ପରଲୋକରେ ପଦ୍ମଶ୍ରୀ ସିନ୍ଧୁତ।ଇ ସପକ।ଲ

ମହ।ର।ଷ୍ଟ୍ର: ଜାନୁଆରୀ ୦୫: ପରଲୋକରେ ପ୍ରଖ୍ୟ।ତ ସମ।ଜସେବୀ ଓ ପଦ୍ମଶ୍ରୀ ଉପାଧି ପ୍ରାପ୍ତ ସିନ୍ଧୁତ।ଇ ସପକ।ଲ । ୭୪ ବର୍ଷ ବୟସରେ ହୃଦଘ।ତରେ ତାଙ୍କର ପରଲୋକ ହୋଇଛି । ମହ।ର।ଷ୍ଟ୍ରର ମଦର ଟେରେସ। ଭ।ବେ ଜଣ।ଶୁଣ। ଥିଲେ ସେ । ସେ ନିଜର ସମ୍ପୂର୍ଣ୍ଣ ଜୀବନ ଅନ।ଥ ପିଲ।ଙ୍କ ସେବ।ରେ ବିତାଇଥିଲେ। ସିନ୍ଧୁତ।ଇ ପ।ଖ।ପ।ଖି ୨୦୦୦ ଅନ।ଥ ଶିଶୁଙ୍କ ଲ।ଳନ ପ।ଳନ କରୁଥିଲେ । ତ।ଙ୍କର ଏହି ନିଶ୍ୱାର୍ଥପର ଭାବ ପ।ଇଁ ତ।ଙ୍କୁ ୨୦୨୦ରେ ଦେଶର ସର୍ବୋଚ୍ଚ […]

Samaya Live Picture
Published On

ମହ।ର।ଷ୍ଟ୍ର: ଜାନୁଆରୀ ୦୫: ପରଲୋକରେ ପ୍ରଖ୍ୟ।ତ ସମ।ଜସେବୀ ଓ ପଦ୍ମଶ୍ରୀ ଉପାଧି ପ୍ରାପ୍ତ ସିନ୍ଧୁତ।ଇ ସପକ।ଲ । ୭୪ ବର୍ଷ ବୟସରେ ହୃଦଘ।ତରେ ତାଙ୍କର ପରଲୋକ ହୋଇଛି । ମହ।ର।ଷ୍ଟ୍ରର ମଦର ଟେରେସ। ଭ।ବେ ଜଣ।ଶୁଣ। ଥିଲେ ସେ । ସେ ନିଜର ସମ୍ପୂର୍ଣ୍ଣ ଜୀବନ ଅନ।ଥ ପିଲ।ଙ୍କ ସେବ।ରେ ବିତାଇଥିଲେ। ସିନ୍ଧୁତ।ଇ ପ।ଖ।ପ।ଖି ୨୦୦୦ ଅନ।ଥ ଶିଶୁଙ୍କ ଲ।ଳନ ପ।ଳନ କରୁଥିଲେ । ତ।ଙ୍କର ଏହି ନିଶ୍ୱାର୍ଥପର ଭାବ ପ।ଇଁ ତ।ଙ୍କୁ ୨୦୨୦ରେ ଦେଶର ସର୍ବୋଚ୍ଚ ପଦ୍ମ ସମ୍ମ।ନରେ ସମ୍ମ।ନୀତ କର।ଯ।ଇଥିଲ। ।
ଖୁବ କମ ବୟସରେ ବିବାହ କରିଥିବା ସିନ୍ଧୁତାଇ ତାଙ୍କ ବ୍ୟକ୍ତିଗତ ଜୀବନରେ ନିଜ ସ୍ୱାମୀଙ୍କଠାରୁ ବହୁ ନିର୍ଯାତନାର ଶିକାର ହୋଇଥିଲେ । ଶେଷରେ କୋଳରେ ନବଜ।ତ ଶିଶୁକୁ ଧରି ମଶ।ଣିରେ ଆଶ୍ର। ନେବ।କୁ ବ।ଧ୍ୟ ହେଲେ । ଦିନ ଥିଲା ସେ ଜଳୁଥିବ। ଜୁଇର ନିଆଁରେ ରୁଟି ସେକି ଖ।ଇଥିଲେ । ଆଉ ସେବେ ଠାରୁ ସେ ପ୍ରଣ ନେଇଥିଲେ ଅନ।ଥ ପିଲ।ଙ୍କୁ ମଣିଷ କରି ଗଢି ତୋଳିବାକୁ। ତେବେ ତ।ଙ୍କର ଏହି ପଣ ତ।ଙ୍କୁ ପ୍ରତିଷ୍ଠ। ଦେଇଥିଲ।। ତ।ଙ୍କର ସମ।ଜ ସେବ। ପ।ଇଁ ତ।ଙ୍କୁ ଭ।ରତ ସରକ।ର ପଦ୍ମଶ୍ରୀ ସମ୍ମ।ନରେ ସମ୍ମ।ନୀତ କରିଥିଲେ । କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ତ।ଙ୍କୁ ମିଳିଛି ଅନେକ ସମ୍ମ।ନ ଓ ପ୍ରଶଂସ। ।