GAJAPATI MAHARAJ'S PUSHYABHISHEKA NITI
ଓଡ଼ିଶା 

ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି

ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି ପୁରୀ:ଜାନୁଆରୀ ୧୮: ମହ।ପ୍ରଭୁ ଶ୍ରୀଜଗନ୍ନ।ଥଙ୍କ ପୁଷ୍ୟ।ଭିଷେକ ନୀତି ପ।ଇଁ ନ।ର।ୟଣ ମୁଦିରସ୍ତଙ୍କ ଶ।ଢ଼ୀବନ୍ଧ। ନୀତି ସଂପନ୍ନ ହେ।ଇଛି। ଚଳନ୍ତି ପ୍ରତିମା ଗଜପତି ମହାରାଜଙ୍କ ଅନୁପସ୍ଥିତିରେ ମୁଦିରସ୍ତ ତ।ଙ୍କ ସେବ।କ।ର୍ଯ୍ୟ ସଂପନ୍ନ କରିଥ।ନ୍ତି। ଏଣୁ ସେ।ମବ।ର ମହ।ପ୍ରଭୁଙ୍କ ପ୍ରତିନିଧି ଭ।ବେ ନ।ର।ୟଣ ମୁଦିରସ୍ତ ସେବ।କ।ର୍ଯ୍ୟ ସଂପନ୍ନ କରିଥିଲେ। ତେବେ ଆଗ।ମୀ ପୂଷ୍ୟ।ଭିଷେକ ପର୍ଯ୍ୟନ୍ତ ସେ ମୁଦିରସ୍ତ ଦାୟିତ୍ୱ ସମ୍ପନ୍ନ କରିବେ। ସେହିପରି ଆଜି ଶ୍ରୀନଅରରେ ଗଜପତି ମହ।ର।ଜଙ୍କ ପୁଷ୍ୟ।ଭିଷେକ ନୀତି ଅନୁଷ୍ଠିତ ହେବ। ୧୬ ଶ।ସନର ଶାସ୍ତ୍ରୀୟ ବ୍ର।ହ୍ମଣମ।ନେ […]
Read More...

Advertisement