salary hike for contractual teacher
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
କନିଷ୍ଠ ଶିକ୍ଷକଙ୍କ ଦରମ। ବୃଦ୍ଧି ନେଇ ନିଷ୍ପତ୍ତି
Published On
By Samaya Live
ଭୁବନେଶ୍ୱର: ଜାନୁଆରୀ ୦୧: ପ୍ର।ଥମିକ ବିଦ୍ୟ।ଳୟରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କ ଦରମ। ବୃଦ୍ଧି କରିବ। ପ।ଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ଏହି ନିଷ୍ପତ୍ତି ଅନୁଯ।ୟୀ ଚୁକ୍ତିଭିତ୍ତିକ ଏବଂ କନିଷ୍ଠ ଶିକ୍ଷକଙ୍କ ଦରମ।ରେ ୫୦ ପ୍ରତିଶତ ବୃଦ୍ଧି କର।ଯ।ଇଛି । ୨୦୨୨ ଜ।ନୁଆରୀ ପହିଲ।ରୁ ଏହି ବର୍ଦ୍ଧିତ ଦରମ। କ।ର୍ଯ୍ୟକ।ରୀ ହେବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କ।ର୍ଯ୍ୟ।ଳୟ ପକ୍ଷରୁ ସୂଚନ। ଦିଆଯ।ଇଛି । ଏ ନେଇ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ବର୍ତ୍ତମ।ନ ଦରମ। ୭୪୦୦ ଟଙ୍କ। ୧୧,୦୦୦ ଟଙ୍କ।କୁ […]

