ଆସନ୍ତା ୨୭ରେ ପ୍ରବଳ ବର୍ଷାର ସମ୍ଭାବନା, ୪ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର ଓଡ଼ିଶା, ଉତ୍ତର-ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶରେ ଏବେ ନିମ୍ନଚାପ ପ୍ରଭାବ ରହିଛି । ଏହାରି କାଣରରୁ ଆଜି ରାଜ୍ୟର କେତେକ ଅଞ୍ଚଳରେ ପାଗ ମେଘୁଆ ରହିଛି । ତେବେ ଏହି ମେଘୁଆ ପାଗ ଆସନ୍ତା ୨୭ ତାରିଖରେ ପରିବର୍ତ୍ତନ ହେବ । ଅର୍ଥାତ୍‌ ରାଜ୍ୟରେ ପୁଣିଥରେ ୨୭ ତାରିଖରେ ବର୍ଷା ଆରମ୍ଭ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ ଓ କନ୍ଧମାଳ ଜିଲ୍ଲାରେ […]

Samaya Live Picture
Published On

ଭୁବନେଶ୍ୱର: ଉତ୍ତର ଓଡ଼ିଶା, ଉତ୍ତର-ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶରେ ଏବେ ନିମ୍ନଚାପ ପ୍ରଭାବ ରହିଛି । ଏହାରି କାଣରରୁ ଆଜି ରାଜ୍ୟର କେତେକ ଅଞ୍ଚଳରେ ପାଗ ମେଘୁଆ ରହିଛି । ତେବେ ଏହି ମେଘୁଆ ପାଗ ଆସନ୍ତା ୨୭ ତାରିଖରେ ପରିବର୍ତ୍ତନ ହେବ । ଅର୍ଥାତ୍‌ ରାଜ୍ୟରେ ପୁଣିଥରେ ୨୭ ତାରିଖରେ ବର୍ଷା ଆରମ୍ଭ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆଜିଠାରୁ ଆସନ୍ତା ୨ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ ଏବଂକେତେକ ସ୍ଥାନରେ ବର୍ଷା ମଧ୍ୟ ହୋଇପାରେ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।