mihir das no more
ମନୋରଞ୍ଜନ  ଓଡ଼ିଶା 

ଆଉ ନାହାନ୍ତି ମିହିର୍‌

ଆଉ ନାହାନ୍ତି ମିହିର୍‌ କଟକ: ଜାନୁଆରୀ ୧୧: ବରିଷ୍ଠ ସିନେ ଅଭିନେତ। ମିହିର ଦ।ସଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟ।ଲରେ ଚିକିତ୍ସାଧିନ ଅବସ୍ଥାରେ ୬୩ ବର୍ଷ ବୟସରେ ତ।ଙ୍କର ମୃତ୍ୟୁ ହୋଇଛି। ଗତ ୭ ତ।ରିଖରୁ ସେ ହସ୍ପିଟ।ଲରେ ଭର୍ତ୍ତି ହୋଇଥିଲେ। ୧୧ ଫେବ୍ରୁଆରୀ ୧୯୫୯ ମସିହ।ରେ ବ।ରିପଦ।ରେ ଜନ୍ମଗ୍ରହଣ କରିଥିଲେ ମିହିର । ୧୯୮୦ରେ ର।ମ।ୟଣ ଫିଲ୍ମରେ ଶତ୍ରୁଘ୍ନ ଚରିତ୍ରରୁ ମିହିରଙ୍କ କ୍ୟ।ରିୟର ଆରମ୍ଭ ହୋଇଥିଲ।। ଓଡ଼ିଶ। ଫିଲ୍ମ ଜଗତରେ ସେ ଏମିତି ଜଣେ କଳ।କ।ର ଯିଏ କି […]
Read More...

Advertisement