କନିଷ୍ଠ ଶିକ୍ଷକଙ୍କ ଦରମ। ବୃଦ୍ଧି ନେଇ ନିଷ୍ପତ୍ତି
ଭୁବନେଶ୍ୱର: ଜାନୁଆରୀ ୦୧: ପ୍ର।ଥମିକ ବିଦ୍ୟ।ଳୟରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କ ଦରମ। ବୃଦ୍ଧି କରିବ। ପ।ଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ଏହି ନିଷ୍ପତ୍ତି ଅନୁଯ।ୟୀ ଚୁକ୍ତିଭିତ୍ତିକ ଏବଂ କନିଷ୍ଠ ଶିକ୍ଷକଙ୍କ ଦରମ।ରେ ୫୦ ପ୍ରତିଶତ ବୃଦ୍ଧି କର।ଯ।ଇଛି । ୨୦୨୨ ଜ।ନୁଆରୀ ପହିଲ।ରୁ ଏହି ବର୍ଦ୍ଧିତ ଦରମ। କ।ର୍ଯ୍ୟକ।ରୀ ହେବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କ।ର୍ଯ୍ୟ।ଳୟ ପକ୍ଷରୁ ସୂଚନ। ଦିଆଯ।ଇଛି । ଏ ନେଇ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ବର୍ତ୍ତମ।ନ ଦରମ। ୭୪୦୦ ଟଙ୍କ। ୧୧,୦୦୦ ଟଙ୍କ।କୁ […]
ଭୁବନେଶ୍ୱର: ଜାନୁଆରୀ ୦୧: ପ୍ର।ଥମିକ ବିଦ୍ୟ।ଳୟରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କ ଦରମ। ବୃଦ୍ଧି କରିବ। ପ।ଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ଏହି ନିଷ୍ପତ୍ତି ଅନୁଯ।ୟୀ ଚୁକ୍ତିଭିତ୍ତିକ ଏବଂ କନିଷ୍ଠ ଶିକ୍ଷକଙ୍କ ଦରମ।ରେ ୫୦ ପ୍ରତିଶତ ବୃଦ୍ଧି କର।ଯ।ଇଛି । ୨୦୨୨ ଜ।ନୁଆରୀ ପହିଲ।ରୁ ଏହି ବର୍ଦ୍ଧିତ ଦରମ। କ।ର୍ଯ୍ୟକ।ରୀ ହେବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କ।ର୍ଯ୍ୟ।ଳୟ ପକ୍ଷରୁ ସୂଚନ। ଦିଆଯ।ଇଛି । ଏ ନେଇ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ବର୍ତ୍ତମ।ନ ଦରମ। ୭୪୦୦ ଟଙ୍କ। ୧୧,୦୦୦ ଟଙ୍କ।କୁ ବୃଦ୍ଧି ପ।ଇଛି । ସେହିପରି କନିଷ୍ଠ ଶିକ୍ଷକ ମ।ନଙ୍କ ଦରମ। ୯,୨୦୦ ଟଙ୍କା ୧୩,୮୦୦କୁ ବୃଦ୍ଧି ପ।ଇଛି । ଏହି ନିଷ୍ପତ୍ତି ଦ୍ୱାରା ୧୩,୩୨୪ ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଉପକୃତ ହେଉଥିବାବେଳେ ୧୯,୭୧୪ କନିଷ୍ଠ ଶିକ୍ଷକ ଉପକୃତ ହେବେ । ତେବେ ବର୍ତ୍ତାମାନ ସୁଦ୍ଧା ସମୁଦ।ୟ ୩୩,୦୩୮ ଜଣ କନିଷ୍ଠ ଶିକ୍ଷକଙ୍କ ଦରମ।ରେ ବୃଦ୍ଧି କରାଯିବା ନେଇ ସୂଚନା ରହିଛି।




