odisha weather news
ଓଡ଼ିଶା  ପାଣିପାଗ 

୪୮ ଘଣ୍ଟା ମଧ୍ୟରେ ଆସୁଛି ବାତ୍ୟା, ଜରୁରୀ ବୈଠକ ଡାକିଲେ ସରକାର

୪୮ ଘଣ୍ଟା ମଧ୍ୟରେ ଆସୁଛି ବାତ୍ୟା, ଜରୁରୀ ବୈଠକ ଡାକିଲେ ସରକାର ଭୁବନେଶ୍ୱର: ଆସୁଛି ବାତ୍ୟା । ରାଜ୍ୟରେ ୪୮ ଘଣ୍ଟା ମଧ୍ୟରେ ଏହି ବିପଦ ମାଡ଼ିଆସୁଛି । ଏନେଇ ପାଣିପାଗ ବିଭାଗ ସୂଚନା ଦେବା ପରେ ଅପରାହ୍ନ ୪ଟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ବସିବ । ଏହି ବୈଠକରେ ବାତ୍ୟା ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯିବ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ #ବାତ୍ୟା ସମ୍ଭାବନା !!! ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ […]
Read More...
ଓଡ଼ିଶା  ପାଣିପାଗ 

ଆସନ୍ତା ୨୭ରେ ପ୍ରବଳ ବର୍ଷାର ସମ୍ଭାବନା, ୪ ଜିଲ୍ଲାରେ ପ୍ରବଳ ବର୍ଷିବ

ଆସନ୍ତା ୨୭ରେ ପ୍ରବଳ ବର୍ଷାର ସମ୍ଭାବନା, ୪ ଜିଲ୍ଲାରେ ପ୍ରବଳ ବର୍ଷିବ ଭୁବନେଶ୍ୱର: ଉତ୍ତର ଓଡ଼ିଶା, ଉତ୍ତର-ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶରେ ଏବେ ନିମ୍ନଚାପ ପ୍ରଭାବ ରହିଛି । ଏହାରି କାଣରରୁ ଆଜି ରାଜ୍ୟର କେତେକ ଅଞ୍ଚଳରେ ପାଗ ମେଘୁଆ ରହିଛି । ତେବେ ଏହି ମେଘୁଆ ପାଗ ଆସନ୍ତା ୨୭ ତାରିଖରେ ପରିବର୍ତ୍ତନ ହେବ । ଅର୍ଥାତ୍‌ ରାଜ୍ୟରେ ପୁଣିଥରେ ୨୭ ତାରିଖରେ ବର୍ଷା ଆରମ୍ଭ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ ଓ କନ୍ଧମାଳ ଜିଲ୍ଲାରେ […]
Read More...
ଓଡ଼ିଶା 

୧୨ ଘଣ୍ଟା ମଧ୍ୟରେ ଲଘୁଚାପ, ସତର୍କ କଲା ପାଣିପାଗ ବିଭାଗ

୧୨ ଘଣ୍ଟା ମଧ୍ୟରେ ଲଘୁଚାପ, ସତର୍କ କଲା ପାଣିପାଗ ବିଭାଗ ଭୁବନେଶ୍ୱର: ବଙ୍ଗୋପସାଗର ଉତ୍ତର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୱାର୍ଣ୍ଣିଂ […]
Read More...
ଓଡ଼ିଶା 

ଆସନ୍ତା ୫ ଦିନ ଯାଏଁ ଲଗାଣ ବର୍ଷା, ୧୯ରେ ଘୂର୍ଣ୍ଣିବଳୟ

ଆସନ୍ତା ୫ ଦିନ ଯାଏଁ ଲଗାଣ ବର୍ଷା, ୧୯ରେ ଘୂର୍ଣ୍ଣିବଳୟ ଭୁବନେଶ୍ୱର: ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିବ । ୧୫ କିମ୍ବା ୧୬ ତାରିଖ ପରଠାରୁ ବର୍ଷା କମିବ ବୋଲି ଆଜି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ପାଣିପାଗ କେନ୍ଦ୍ର ଆହୁରି ସୂଚନା ଦେଇଛି ଯେ, ଆସନ୍ତା ୧୩ ତାରିଖରେ ଆଉ ଏକ ଲଘୁଚାପ ହେଉଛି । ଏହାର ପ୍ରଭାବରେ ୧୩ ଓ ୧୪ ଦୁଇ ଦିନ ଅଧିକ ବର୍ଷା ରହିବ । ଏହିସମୟରେ ପଶ୍ଚିମ ଓ ଉପକୂଳ […]
Read More...
ଓଡ଼ିଶା  ପାଣିପାଗ 

ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୧୦ ଜିଲ୍ଲାରେ ଆଲର୍ଟ

ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୧୦ ଜିଲ୍ଲାରେ ଆଲର୍ଟ ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ବାଲେଶ୍ୱର, ଗଞ୍ଜାମ, ଗଜପତି, ଯାଜପୁର, କୋରାପୁଟ, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ, ରାୟଗଡ଼ା ଓ ଭଦ୍ରକ ଜିଲାରେ ଆଲର୍ଟ କରିଛି । ଏହିସବୁ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱରରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ, […]
Read More...
ଓଡ଼ିଶା  ପାଣିପାଗ 

ଆସନ୍ତା ୬ରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା

ଆସନ୍ତା ୬ରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଭୁବନେଶ୍ୱର: ତାତିରୁ କଲବଲ ହେଉଥିବା ରାଜ୍ୟବାସୀଙ୍କୁ ଖୁବ୍‌ଶିଘ୍ରୀ ଆଶ୍ୱସ୍ତି ଅନୁଭବ ହେବାକୁ ଯାଉଛି ବୋଲି ଆଞ୍ଚଳିକ ପାଣିପାଗ ତରଫରୁ ସୂଚନା ମିଳିଛି । ଆସନ୍ତା ୬ ତାରିଖରେ ଲଘୁଚାପ ଆସୁଛି । ଏନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି କହିଛନ୍ତି ଯେ, ଆସନ୍ତା ୪/୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ନାହିଁ । ୬ ତାରିଖ ଓ ୭ ତାରିଖ ଆଡ଼କୁ ଏକ ଛୋଟ ଧରଣର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । […]
Read More...
ଓଡ଼ିଶା 

ଆଜି ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆଜି ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ମୌସୁମୀ ପ୍ରଭାବ ଜାରି ରହିଥିବାରୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହେଉଛି । ତେବେ ଆଜି ରାଜ୍ୟରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କେତେକ ଅଞ୍ଚଳରେ ଭୀଷଣ ବର୍ଷାର ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି […]
Read More...
ଓଡ଼ିଶା  ପାଣିପାଗ 

ଟୁଇନ୍‌ସିଟିରେ ଆଲର୍ଟ: ଘଡ଼ଘଡ଼ି ସହ ଲଗାଣ ବର୍ଷା ସମ୍ଭାବନା

ଟୁଇନ୍‌ସିଟିରେ ଆଲର୍ଟ: ଘଡ଼ଘଡ଼ି ସହ ଲଗାଣ ବର୍ଷା ସମ୍ଭାବନା ଭୁବନେଶ୍ୱର: ଜୁଲାଇ ୧୬: ରାଜ୍ୟରେ ଏବେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ସହିତ ଘଡ଼ଘଡ଼ି ମଧ୍ୟ ଜାରି ରହିଛି । ଏହାକୁ ନଜରରେ ରଖି ପାଣିିପାଗ ବିଭାଗ ଆଜି କେତେକ ସ୍ଥାନରେ ସତର୍କ ଜାରି କରିଛନ୍ତି । ପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା-ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ । ସେହିପରି ପ୍ରବଳ […]
Read More...
ଓଡ଼ିଶା  ପାଣିପାଗ 

୧୨ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା

୧୨ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଭୁବନେଶ୍ୱର: ଜୁଲାଇ ୦୨: ଆଜି ଠାରୁ ଉତ୍ତର ଉପକୂଳ ଓ ଏହାର ଆଖପାଖ ଜିଲ୍ଲା ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି । ତେବେ ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼, ଦେବଗଡ଼, ସୁନ୍ଦରଗଡ଼, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି । ହେଲେ ଆସନ୍ତା ୪ ତାରିଖରୁ ଉତ୍ତର ଓ ଉତ୍ତର ଉପକୂଳ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା […]
Read More...
ଓଡ଼ିଶା  ପାଣିପାଗ 

ରାଜ୍ୟକୁ ଛୁଇଁଲା ମୌସୁମୀ ବାୟୁ: ଦୁଇ ଦିନ ମଧ୍ୟରେ ବର୍ଷା

ରାଜ୍ୟକୁ ଛୁଇଁଲା ମୌସୁମୀ ବାୟୁ: ଦୁଇ ଦିନ ମଧ୍ୟରେ ବର୍ଷା ଭୁବନେଶ୍ୱର: ଜୁନ୍‌ ୧୫: ରାଜ୍ୟରେ ଏଥର ରଜ ଉତ୍ସବ ଜୋର୍‌ଦାର ପାଳନ ହେବ । ଆଜିଠୁ ରାଜ୍ୟରେ ମୌସୁମୀ ବାୟୁର ପ୍ରବେଶ ହୋଇଛି । ଏହାର ପ୍ରଭାବରେ କେତେକ ଦକ୍ଷିଣ ଜିଲ୍ଲାମାନଙ୍କରେ ବର୍ଷା ସକ୍ରିୟ ରହିଥିବା ଭୁବନେଶେ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ଦକ୍ଷିଣ- ଓଡିଶା ର କିଛି ଅଞ୍ଚଳରେ ପ୍ରାକ ମୌସୁମୀ ବର୍ଷା ସକ୍ରିୟ pic.twitter.com/LcWIVXg1rA — Meteorological Centre, Bhubaneswar (@mcbbsr) June 15, 2022 ଏହାସହିତ ରାଜ୍ୟରେ […]
Read More...
ଓଡ଼ିଶା  ପାଣିପାଗ 

ରଜରେ ଭିଜିବେ ଓଡ଼ିଶାବାସୀ: ୨ ଦିନ ମଧ୍ୟରେ ରାଜ୍ୟକୁ ଛୁଇଁବ ମୌମୁମୀ ବାୟୁ

ରଜରେ ଭିଜିବେ ଓଡ଼ିଶାବାସୀ: ୨ ଦିନ ମଧ୍ୟରେ ରାଜ୍ୟକୁ ଛୁଇଁବ ମୌମୁମୀ ବାୟୁ ଭୁବନେଶ୍ୱର: ଜୁନ୍‌ ୧୩: ରଜରେ ଖୁବ୍‌ ଶିଘ୍ର ଓଡ଼ିଶାବାସୀ ଭିଜିବାକୁ ଯାଉଛନ୍ତି । ୨ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଆଜି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ପାଣିପାଗରେ ପରିବର୍ତ୍ତନ ଦେଖାାଇଛି । ଟୁଇନ୍‌ ସିଟି କଟକ ଓ ଭୁବନେଶଶ୍ୱରରେ ମଧ୍ୟ ପାଣିପାଗର ପରିବର୍ତ୍ତନ ଦେଖାଯାଇଛି । ଅନ୍ୟପକ୍ଷରେ, ଜୁନ ପହିଲାରୁ ୧୨ ତାରିଖ ମଧ୍ୟରେ ରାଜ୍ୟରେ […]
Read More...
ଓଡ଼ିଶା  ପାଣିପାଗ 

ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ

ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ଭୁବନେଶ୍ୱର: ମେ ୧୬: ଖୁବ୍‌ ଶିଘ୍ର ତାତିରୁ ମୁîକ୍ତି ମିଳିବ ବୋଲି ଆଜି ରାଜ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରିଛି । ଏହାର ପ୍ରଭାବରେ ଆସନ୍ତାକାଲି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗର ଅଞ୍ଚଳ କୁ ଅଗ୍ରସର ହୋଇଛି pic.twitter.com/w21vOeqDWU — […]
Read More...

Advertisement