Government of Odisha
ଓଡ଼ିଶା 

ଆଜିଠୁ ଆରମ୍ଭ ହୋଇ ଖରାଛୁଟି ୧୬ ଯାଏଁ ଚାଲିବ

ଆଜିଠୁ ଆରମ୍ଭ ହୋଇ ଖରାଛୁଟି ୧୬ ଯାଏଁ ଚାଲିବ ଭୁବନେଶ୍ୱର : ଜୁନ୍‌ ୬: ରାଜ୍ୟର ସ୍କୁଲ୍‌ଗୁଡ଼ିକରେ ଖରାଛୁଟି ଆରମ୍ଭ ହୋଇଯାଇଛି । ତେବେ ଆଜିଠୁ ଆରମ୍ଭ ହୋଇ ଖରା ଛୁଟି ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ବନ୍ଦ ରହିବ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ । ଏନେଇ ପୂର୍ବରୁ ଘୋଷଣା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଗତ ଦୁଇବର୍ଷ ହେବ କରୋନା ପାଇଁ ପାଠପଢା ପ୍ରଭାବିତ ହୋଇଥିବାରୁ ଚଳିତବର୍ଷ ଖରାଛୁଟି ଅବଧିକୁ କମାଯାଇଛି । […]
Read More...
ଓଡ଼ିଶା 

ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ଭୁବନେଶ୍ୱର: ନଭେମ୍ବର ୦୩ : ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ସୁରୁଖୁରୁରେ ଚାଲିଛି । କୌଣସି ବାଧା ଉପୁଜି ନାହିଁ । ସେହିପରି ମଧ୍ୟ ଷଷ୍ଠ ଓ ସପ୍ତମ ଶ୍ରେଶୀ ଖୋଲିବାକୁ ଯାଉଛି । ତେବେ ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଯାଇପାରିବେ ବୋଲି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହିପରି ଭାବେ ପର୍ଯ୍ୟାୟକ୍ରମେ ବିଦ୍ୟାଳୟର ସମସ୍ତ ଶ୍ରେଣୀ ଖୋଲିବ । ହେଲେ ପ୍ରଥମ ଶ୍ରେଣୀର ପିଲାମାନେ କରୋନା […]
Read More...

Advertisement