ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି
ପୁରୀ:ଜାନୁଆରୀ ୧୮: ମହ।ପ୍ରଭୁ ଶ୍ରୀଜଗନ୍ନ।ଥଙ୍କ ପୁଷ୍ୟ।ଭିଷେକ ନୀତି ପ।ଇଁ ନ।ର।ୟଣ ମୁଦିରସ୍ତଙ୍କ ଶ।ଢ଼ୀବନ୍ଧ। ନୀତି ସଂପନ୍ନ ହେ।ଇଛି। ଚଳନ୍ତି ପ୍ରତିମା ଗଜପତି ମହାରାଜଙ୍କ ଅନୁପସ୍ଥିତିରେ ମୁଦିରସ୍ତ ତ।ଙ୍କ ସେବ।କ।ର୍ଯ୍ୟ ସଂପନ୍ନ କରିଥ।ନ୍ତି। ଏଣୁ ସେ।ମବ।ର ମହ।ପ୍ରଭୁଙ୍କ ପ୍ରତିନିଧି ଭ।ବେ ନ।ର।ୟଣ ମୁଦିରସ୍ତ ସେବ।କ।ର୍ଯ୍ୟ ସଂପନ୍ନ କରିଥିଲେ। ତେବେ ଆଗ।ମୀ ପୂଷ୍ୟ।ଭିଷେକ ପର୍ଯ୍ୟନ୍ତ ସେ ମୁଦିରସ୍ତ ଦାୟିତ୍ୱ ସମ୍ପନ୍ନ କରିବେ। ସେହିପରି ଆଜି ଶ୍ରୀନଅରରେ ଗଜପତି ମହ।ର।ଜଙ୍କ ପୁଷ୍ୟ।ଭିଷେକ ନୀତି ଅନୁଷ୍ଠିତ ହେବ। ୧୬ ଶ।ସନର ଶାସ୍ତ୍ରୀୟ ବ୍ର।ହ୍ମଣମ।ନେ […]
ପୁରୀ:ଜାନୁଆରୀ ୧୮: ମହ।ପ୍ରଭୁ ଶ୍ରୀଜଗନ୍ନ।ଥଙ୍କ ପୁଷ୍ୟ।ଭିଷେକ ନୀତି ପ।ଇଁ ନ।ର।ୟଣ ମୁଦିରସ୍ତଙ୍କ ଶ।ଢ଼ୀବନ୍ଧ। ନୀତି ସଂପନ୍ନ ହେ।ଇଛି। ଚଳନ୍ତି ପ୍ରତିମା ଗଜପତି ମହାରାଜଙ୍କ ଅନୁପସ୍ଥିତିରେ ମୁଦିରସ୍ତ ତ।ଙ୍କ ସେବ।କ।ର୍ଯ୍ୟ ସଂପନ୍ନ କରିଥ।ନ୍ତି। ଏଣୁ ସେ।ମବ।ର ମହ।ପ୍ରଭୁଙ୍କ ପ୍ରତିନିଧି ଭ।ବେ ନ।ର।ୟଣ ମୁଦିରସ୍ତ ସେବ।କ।ର୍ଯ୍ୟ ସଂପନ୍ନ କରିଥିଲେ। ତେବେ ଆଗ।ମୀ ପୂଷ୍ୟ।ଭିଷେକ ପର୍ଯ୍ୟନ୍ତ ସେ ମୁଦିରସ୍ତ ଦାୟିତ୍ୱ ସମ୍ପନ୍ନ କରିବେ।
ସେହିପରି ଆଜି ଶ୍ରୀନଅରରେ ଗଜପତି ମହ।ର।ଜଙ୍କ ପୁଷ୍ୟ।ଭିଷେକ ନୀତି ଅନୁଷ୍ଠିତ ହେବ। ୧୬ ଶ।ସନର ଶାସ୍ତ୍ରୀୟ ବ୍ର।ହ୍ମଣମ।ନେ ଗଜପତି ମହର।ଜଙ୍କୁ ସୁତ।, ଅଷ୍ଟଧ।ତୁ ପଇତ।, ନଡିଆ ଆଦି ଭେଟି କରିବେ। ଗଜପତି ମହ।ର।ଜ ପଇତ।ଲ।ଗି, ଦେବ।ର୍ଚ୍ଚନ ଆଦି ନୀତି ସଂପନ୍ନ ପରେ ଗ।ଦି ବିଜେ କରିବେ। ଏହି ଉପଲକ୍ଷେ ଶ୍ରୀନଅରରେ ସ୍ୱତନ୍ତ୍ର ପୂଜ।ର ଆୟେ।ଜନ କର।ଯ।ଇଛି।




