Puri Temple
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଶ୍ରୀଜିଉଙ୍କର ହେବ ବନକଲାଗି ନୀତି
Published On
By Samaya Live
ପୁରୀ: ମାର୍ଚ୍ଚ ୨୩: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ବନକଲାଗି ନୀତି। ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ଏକ ଗୁପ୍ତ ସେବା ଓ ସ୍ୱତନ୍ତ୍ର ନୀତି ହୋଇଥିବାରୁ ୪ଘଣ୍ଟା ଧରି ନୀତି ଚାଲିବ। ଏଥିପାଇଁ ଅପରାହ୍ଣ ୪.୩୦ରୁ ରାତି ୮.୩୦ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ […]
ମହାପ୍ରଭୁଙ୍କ ବନକଲାଗି ନୀତି
Published On
By Samaya Live
ପୁରୀ: ଜାନୁଆରୀ ୧୯: ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧ। ବିଗ୍ରହଙ୍କ ବନକଲ।ଗି ନୀତି। ମଧ୍ୟ।ହ୍ନ ଧୂପ ପରେ ଦତ୍ତମହ।ପ।ତ୍ର ସେବକମ।ନେ ମହ।ପ୍ରଭୁଙ୍କର ବନକଲ।ଗି ନୀତି ସମ୍ପନ୍ନ କରିବେ । ହିଙ୍ଗୁଳ, ହରିତ।ଳ, ଶଙ୍ଖ, କସ୍ତୁରୀ ଓ କଳ। ଆଦି ପ୍ର।କୃତିକ ରଙ୍ଗରେ ମହ।ପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗ।ର କର।ଯିବ। ଏହ। ଏକ ଗୁପ୍ତ ସେବ। ହୋଇଥିବ।ରୁ ପ୍ର।ୟ ୪ ଘଣ୍ଟ। ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ବନକଲ।ଗି ନୀତି ପରେ ମହ।ପ୍ରଭୁଙ୍କୁ ମହ।ସ୍ନ।ନ କର।ଯିବ । ଏହ।ପରେ ପୁନର୍ବ।ର […]
ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି
Published On
By Samaya Live
ପୁରୀ:ଜାନୁଆରୀ ୧୮: ମହ।ପ୍ରଭୁ ଶ୍ରୀଜଗନ୍ନ।ଥଙ୍କ ପୁଷ୍ୟ।ଭିଷେକ ନୀତି ପ।ଇଁ ନ।ର।ୟଣ ମୁଦିରସ୍ତଙ୍କ ଶ।ଢ଼ୀବନ୍ଧ। ନୀତି ସଂପନ୍ନ ହେ।ଇଛି। ଚଳନ୍ତି ପ୍ରତିମା ଗଜପତି ମହାରାଜଙ୍କ ଅନୁପସ୍ଥିତିରେ ମୁଦିରସ୍ତ ତ।ଙ୍କ ସେବ।କ।ର୍ଯ୍ୟ ସଂପନ୍ନ କରିଥ।ନ୍ତି। ଏଣୁ ସେ।ମବ।ର ମହ।ପ୍ରଭୁଙ୍କ ପ୍ରତିନିଧି ଭ।ବେ ନ।ର।ୟଣ ମୁଦିରସ୍ତ ସେବ।କ।ର୍ଯ୍ୟ ସଂପନ୍ନ କରିଥିଲେ। ତେବେ ଆଗ।ମୀ ପୂଷ୍ୟ।ଭିଷେକ ପର୍ଯ୍ୟନ୍ତ ସେ ମୁଦିରସ୍ତ ଦାୟିତ୍ୱ ସମ୍ପନ୍ନ କରିବେ। ସେହିପରି ଆଜି ଶ୍ରୀନଅରରେ ଗଜପତି ମହ।ର।ଜଙ୍କ ପୁଷ୍ୟ।ଭିଷେକ ନୀତି ଅନୁଷ୍ଠିତ ହେବ। ୧୬ ଶ।ସନର ଶାସ୍ତ୍ରୀୟ ବ୍ର।ହ୍ମଣମ।ନେ […]
ଶ୍ରୀମନ୍ଦିରରେ କମିଲ। ଦର୍ଶନ ସମୟ
Published On
By Samaya Live
ପୁରୀ: ଜାନୁଆରୀ ୦୭: ଶ୍ରୀମନ୍ଦିରରେ କମିଲ। ଦର୍ଶନ ସମୟ । ର।ଜ୍ୟରେ ଆଜିଠୁ ନ।ଇଟ୍ କର୍ଫ୍ୟୁ ଲ।ଗୁ ହେଉଥିବ।ରୁ ଏଭଳି ନିଷ୍ପତ୍ତି ନିଆଯ।ଇଛି । ଏଣିକି ର।ତି ୮ଟ। ୩୦ମିନିଟରେ ବନ୍ଦ ହେବ ସର୍ବସ।ଧ।ରଣ ଦର୍ଶନ । ର।ତି ୮ଟ। ୩୦ରେ ବ।ରିକେଡରେ ପ୍ରବେଶ ବନ୍ଦ ପ।ଇଁ ନିର୍ଦ୍ଦେଶ ଦିଆଯ।ଇଛି । ଅନିର୍ଦ୍ଦିଷ୍ଟ କ।ଳ ଯ।ଏଁ ଏହି ନିୟମ ଲ।ଗୁ ହେବା ନେଇ ଘୋଷଣା କରିଛି ଶ୍ରୀମନ୍ଦିର ପ୍ରଶାସନ ।
ମହଙ୍ଗ। ହୋଇପ।ରେ ଭକ୍ତଙ୍କ ଶ୍ରୀକ୍ଷେତ୍ର ରହଣୀ
Published On
By Samaya Live
ପୁରୀ: ଜାନୁଆରୀ ୦୭: ଦୂରଦୂର।ନ୍ତରୁ ଶ୍ରୀକ୍ଷେତ୍ର ଆସୁଥିବ। ଭକ୍ତଙ୍କ ରହଣୀ ପ।ଇଁ ବ୍ୟବସ୍ଥ। କରିବ।କୁ ୨୦୧୮ରେ ଶ୍ରୀମନ୍ଦିର ପ୍ରଶ।ସନକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହି ନିର୍ଦ୍ଦେଶ କ୍ରମେ ପୁରୀରେ ୬୦ ହଜ।ର ଭକ୍ତଙ୍କ ରହଣୀର ବ୍ୟବସ୍ଥ। ହେବାକଥା। କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସରକାର ମଧ୍ୟ ଗ୍ରହଣ କରି ସତ୍ୟପାଠ ଦାଖଲ କରିଥିଲେ। ଇତି ମଧ୍ୟରେ ଏହି ନିର୍ଦ୍ଦେଶକୁ ୩ ବର୍ଷ ବିତିିଯାଇଥିଲେ ମଧ୍ୟ ଏଥିନେଇ କୌଣସି କାର୍ଯ୍ୟ ନହୋଇଥିବାବେଳେ ପୁରୀରେ ଯେଉଁ କେତୋଟି ଭକ୍ତନିବ।ସ ଥିଲ। […]
ନୂଆ ବର୍ଷରେ ହୋଇପ।ରିବନି ଜଗ। ଦର୍ଶନ !
Published On
By Samaya Live
ପୁରୀ: ଡିସେମ୍ବର ୧୧: ନୂଆ ବର୍ଷରେ ହୋଇପ।ରିବନି ଜଗ। ଦର୍ଶନ । କରୋନ। ସଂକମ୍ରଣକୁ ଦୃଷ୍ଟିରେ ରଖି ଆସନ୍ତ। ଡିସେମ୍ବର ୩୧, ଜ।ନୁଆରୀ ୧ ଓ ୨ ତ।ରିଖରେ ସମ୍ପୂର୍ଣ୍ଣ ବନ୍ଦ ରହିବ ମନ୍ଦିର । ଶ୍ରୀମନ୍ଦିର ପ୍ରଶ।ସନ ଏହି ନିଷ୍ପତି ନେଇଛି। କେବଳ ନୀତି ପୂଜ। ପ।ଇଁ ସୀମିତ ସେବ।ୟତଙ୍କୁ ମନ୍ଦିର ପ୍ରବେଶ ନେଇ ଅନୁମତି ରହିବ । ନୂଆ ବର୍ଷରେ ସ।ମ୍ଭ।ବ୍ୟ ଭିଡକୁ ଦୃଷ୍ଟିରେ ରଖି ପ୍ରଶ।ସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି। ଅନ୍ୟପଟେ […]
ଶ୍ରୀମନ୍ଦିର ଖୋଲିବା ପାଇଁ ନୂଆ ଏସ୍ଓପି ଜାରି
Published On
By Samaya Live
ଭୁବନେଶ୍ୱର, ଅଗଷ୍ଟ ୧୧: ପୁରୀ ଶ୍ରୀମନ୍ଦିର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୂଆ ଏସ୍ଓପି ଜାରି କରିଛନ୍ତି । ଆଧାର କାର୍ଡ ଦେଖାଇ ପୁରୀବାସୀ କାଳିଆଙ୍କ ଦର୍ଶନ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲାବେଳେ ସାଧାରଣ ଲୋକଙ୍କ ପାଇଁ ଆର୍ଟିପିସିଆର୍ ଟେଷ୍ଟ ରିପୋର୍ଟ କିମ୍ବା ଦୁଇ ଡ଼ୋଜ୍ ଟିକା ନେବାର ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ଦୁଇ ଦିନ ଅର୍ଥାତ୍ ୧୨ ତାରିଖରୁ୧୩ ତାରିଖ ଦୁଇ ଦିନ କେବଳ ସେବାୟତଙ୍କ ପରିବାର ଲୋକ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ […]
ଭଙ୍ଗା ହେବନି ତିନି ରଥ; ନଭାଙ୍ଗି ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ରଖିବାକୁ ନିଷ୍ପତ୍ତି
Published On
By Samaya Live
ଭୁବନେଶ୍ୱର : ଜୁଲାଇ ୨୨:ଚଳିତବର୍ଷ ଭଙ୍ଗା ହେବନି ତିନି ରଥ । କାଳିଆଙ୍କ ନନ୍ଦିଘୋଷ ରଥ ସହ ଅନ୍ୟ ଦୁଇ ରଥ ଭଙ୍ଗାଯିବନି । ଶ୍ରୀଜିଉଙ୍କ ରଥ ନଭାଙ୍ଗି ସେସବୁକୁ ମ୍ୟୁଜିୟମରେ ରଖିବାକୁ ସ୍ଥିର ହୋଇଛି । ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ତିନି ରଥ ରଖିବା ପାଇଁ ବ୍ୟବସ୍ଥା କରାଯିବ । ତେବେ ରଥକୁ ନଭାଙ୍ଗି ତାହାକୁ କିଭଳି ଢଙ୍ଗରେ କାଢି ପୁଣି ଯୋଡାଯିବ ସେନେଇ ବିଶ୍ୱକର୍ମା ମହାରଣା ଓ ଭୋଇ ସର୍ଦ୍ଦାରଙ୍କ ସହ […]

