latest Odisha weather news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ରାଜ୍ୟରେ ଲଘୁଚାପ ସମ୍ଭାବନା, ବଢ଼ିପାରେ ଶୀତର ପ୍ରକୋପ
Published On
By Samaya Live
ଭୁବନେଶ୍ୱର : ଦକ୍ଷିଣପଶ୍ଚିମ ପାଶ୍ୱର୍ବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି ଅବପାତ । ଆଗାମୀ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ସୁଦୃଶଃ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି ବୋଲି ଆଜି ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ଟୁଇଟ୍ କରି ସୂଚନା ଦେଇଛନ୍ତି । ସେହିପରି ଆସନ୍ତା ୨୩ ଓ ୨୪ ତାରିଖ ମଧ୍ୟରେ ରାଜ୍ୟର ପାଣିପାଗରେ ସାମାନ୍ୟ ପରିପବର୍ତ୍ତନ ଦେଖାଯାଇପାରେ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତରପଶ୍ଚିମ ଦିଗରେ […]
ପଶ୍ଚିମ ଓଡ଼ିଶାରେ ବଢ଼ୁଛି କୁହୁଡ଼ି, ଆସନ୍ତା ୪ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ
Published On
By Samaya Live
ଭୁବନେଶ୍ୱର: ଶୀତରେ ଥରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । କେତେକ ସ୍ଥାନରେ କୁହୁଡ଼ି ପଡ଼ିବା ସହିତ ରାତ୍ରିକାଳୀନ ୨୦ ଡିଗ୍ରୀ ତଳକୁ ରହୁଛି । ଫୁଲବାଣୀର କୁହୁଡ଼ି ଦୃଶ୍ୟମାନର ଦୂରତା ୨୦୦ ମିଟର ରହୁଥିଲା ବେଳେ ଭବନୀପାଟଣାରେ ୫୦୦ ମିଟର ଓ ପାରଳାଖେମୁଣ୍ଡିରେ ୬୦୦ ମିଟର ରହୁଛି । ପ୍ରମୁଖ ରାତ୍ରି ତାପମାତ୍ରା ସିମିଳିଗୁଡା (କୋରାପୁଟ): ୧୧.୪ ଡ଼ିଗ୍ରୀକିରେଇ (ସୁନ୍ଦରଗଡ): ୧୧.୫ ଡ଼ିଗ୍ରୀକୋରାପୁଟ: ୧୧.୬ ଡ଼ିଗ୍ରୀ ଜି.ଉଦୟଗିରି(କନ୍ଧମାଳ): ୧୨ ଡ଼ିଗ୍ରୀ ଫୁଲବାଣୀ ଏବଂ ଦାରିଙ୍ଗବାଡି: ୧୩.୫ ଡ଼ିଗ୍ରୀ ସୋନପୁର: […]
ଆସନ୍ତା ୨୭ରେ ପ୍ରବଳ ବର୍ଷାର ସମ୍ଭାବନା, ୪ ଜିଲ୍ଲାରେ ପ୍ରବଳ ବର୍ଷିବ
Published On
By Samaya Live
ଭୁବନେଶ୍ୱର: ଉତ୍ତର ଓଡ଼ିଶା, ଉତ୍ତର-ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶରେ ଏବେ ନିମ୍ନଚାପ ପ୍ରଭାବ ରହିଛି । ଏହାରି କାଣରରୁ ଆଜି ରାଜ୍ୟର କେତେକ ଅଞ୍ଚଳରେ ପାଗ ମେଘୁଆ ରହିଛି । ତେବେ ଏହି ମେଘୁଆ ପାଗ ଆସନ୍ତା ୨୭ ତାରିଖରେ ପରିବର୍ତ୍ତନ ହେବ । ଅର୍ଥାତ୍ ରାଜ୍ୟରେ ପୁଣିଥରେ ୨୭ ତାରିଖରେ ବର୍ଷା ଆରମ୍ଭ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ ଓ କନ୍ଧମାଳ ଜିଲ୍ଲାରେ […]
ତାତିରୁ ମିଳିବ ତ୍ରାହି: ୫ରେ ପ୍ରବଳ ବର୍ଷା, ୮ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି
Published On
By Samaya Live
ଭୁବନେଶ୍ୱର : ରାଜ୍ୟରେ ବର୍ଷୁଥିବା ତାତିରୁ ଖୁବ୍ ଶିଘ୍ରୀ ତ୍ରାହି ମିଳିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆସନ୍ତା ୫ ତାରିଖରେ ବର୍ଷା ଆରମ୍ଭ ହୋଇ ୬ ତାରିଖ ପର୍ଯ୍ୟନ୍ତ ଏହାର ପରିମାଣ ବଢ଼ି ପ୍ରବଳ ବର୍ଷିବ । ଏନେଇ ୮ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଉଛି- ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁର । ଗୁଳୁଗୁଳି ରେ ଲାଗିବ […]
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ: ୪ ଜିଲ୍ଲାକୁ ସତର୍କ
Published On
By Samaya Live
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ସମେତ ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରଭାବ ରହିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ବିଶେଷ କରି ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲାଗୁଡ଼ିକ ହେଲା-ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଦେବଗଡ଼ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ | ଏହାର […]
ଗମ୍ଭୀର ହୋଇପାରେ ବନ୍ୟା ସ୍ଥିତି, ୪୮ଘଣ୍ଟା ଗୁରୁତ୍ୱପୂର୍ଣ୍ଣ
Published On
By Samaya Live
ଭୁବନେଶ୍ୱର: ରାଜ୍ୟର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ସନ୍ଧ୍ୟା ସୁଦ୍ଧା ସ୍ଥିତି ଅଧିକ ଗମ୍ଭୀର ହୋଇପାରେ । ଆଜି ସନ୍ଧ୍ୟାରେ ପିକ୍ ଫ୍ଲଡ୍ ହେବା ନେଇ ପ୍ରେସମିଟ୍ ଜରିଆରେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବିଶେଷ କରି ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଏହାର ପ୍ରଭାବ ବେଶି ଦେଖାଯିବ । ଏସ୍ଆରସି ଆହୁରୀ ମଧ୍ୟ କହିଛନ୍ତି, ହୀରାକୁଦରେ ଜଳସ୍ତର ବଢିଛି । ୩ଟା ବେଳେ ନିଷ୍ପତ୍ତି ନିଆଯିବ ଯେ […]

