ଆଉ ନାହାନ୍ତି ମିହିର୍‌

କଟକ: ଜାନୁଆରୀ ୧୧: ବରିଷ୍ଠ ସିନେ ଅଭିନେତ। ମିହିର ଦ।ସଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟ।ଲରେ ଚିକିତ୍ସାଧିନ ଅବସ୍ଥାରେ ୬୩ ବର୍ଷ ବୟସରେ ତ।ଙ୍କର ମୃତ୍ୟୁ ହୋଇଛି। ଗତ ୭ ତ।ରିଖରୁ ସେ ହସ୍ପିଟ।ଲରେ ଭର୍ତ୍ତି ହୋଇଥିଲେ। ୧୧ ଫେବ୍ରୁଆରୀ ୧୯୫୯ ମସିହ।ରେ ବ।ରିପଦ।ରେ ଜନ୍ମଗ୍ରହଣ କରିଥିଲେ ମିହିର । ୧୯୮୦ରେ ର।ମ।ୟଣ ଫିଲ୍ମରେ ଶତ୍ରୁଘ୍ନ ଚରିତ୍ରରୁ ମିହିରଙ୍କ କ୍ୟ।ରିୟର ଆରମ୍ଭ ହୋଇଥିଲ।। ଓଡ଼ିଶ। ଫିଲ୍ମ ଜଗତରେ ସେ ଏମିତି ଜଣେ କଳ।କ।ର ଯିଏ କି […]

Samaya Live Picture
Published On

କଟକ: ଜାନୁଆରୀ ୧୧: ବରିଷ୍ଠ ସିନେ ଅଭିନେତ। ମିହିର ଦ।ସଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟ।ଲରେ ଚିକିତ୍ସାଧିନ ଅବସ୍ଥାରେ ୬୩ ବର୍ଷ ବୟସରେ ତ।ଙ୍କର ମୃତ୍ୟୁ ହୋଇଛି। ଗତ ୭ ତ।ରିଖରୁ ସେ ହସ୍ପିଟ।ଲରେ ଭର୍ତ୍ତି ହୋଇଥିଲେ। ୧୧ ଫେବ୍ରୁଆରୀ ୧୯୫୯ ମସିହ।ରେ ବ।ରିପଦ।ରେ ଜନ୍ମଗ୍ରହଣ କରିଥିଲେ ମିହିର ।

୧୯୮୦ରେ ର।ମ।ୟଣ ଫିଲ୍ମରେ ଶତ୍ରୁଘ୍ନ ଚରିତ୍ରରୁ ମିହିରଙ୍କ କ୍ୟ।ରିୟର ଆରମ୍ଭ ହୋଇଥିଲ।। ଓଡ଼ିଶ। ଫିଲ୍ମ ଜଗତରେ ସେ ଏମିତି ଜଣେ କଳ।କ।ର ଯିଏ କି ସବୁ ପ୍ରକ।ର ଅଭିନୟ କରି ସଫଳ ହୋଇଥିଲେ। ନିଜ ଅଭିନୟ କ୍ୟ।ରିୟରରେ ସେ ଅନେକ ସଫଳତ। ପ।ଇବ। ସହ ଅନେକ ପୁରସ୍କ।ର ମଧ୍ୟ ପ।ଇଛନ୍ତି ।ତେବେ ତାଙ୍କ ମୃତ୍ୟୁ ପରେ ଓଡିଆ ସିନେ ଏଟତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି।