Odisha News
ଜିଲ୍ଲା 

ଟିପିସିଓଡିଏଲ୍‌ର ଚରମ ଅବହେଳା: ଜିଆରଏଫ୍‌ ନିର୍ଦ୍ଦେଶ ସତ୍ତ୍ୱେ ୨ ବର୍ଷ ହେଲା ଅଟକିଛି ଟ୍ରାନ୍ସଫର୍ମର ହସ୍ତାନ୍ତର ପ୍ରକ୍ରିୟା

ଟିପିସିଓଡିଏଲ୍‌ର ଚରମ ଅବହେଳା: ଜିଆରଏଫ୍‌ ନିର୍ଦ୍ଦେଶ ସତ୍ତ୍ୱେ ୨ ବର୍ଷ ହେଲା ଅଟକିଛି ଟ୍ରାନ୍ସଫର୍ମର ହସ୍ତାନ୍ତର ପ୍ରକ୍ରିୟା ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳରେ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL)ର ଏକ ବଡ଼ ଧରଣର ପ୍ରଶାସନିକ ଅବହେଳା ସାମ୍ନାକୁ ଆସିଛି। ଅଭିଯୋଗ ନିବାରଣ ଫୋରମ୍ (GRF)ର ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ ଏକ ଟ୍ରାନ୍ସଫର୍ମର ହସ୍ତାନ୍ତର ପ୍ରକ୍ରିୟା ଦୁଇ ବର୍ଷରୁ ଅଧିକ ସମୟ ଧରି ଅଟକି...
Read More...
ଓଡ଼ିଶା 

୧୭ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ, ବିବିଧ କୃଷି ଯୋଜନା ପାଇଁ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦନ

୧୭ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ, ବିବିଧ କୃଷି ଯୋଜନା ପାଇଁ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦନ ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏନେଇ ଆଜି ରାଜ୍ୟ ସରକାରଙ୍କ କ୍ୟାବିନେଟର ଏକ ଗରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସେହି ୧୭ଟି ପ୍ରସ୍ତାବରେ ବିବିଧ କୃଷି ଯୋଜନା ପାଇଁ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦନ କରାଯାଇଛି । ଏହାସହିତ ପ୍ରସ୍ତାବରେ ନୂତନ ବନ୍ଦର ନୀତି, ଓଡିଶାରେ ହକି ବିଶ୍ୱକପ ଉତ୍ସବ ପାଳନ ରହିଛି । ସେହିପରି ଓୟୁଟିଆର୍‌ ରୂପାନ୍ତରଣରେ ୧୭ଶହ କୋଟି ଖର୍ଚ୍ଚ ହେବ ଏବଂ କଟକ ଜିଲ୍ଲାରେ […]
Read More...
ଓଡ଼ିଶା  ପାଣିପାଗ 

୫ରେ ପ୍ରବଳ ବର୍ଷା, ୧୩ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ

୫ରେ ପ୍ରବଳ ବର୍ଷା, ୧୩ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଭୁବନେଶ୍ୱର: ଆସନ୍ତା ୫ରେ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ନେଇ ୧୩ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା- ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ନୂଆପଡ଼ା, ରାୟଗଡ଼ା, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଓ କେନ୍ଦୁଝର । ଅନ୍ୟପକ୍ଷରେ ଆଗକୁ କେତେକ ଜିଲ୍ଲାରେ ସାମାନ୍ୟ […]
Read More...
ଓଡ଼ିଶା 

ମଙ୍କିପକ୍ସ ସ୍ଥିତିକୁ ନେଇ ଅପରାହ୍ନରେ ଉଚ୍ଚସ୍ତରୀୟ ବୈଠକ

ମଙ୍କିପକ୍ସ ସ୍ଥିତିକୁ ନେଇ ଅପରାହ୍ନରେ ଉଚ୍ଚସ୍ତରୀୟ ବୈଠକ ଭୁବନେଶ୍ୱର: ରାଜ୍ୟରେ ମଙ୍କିପକ୍ସ ସ୍ଥିତି ସଂପର୍କରେ ଆଜି ଅପରାହ୍ନ ୪.୩୦ରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର, ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଓ ଡିଏମ୍‌ଇଟି ପ୍ରମୁଖ ଉପସ୍ଥିତ ରହିବେ । ସୂଚନା ଥାଉଯେ, କେନ୍ଦ୍ର ସରକାର ମଙ୍କିପକ୍ସ ରୋଗୀଙ୍କ […]
Read More...
ଓଡ଼ିଶା 

ବିଧାନସଭାରେ ଉଠିଲା ରତ୍ନଭଣ୍ଡାର ପ୍ରସଙ୍ଗ, ଭଣ୍ଡାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ

ବିଧାନସଭାରେ ଉଠିଲା ରତ୍ନଭଣ୍ଡାର ପ୍ରସଙ୍ଗ, ଭଣ୍ଡାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ଭୁବନେଶ୍ୱର: ବିଧାସଭା ଗୃହରେ ଆଜି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ ଉଠିଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଭଣ୍ଡାର ସୁରକ୍ଷା ନେଇ ପ୍ରଶ୍ନ ଉଠାଇନ୍ତି । ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ କହିଛନ୍ତି ଯେ, ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରତ୍ନଭଣ୍ଡାର ସୁରକ୍ଷିତ ଅଛି କି ନାହିଁ? ଏଥିଲାଗି ବସାଯାଇ ଥିବା କମିସନଙ୍କ ରିପୋର୍ଟରେ କଣ ରହିଛି ତାହା ଗୃହରେ ଉପସ୍ଥାପନ କରଯାଉ […]
Read More...
ଓଡ଼ିଶା 

ଆଜିଠୁ ଆରମ୍ଭ ହେଲା ମୌସୁମୀ ଅଧିବେଶନ

ଆଜିଠୁ ଆରମ୍ଭ ହେଲା ମୌସୁମୀ ଅଧିବେଶନ ଭୁବନେଶ୍ୱର: ଜୁଲାଇ ୦୨: ଆଜିଠାରୁ ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ଗୃହରେ ପ୍ରବେଶ କରିବା ପୂର୍ବରୁ ମନ୍ତ୍ରୀ, ବିଧାୟକ, ସୁରକ୍ଷାକର୍ମୀ ଓ ବିଧାନସଭାର ଅନ୍ୟାନ୍ୟ କର୍ମଚାରୀମାନଙ୍କର କରୋନା ପରୀକ୍ଷା କରାଯାଇଥିଲା । ଅଧିବେଶନ ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଗତ ପୂର୍ବତନ ବାଲିଗୁଡ଼ା ବିଧାୟକ ସୁରେନ୍ଦ୍ର କହଁରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲ, ଯାହାକୁ ବିରୋଧୀ ଦଳ ସମର୍ଥନ କରି ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଏହାପରେ ନବନିର୍ବାଚିତ ବାଚସ୍ପତି ବିକ୍ରମ […]
Read More...
ଓଡ଼ିଶା  ପାଣିପାଗ 

ରଜରେ ଭିଜିବେ ଓଡ଼ିଶାବାସୀ: ୨ ଦିନ ମଧ୍ୟରେ ରାଜ୍ୟକୁ ଛୁଇଁବ ମୌମୁମୀ ବାୟୁ

ରଜରେ ଭିଜିବେ ଓଡ଼ିଶାବାସୀ: ୨ ଦିନ ମଧ୍ୟରେ ରାଜ୍ୟକୁ ଛୁଇଁବ ମୌମୁମୀ ବାୟୁ ଭୁବନେଶ୍ୱର: ଜୁନ୍‌ ୧୩: ରଜରେ ଖୁବ୍‌ ଶିଘ୍ର ଓଡ଼ିଶାବାସୀ ଭିଜିବାକୁ ଯାଉଛନ୍ତି । ୨ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଆଜି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ପାଣିପାଗରେ ପରିବର୍ତ୍ତନ ଦେଖାାଇଛି । ଟୁଇନ୍‌ ସିଟି କଟକ ଓ ଭୁବନେଶଶ୍ୱରରେ ମଧ୍ୟ ପାଣିପାଗର ପରିବର୍ତ୍ତନ ଦେଖାଯାଇଛି । ଅନ୍ୟପକ୍ଷରେ, ଜୁନ ପହିଲାରୁ ୧୨ ତାରିଖ ମଧ୍ୟରେ ରାଜ୍ୟରେ […]
Read More...
ଜିଲ୍ଲା 

ବନୀକରଣ ଯୋଜନା ବାଟବଣା: କାମ ନକରି ବି ଟଙ୍କା ପାଉଛନ୍ତି ଶ୍ରମିକ

ବନୀକରଣ ଯୋଜନା ବାଟବଣା: କାମ ନକରି ବି ଟଙ୍କା ପାଉଛନ୍ତି ଶ୍ରମିକ ବଲାଙ୍ଗିର : ସରକାରଙ୍କ ବନୀକରଣ ଯୋଜନା ଗୁଡ଼ିକରେ ଶ୍ରମିକ କାମ କରୁନାହାନ୍ତି । ହେଲେ, ଟଙ୍କା ପାଉଛନ୍ତି । ଆଉ ସେହି ଟଙ୍କାକୁ ମିଳିମିଶି ଖାଇଯାଉଛନ୍ତି ତଳୁ ଉପର ଯାଏ ଅଧିକାରୀ ଓ କର୍ମଚାରୀ । ଏଭଳି କିଛି ତଥ୍ୟ ଏବେ ଭିଜିଲାନ୍ସ ସାମ୍ନାକୁ ଆଣିଛି । ଯାହାକି ବିଭାଗୀୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ୧୦ ତାରିଖ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଫରେଷ୍ଟର ହରିହର ସ୍ୱାଇଁ । ଭିଜିଲାନ୍ସ ଟିମ୍‌ […]
Read More...
ଓଡ଼ିଶା 

ରାଜଧାନୀରେ ୧୪ଟି ଡାନ୍ସ ବାରକୁ ମିଳିଲା ମଞ୍ଜୁରୀ

ରାଜଧାନୀରେ ୧୪ଟି ଡାନ୍ସ ବାରକୁ ମିଳିଲା ମଞ୍ଜୁରୀ ଭୁବନେଶ୍ୱର: ମଇ ୧୨: ଅବକାରୀ ବିଭାଗ ଦେଲା ରାଜଧାନୀର ୧୪ ଟି ଡ୍ୟାନ୍ସବାରକୁ ଅନୁମତି । ରେନ୍‌ ଦ କ୍ଲବ, ଲାଇଭ୍‌ ଇଟ ଅପ, ସ୍ୱାଗତ ବାର, ଦିପାଳୀ, ଉର୍ମି, ଗ୍ରିନ ଗ୍ରି ଫିଲ, ଅଶୋକା, ରିୱାଇଣ୍ଡ୍‌, ଆଲିଶାନ, ବାର୍ବି, ମହାନ୍ତି, ପେଣ୍ଟାଗନ, ପ୍ରିନ୍ସ ଓ ଏକାମ୍ର ବାରକୁ ମିଳିଲା ଅନୁମତି । ସେହିପରି ୨୩ ବର୍ଷରୁ କମ୍‌ ବୟସ୍କ ଯୁବତୀଙ୍କୁ ଡ୍ୟାନ୍ସ କରାଇବା ଓ ସେମାନଙ୍କ ଉପରେ ଟଙ୍କା ଉଡାଇବାକୁ ବାରଣ କରାଯାଇଛି । କରୋନା […]
Read More...
ଜିଲ୍ଲା 

ସମ୍ବଲପୁର-ପୁରୀ ଟ୍ରେନକୁ ବଲାଙ୍ଗିର ପର୍ଯ୍ୟନ୍ତ ସମ୍ପ୍ରସାରଣ ଦାବୀ: ସକାରାତ୍ମକ ପଦକ୍ଷେପ ନନେଲେ ଜୁନ ମାସରେ ଆନ୍ଦୋଳନ

ସମ୍ବଲପୁର-ପୁରୀ ଟ୍ରେନକୁ ବଲାଙ୍ଗିର ପର୍ଯ୍ୟନ୍ତ ସମ୍ପ୍ରସାରଣ ଦାବୀ: ସକାରାତ୍ମକ ପଦକ୍ଷେପ ନନେଲେ ଜୁନ ମାସରେ ଆନ୍ଦୋଳନ ବରଗଡ଼ : ବରଗଡ଼ ଜିଲ୍ଲାର ଜନସାଧାରଣଙ୍କ ସୁବିଧା ପାଇଁ ସକାଳ ସମୟରେ ଭୁବନେଶ୍ୱର ଓ ନୂଆଦିଲ୍ଲୀ ପାଇଁ ସିଧାସଳଖ ରେଳସେବା ଯୋଗାଇବା ପାଇଁ ବାଦୀ ଉଠିଛି । ଏନେଇ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାରଙ୍କ ସହ ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର କର୍ମକର୍ତ୍ତାମାନେ ଆଲୋଚନା ମଧ୍ୟ କରିଛନ୍ତି । ଏକ ନୂତନ ଟ୍ରେନ ବଲାଙ୍ଗିରରୁ ଭୁବନେଶ୍ୱର ଭାୟା କଟକ ଦେଇ କିମ୍ବା ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବରଗଡ଼/ବଲାଙ୍ଗିର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବ ବୋଲି ସଂଘର […]
Read More...
ଜିଲ୍ଲା 

ବଣାଇରେ ବିଦ୍ୟୁତ କାଟ ନେଇ ସାଧାରଣରେ ଅସନ୍ତୋଷ

ବଣାଇରେ ବିଦ୍ୟୁତ କାଟ ନେଇ ସାଧାରଣରେ ଅସନ୍ତୋଷ ବଣାଇ : ବଣାଇ ସହରର ତଥା ଆଖପାଖ ଅଞ୍ଚଳରେ ବିଦ୍ୟୁତ ବଣ୍ଟନ କମ୍ପାନୀ ବାରମ୍ବାର ବିଦ୍ୟୁତ କାଟ ଦ୍ୱାରା ସାଧାରଣରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଏବେ ଗ୍ରୀଷ୍ମ ପ୍ରବାହ ଦ୍ୱାରା ପାରଦ ପ୍ରାୟ ୪୫ ଡିଗ୍ରୀରେ ପହଞ୍ଚିଲାଣି । ସବୁଆଡେ ଅସହ୍ୟ ଗରମ, ଗୁଳୁଗୁଳି , ସୂର୍ଯ୍ୟଙ୍କ କିରଣ ମଧ୍ୟ ସହି ହେଉ ନାହଁ । ଅନ୍ୟ ପଟେ ଜଙ୍ଗଲ,ଚାଷ ଜମିରେ ନିଆଁ ଲାଗିବା,ଛୋଟ ବଡ ସ୍ପା କାରଖାନାରୁ ନିର୍ଗତ ହେଉଥିବା କଳା ଧୂଆ […]
Read More...
ଜିଲ୍ଲା 

ବୌଦ୍ଧ ଜିଲ୍ଲାପାଳଙ୍କ ନକଲି ହ୍ୱାଟସଆପ୍‌ ଖୋଲି ଟଙ୍କା ଆଦାୟ ଉଦ୍ୟମ

ବୌଦ୍ଧ ଜିଲ୍ଲାପାଳଙ୍କ ନକଲି ହ୍ୱାଟସଆପ୍‌ ଖୋଲି ଟଙ୍କା ଆଦାୟ ଉଦ୍ୟମ ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଫଟୋକୁ ପ୍ରୋଫାଇଲ ଫଟୋ ଭାବରେ ବ୍ୟବହାର କରି ହ୍ୱାଟଆପ ନମ୍ବରରେ ବିଭିନ୍ନ ଅଧିକାରୀଙ୍କୁ ମେସଜ ପଠାଇ ଟଙ୍କା ମାଗିବା ଭଳି ଏକ ସମ୍ବେଦନଶୀଳ ଘଟଣା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । ମିଳିଥିବା ସୂଚନା ମୁତାବକ, ଜିଲ୍ଲାପାଳଙ୍କ ଫଟୋ ଥାଇ ଏକ ନମ୍ବର (୭୨୨୩୮୭୦୧୯୬) ରୁ ଜିଲ୍ଲାର କିଛି ଅଧିକାରୀଙ୍କ ନିକଟକୁ ଟଙ୍କା ପଠାଇବାକୁ ମେସେଜ ଯାଇଥିଲା । ସଂପୃକ୍ତ ନମ୍ବରଟି ଜିଲ୍ଲାପାଳଙ୍କ ହୋଇନଥିବାବେଳେ ତିନିବର୍ଷ ଜିଲ୍ଲାରେ ଜିଲ୍ଲାପାଳ ଭାବରେ […]
Read More...

Advertisement