Minister Samir Ranjan Das
ଓଡ଼ିଶା 

କନିଷ୍ଠ ଶିକ୍ଷକଙ୍କ ଦରମ। ବୃଦ୍ଧି ନେଇ ନିଷ୍ପତ୍ତି

କନିଷ୍ଠ ଶିକ୍ଷକଙ୍କ ଦରମ। ବୃଦ୍ଧି ନେଇ ନିଷ୍ପତ୍ତି ଭୁବନେଶ୍ୱର: ଜାନୁଆରୀ ୦୧: ପ୍ର।ଥମିକ ବିଦ୍ୟ।ଳୟରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କ ଦରମ। ବୃଦ୍ଧି କରିବ। ପ।ଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ଏହି ନିଷ୍ପତ୍ତି ଅନୁଯ।ୟୀ ଚୁକ୍ତିଭିତ୍ତିକ ଏବଂ କନିଷ୍ଠ ଶିକ୍ଷକଙ୍କ ଦରମ।ରେ ୫୦ ପ୍ରତିଶତ ବୃଦ୍ଧି କର।ଯ।ଇଛି । ୨୦୨୨ ଜ।ନୁଆରୀ ପହିଲ।ରୁ ଏହି ବର୍ଦ୍ଧିତ ଦରମ। କ।ର୍ଯ୍ୟକ।ରୀ ହେବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କ।ର୍ଯ୍ୟ।ଳୟ ପକ୍ଷରୁ ସୂଚନ। ଦିଆଯ।ଇଛି । ଏ ନେଇ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ବର୍ତ୍ତମ।ନ ଦରମ। ୭୪୦୦ ଟଙ୍କ। ୧୧,୦୦୦ ଟଙ୍କ।କୁ […]
Read More...
ଓଡ଼ିଶା 

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ-୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ-୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ଭୁବନେଶ୍ୱର: ଜୁଲାଇ ୩୧: ଆଜି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ-୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରିଷଦ କାର୍ଯ୍ୟାଳୟ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ଏହି ପରୀକ୍ଷା ଫଳ ଘୋଷଣା କରିଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ପରୀକ୍ଷାର୍ଥୀମାନଙ୍କୁ ଅଲଟରନେଟିଭ୍‌ ଆସେସ୍‌ମେଣ୍ଟ ସ୍କିମ୍‌ ଅନୁଯାୟୀ ମାର୍କ ପ୍ରଦାନ କରାଯାଇଛି । କୌଣସି ପରୀକ୍ଷାର୍ଥୀଙ୍କର ଫଳରେ ତଥ୍ୟ-ଆଧାରିତ […]
Read More...

Advertisement