education in odisha
ଓଡ଼ିଶା 

ଆଜିଠୁ ଆରମ୍ଭ ହୋଇ ଖରାଛୁଟି ୧୬ ଯାଏଁ ଚାଲିବ

ଆଜିଠୁ ଆରମ୍ଭ ହୋଇ ଖରାଛୁଟି ୧୬ ଯାଏଁ ଚାଲିବ ଭୁବନେଶ୍ୱର : ଜୁନ୍‌ ୬: ରାଜ୍ୟର ସ୍କୁଲ୍‌ଗୁଡ଼ିକରେ ଖରାଛୁଟି ଆରମ୍ଭ ହୋଇଯାଇଛି । ତେବେ ଆଜିଠୁ ଆରମ୍ଭ ହୋଇ ଖରା ଛୁଟି ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ବନ୍ଦ ରହିବ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ । ଏନେଇ ପୂର୍ବରୁ ଘୋଷଣା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଗତ ଦୁଇବର୍ଷ ହେବ କରୋନା ପାଇଁ ପାଠପଢା ପ୍ରଭାବିତ ହୋଇଥିବାରୁ ଚଳିତବର୍ଷ ଖରାଛୁଟି ଅବଧିକୁ କମାଯାଇଛି । […]
Read More...
ଜିଲ୍ଲା 

ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ଇଗ୍ନେସ୍‌ ତିର୍କି ଏବଂ ସୁବାସ ଚନ୍ଦ୍ର ଗୁପ୍ତାଙ୍କୁ ସମ୍ମାନସୂଚକ ଡିଲିଟ୍‌ ପ୍ରଦାନ

ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ଇଗ୍ନେସ୍‌ ତିର୍କି ଏବଂ ସୁବାସ ଚନ୍ଦ୍ର ଗୁପ୍ତାଙ୍କୁ ସମ୍ମାନସୂଚକ ଡିଲିଟ୍‌ ପ୍ରଦାନ ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୧ତମ ସମାବର୍ତ୍ତନ ଉତ୍ସବରେ ହକି ତାରକା ଇଗ୍ନେସ୍‌ ତିର୍କି ଏବଂ ସଫଳ ଉଦ୍ୟୋଗୀ ସୁବାସ ଚନ୍ଦ୍ର ଗୁପ୍ତାଙ୍କୁ ସମ୍ମାନସୂଚକ ଡିଲିଟ୍‌ ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟରେ ଗବେଷଣା କରି ଡିଲିଟ୍‌ ପାଇଥିବା ଆଉ ୩ ଜଣ ହେଲେ ସୁପ୍ରିୟ ରାୟ, ଜୟଶ୍ରୀ ମିଶ୍ର ଏବଂ ମାନସ କୁମାର ଦାସ । ସଞ୍ଜିବ କୁମାର କର୍ମକାରଙ୍କୁ ‘ଡିଏସ୍‌ସି ଉପାଧି’ ମିଳିଛି । ବାଣିଜ୍ୟ ପ୍ରବନ୍ଧନରେ ୧୫ ଜଣ, ହ୍ୟୁମାନିଟିଜ୍‌ ଆଣ୍ଡ ସୋସିଆଲ୍‌ ସାଇନ୍ସରେ […]
Read More...
ଓଡ଼ିଶା 

ରାଜ୍ୟରେ ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକଙ୍କୁ ମଳିବ ପଦୋନ୍ନତି

ରାଜ୍ୟରେ ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକଙ୍କୁ ମଳିବ ପଦୋନ୍ନତି ଭୁବନେଶ୍ୱର: ଜୁଲାଇ ୩୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନଙ୍କୁ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡ୍‌କୁ ହ୍ରାସ କରାଯାଇଛି । ଏହା ଦ୍ୱାରା ୬୩ ହଜାର ୩୦୩ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇବେ । ଏହା ସହ ଉଚ୍ଚ ପ୍ରାଥମିକ ସ୍ତରରେ ଥିବା ବିଭିନ୍ନ ବିଷୟ ପାଇଁ ଶିକ୍ଷକ ଏବଂ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀଗୁଡ଼ିକ ପୂରଣ ହୋଇପାରିବ । ସରକାରଙ୍କ ଏହି ପ୍ରସ୍ତାବ ଫଳରେ […]
Read More...

Advertisement