COVID death
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆଉ ନାହାନ୍ତି ମିହିର୍
Published On
By Samaya Live
କଟକ: ଜାନୁଆରୀ ୧୧: ବରିଷ୍ଠ ସିନେ ଅଭିନେତ। ମିହିର ଦ।ସଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟ।ଲରେ ଚିକିତ୍ସାଧିନ ଅବସ୍ଥାରେ ୬୩ ବର୍ଷ ବୟସରେ ତ।ଙ୍କର ମୃତ୍ୟୁ ହୋଇଛି। ଗତ ୭ ତ।ରିଖରୁ ସେ ହସ୍ପିଟ।ଲରେ ଭର୍ତ୍ତି ହୋଇଥିଲେ। ୧୧ ଫେବ୍ରୁଆରୀ ୧୯୫୯ ମସିହ।ରେ ବ।ରିପଦ।ରେ ଜନ୍ମଗ୍ରହଣ କରିଥିଲେ ମିହିର । ୧୯୮୦ରେ ର।ମ।ୟଣ ଫିଲ୍ମରେ ଶତ୍ରୁଘ୍ନ ଚରିତ୍ରରୁ ମିହିରଙ୍କ କ୍ୟ।ରିୟର ଆରମ୍ଭ ହୋଇଥିଲ।। ଓଡ଼ିଶ। ଫିଲ୍ମ ଜଗତରେ ସେ ଏମିତି ଜଣେ କଳ।କ।ର ଯିଏ କି […]
୨୪ ଘଣ୍ଟାରେ ରାଜ୍ୟରେ ୫୨୪ କରୋନା ସଂକ୍ରମିତ ଏବଂ ୪ ମୃତ
Published On
By Samaya Live
ଭୁବନେଶ୍ୱର: ଅକ୍ଟୋବର ୦୮ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬, ୭୨୪ ସ୍ୱାବ ଟେଷ୍ଟ ମଧ୍ୟରୁ ୫୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୭୫ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୩୦୬ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୧୮ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୩୦ ହଜାର ୫୧୮ ଜଣ କରୋନାରେ […]
୨୪ ଘଣ୍ଟାରେ ଦେଶରେ ୨୬, ୦୪୧ କରୋନା ସଂକ୍ରମିତ ଓ ୨୭୬ ମୃତ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୨୭ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬, ୦୪୧ ରହିଛି । ଆଜିର ନୂଆ ଚିହ୍ନଟଙ୍କୁ ମିଶାଇ ଏବେ ଦେଶରେ ମୋଟ୍ ୩କୋଟି ୩୬ ଲକ୍ଷ ୭୮ ହଜାର ୭୮୬ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨୯, ୬୨୧ ଜଣ ସୁସ୍ଥ ହୋଇଛନ୍ତି । ତେବେ କେରଳରେ ସର୍ବାଧିକ ୧୬ ହଜାର ଜଣ ଆଜି ଚିହ୍ନଟ ହୋଇଛନ୍ତି । ଦେଶରେ ସୁସ୍ଥତା […]
୨୪ ଘଣ୍ଟାରେ ଦେଶରେ ୨୬,୯୬୪ କରୋନା ସଂକ୍ରମିତ ଓ ୩୮୩ ମୃତ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୨୨ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬, ୯୬୪ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୪,୧୬୭ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମିତଙ୍କ ଅପେକ୍ଷା କରୋନା ସୁସ୍ଥଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି, ଯାହ ଏକ ଆଶ୍ୱସ୍ତିକର କଥା । ସୁସ୍ଥତା ହାର ୯୭.୭୭ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୨୭ ଲକ୍ଷ ୮୩ ହଜାର ୭୪୧ ଜଣ କରୋନାରୁ […]
ଦେଶରେ ୨୪ ଘଣ୍ଟାରେ ୪୭,୦୯୨ ସଂକ୍ରମିତ ଓ ୩୫, ୧୮୧ ସୁସ୍ଥ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୨: ଗତ କାଲି ଅପେକ୍ଷା ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭,୦୯୨ ରହିଛି । ଆଜିର ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୮୯ ହଜାର ୫୮୩ ରହିଛି । ସୁସ୍ଥତା ହାର ୯୭.୪୮ ପ୍ରତିଶତ ରହିଥିଲା ବେଳେ ଗତ ୨୪ ଘଣ୍ଟାରେ ୩୫,୧୮୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ […]
ଗୋଟିଏ ଦିନରେ କରୋନା ରେ ୧୦ ଜଣଙ୍କ ମୃତ୍ୟୁ; ମୋଟ ମୃତ୍ୟୁ ସଂଖ୍ୟା ୧୩୦ କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୫: ରାଜ୍ୟରେ ଗୋଟିଏ ଦିନରେ ୧୦ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହେଇଛି I ସୁନ୍ଦରଗଡ ଓ ବାଲେଶ୍ୱର ରୁ ୨ ଜଣ ଲେଖାଏଁ, ଗଂଜାମ ରୁ ୩ ଜଣ ଏବଂ ଗଜପତି,ଝାରସୁଗୁଡା ଓ ରାୟଗଡା ରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I ଏଥିସହ, ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୧୩୦ ରେ ପହଂଚିଛି I ଗଂଜାମ ଜିଲ୍ଲାରେ ଏ ପର୍ଯ୍ୟନ୍ତ ସର୍ବାଧିକ ୭୩ ଜଣଙ୍କର ମୃତ୍ୟୁ ହେଇଛି I
ଆଉ ଦୁଇଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ; ଓଡ଼ିଶାରେ ମୋଟ ମୃତ୍ୟୁ ସଂଖ୍ୟା ୨୩ କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଜୁନ ୨୯: ଓଡ଼ିଶାରେ ଆଉ ୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହେଇଛି I ଗଂଜାମ ଜିଲ୍ଲାର ଏହି ଦୁଇ ମୃତକ ଙ୍କର ବୟଷ ୪୮ ଓ ୫୨ ବର୍ଷ ଏବଂ ଉଭୟ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି I ଏବେ, ରାଜ୍ୟରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୨୩ କୁ ବୃଦ୍ଧି ପାଇଛି I Regret to inform that two Covid positive patients […]

