ଆଜିଠୁ ଆରମ୍ଭ ହୋଇ ଖରାଛୁଟି ୧୬ ଯାଏଁ ଚାଲିବ
ଭୁବନେଶ୍ୱର : ଜୁନ୍ ୬: ରାଜ୍ୟର ସ୍କୁଲ୍ଗୁଡ଼ିକରେ ଖରାଛୁଟି ଆରମ୍ଭ ହୋଇଯାଇଛି । ତେବେ ଆଜିଠୁ ଆରମ୍ଭ ହୋଇ ଖରା ଛୁଟି ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ବନ୍ଦ ରହିବ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ । ଏନେଇ ପୂର୍ବରୁ ଘୋଷଣା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଗତ ଦୁଇବର୍ଷ ହେବ କରୋନା ପାଇଁ ପାଠପଢା ପ୍ରଭାବିତ ହୋଇଥିବାରୁ ଚଳିତବର୍ଷ ଖରାଛୁଟି ଅବଧିକୁ କମାଯାଇଛି । […]
ଭୁବନେଶ୍ୱର : ଜୁନ୍ ୬: ରାଜ୍ୟର ସ୍କୁଲ୍ଗୁଡ଼ିକରେ ଖରାଛୁଟି ଆରମ୍ଭ ହୋଇଯାଇଛି । ତେବେ ଆଜିଠୁ ଆରମ୍ଭ ହୋଇ ଖରା ଛୁଟି ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ବନ୍ଦ ରହିବ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ । ଏନେଇ ପୂର୍ବରୁ ଘୋଷଣା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
ଗତ ଦୁଇବର୍ଷ ହେବ କରୋନା ପାଇଁ ପାଠପଢା ପ୍ରଭାବିତ ହୋଇଥିବାରୁ ଚଳିତବର୍ଷ ଖରାଛୁଟି ଅବଧିକୁ କମାଯାଇଛି । ପାଠପଢ଼ାକୁ ଦୃଷ୍ଟିରେ ରଖି ଏଥର ୧୧ ଦିନିଆ ସ୍କୁଲ ଛୁଟି କରାଯାଇଛି ।




