନ୍ତି କଟକ: ଅପ୍ରେଲ ୨୫: ୮୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ପାଟଦେଈ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ଭଳି ପୁସ୍ତକ ରଚନା ପାଇଁ ସେ ବେଶ୍‌ ପରିଚିତ । ସେ ୨୦୨୦ରେ ପଦ୍ମଶୀ ପୁରସ୍କାର ପାଇଥିଲେ। ପଦ୍ମଶ୍ରୀ ପୁରସ୍କାର ବ୍ୟତୀତ ସେ ସେ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।ସାହିତ୍ୟିକା ବୀଣାପାଣ ମହାନ୍ତିଙ୍କ ପରଲୋକ ଖବର ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ […]
Read More...
ଦେଶ- ବିଦେଶ 

ପରଲୋକରେ ପଦ୍ମଶ୍ରୀ ସିନ୍ଧୁତ।ଇ ସପକ।ଲ

ପରଲୋକରେ ପଦ୍ମଶ୍ରୀ ସିନ୍ଧୁତ।ଇ ସପକ।ଲ ମହ।ର।ଷ୍ଟ୍ର: ଜାନୁଆରୀ ୦୫: ପରଲୋକରେ ପ୍ରଖ୍ୟ।ତ ସମ।ଜସେବୀ ଓ ପଦ୍ମଶ୍ରୀ ଉପାଧି ପ୍ରାପ୍ତ ସିନ୍ଧୁତ।ଇ ସପକ।ଲ । ୭୪ ବର୍ଷ ବୟସରେ ହୃଦଘ।ତରେ ତାଙ୍କର ପରଲୋକ ହୋଇଛି । ମହ।ର।ଷ୍ଟ୍ରର ମଦର ଟେରେସ। ଭ।ବେ ଜଣ।ଶୁଣ। ଥିଲେ ସେ । ସେ ନିଜର ସମ୍ପୂର୍ଣ୍ଣ ଜୀବନ ଅନ।ଥ ପିଲ।ଙ୍କ ସେବ।ରେ ବିତାଇଥିଲେ। ସିନ୍ଧୁତ।ଇ ପ।ଖ।ପ।ଖି ୨୦୦୦ ଅନ।ଥ ଶିଶୁଙ୍କ ଲ।ଳନ ପ।ଳନ କରୁଥିଲେ । ତ।ଙ୍କର ଏହି ନିଶ୍ୱାର୍ଥପର ଭାବ ପ।ଇଁ ତ।ଙ୍କୁ ୨୦୨୦ରେ ଦେଶର ସର୍ବୋଚ୍ଚ […]
Read More...

Advertisement