droupadi murmu
ଦେଶ- ବିଦେଶ 

୨୫ରେ ଶପଥ ନେବେ ଦେଶର ସର୍ବକନିଷ୍ଠ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

୨୫ରେ ଶପଥ ନେବେ ଦେଶର ସର୍ବକନିଷ୍ଠ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀ : ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୫ ତାରିଖରେ ଶପଥ ପାଠ ଗ୍ରହଣ କରିବେ । ସେ ଦେଶର ପ୍ରଥମ ଆଦୀବାସୀ ମହିଳା ରାଷ୍ଟ୍ରପତି ହେବା ସହିତ ପ୍ରଥମ ସର୍ବକନିଷ୍ଠ ରାଷ୍ଟ୍ରପତି ହେବେ । ସେ ୬୪ ବର୍ଷ ବୟସରେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଦ୍ରୌପଦୀ ଦେଶର ଷଷ୍ଠ ରାଷ୍ଟ୍ରପତି ନୀଲମ ସଂଜୀବ ରେzିଙ୍କଠାରୁ ସେ ୧ ମାସ ସାନ ହେବେ । ନୀଲମ ସଂଜୀବ ରାଷ୍ଟ୍ରପତି ଭାବେ ଦାୟିତ୍ୱ […]
Read More...
ରାଜନୀତି  ଦେଶ- ବିଦେଶ 

ଆଜି ଚାଲିଛି ରାଷ୍ଟ୍ରପତି ନିର୍ବାଚନ

ଆଜି ଚାଲିଛି ରାଷ୍ଟ୍ରପତି ନିର୍ବାଚନ ନୂଆଦିଲ୍ଲୀ: ଜୁଲାଇ ୧୮: ଆଜି ରାଷ୍ଟ୍ରପତି ନିର୍ବାଚନ । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ୟୁପିଏ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ହେବ ଟMର । ସକାଳ ୧୦ ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ଯାଏ ଭୋଟ୍‌ ଗ୍ରହଣ କରାଯିବ । ମତଦାନ ପାଇଁ ସଂସଦ ଭବନ ଏବଂ ବିଧାନସଭାରେ ପ୍ରସ୍ତୁତି କରାଯାଇଛି । ଆଜି ସଂସଦ ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାରୁ ପ୍ରଥମ ଦିନରେ ହିଁ ଭୋଟ୍‌ ଦେଉଛନ୍ତି […]
Read More...
ରାଜନୀତି 

ନିର୍ବାଚନ ପ୍ରଚାର ପାଇଁ ଓଡିଶା ଆସିବେ ଦ୍ରୌପଦୀ ମୁର୍ମୁ

ନିର୍ବାଚନ ପ୍ରଚାର ପାଇଁ ଓଡିଶା ଆସିବେ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ: ଜୁଲାଇ ୦୬: ଆସନ୍ତା ୮ରେ ଓଡ଼ିଶା ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏଥର କିନ୍ତୁ ନିଜ ଜନ୍ମ ମାଟିରେ ରହିବାକୁ ଆସୁନାହାନ୍ତି ସେ । ବରଂ ଓଡ଼ିଶା ଆସି ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବା ସହ ବିଧାୟକ ଓ ସାଂସଦଙ୍କୁ ଭେଟି ଭୋଟ ଭିକ୍ଷା କରିବେ । ନିର୍ବାଚନ ପାଇଁ ପୁରା ଜୋର୍‌ ଚେଷ୍ଟା କରୁଛନ୍ତି ଦ୍ରୌପଦୀ । ତେବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ଏବଂ ନାମାଙ୍କନ ପତ୍ର ଦାଖଲ […]
Read More...
ରାଜନୀତି  ଓଡ଼ିଶା 

ଦ୍ରୌପଦୀଙ୍କୁ କସ୍ମିନ୍‌ କାଳେ ସମର୍ଥନ କରିବନି କଂଗ୍ରେସ

ଦ୍ରୌପଦୀଙ୍କୁ କସ୍ମିନ୍‌ କାଳେ ସମର୍ଥନ କରିବନି କଂଗ୍ରେସ ଭୁବନେଶ୍ୱର:ଜୁନ୨୫: ଏନଡିଏ ତଥା ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ କାହିଁକି ସମର୍ଥନ କରିବ ? କଂଗ୍ରେସ ସମର୍ଥନ କରିବାର ପ୍ରଶ୍ନ ଉଠୁ ନାହିଁ । ଏଇଟା ରାଷ୍ଟ୍ରପତି ନିର୍ବାଚନ । ବିଜେପି ଗୋଟେ ଦଳ । କଂଗ୍ରେସ ଗୋଟେ ଦଳ । ଏନଡିଏ ତଥା ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଛିଡା କରିଛନ୍ତି । ବିରୋଧୀ ଆଉ ଜଣଙ୍କୁ ପ୍ରାର୍ଥୀ କରିଛନ୍ତି । ତେଣୁ କଂଗ୍ରେସ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ […]
Read More...
ରାଜନୀତି 

ଦ୍ରୌପଦୀଙ୍କ ସମର୍ଥନରେ ମାୟାବତୀ

ଦ୍ରୌପଦୀଙ୍କ ସମର୍ଥନରେ ମାୟାବତୀ ନୂଆଦିଲ୍ଲୀ: ଜୁନ ୨୫: ଦ୍ରୌପଦୀଙ୍କୁ ସମର୍ଥନ ଜଣାଇଲେ ମାୟାବତୀ । ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମାୟାବତୀଙ୍କ ସମର୍ଥନ ନେଇ ସମାଜବାଦୀ ପାର୍ଟି କହିଛି । ଏନେଇ ଆଜି ମାୟାବତୀ ଘୋଷଣା କରିଛନ୍ତି । ସେ ସିଧାସଳଖ ଦ୍ରୌପଦୀଙ୍କୁ ସମର୍ଥନ କରିବେ କହିଛନ୍ତି । ବିଜେପି କିମ୍ବା ଏନଡିଏକୁ ନୁହେଁ ଦଳର ଆଭିମୁଖ୍ୟ ପାଇଁ ସମର୍ଥନ କରୁଥିବା ଘୋଷଣା କରିଛନ୍ତି ମାୟାବତୀ । ତେବେ ଏହାପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀଙ୍କୁ […]
Read More...
ରାଜନୀତି  ଦେଶ- ବିଦେଶ 

ବିପକ୍ଷବାଦୀଙ୍କ ସହ କଥା ହେଲେ ଦ୍ରୌପଦୀ ମୁର୍ମୁ

ବିପକ୍ଷବାଦୀଙ୍କ ସହ କଥା ହେଲେ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ: ଜୁନ ୨୪: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ କଥା ହୋଇଛନ୍ତି । କୁହାଯାଉଛି ଯେ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ବିରୋଧୀ ଦଳର ନେତାଙ୍କଠାରୁ ସମର୍ଥନ ଲୋଡିଥିଲେ । ଏହି ନେତାମାନେ ତାଙ୍କୁ କଣ ଆଶ୍ୱାସନା ଦେଇଛନ୍ତି, ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ ଏହାରି ମଧ୍ୟରେ ଏବେ ଆଲୋଚନା ହେଉଛି […]
Read More...
ରାଜନୀତି  ଦେଶ- ବିଦେଶ  ଓଡ଼ିଶା 

ଦ୍ରୌପଦୀଙ୍କ ଆଜି ଭରାଯିବ ନାମାଙ୍କନ

ଦ୍ରୌପଦୀଙ୍କ ଆଜି ଭରାଯିବ ନାମାଙ୍କନ ନୂଆଦିଲ୍ଲୀ: ଜୁନ ୨୪: ଆଜି ନାମାଙ୍କନ ଭରିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ନାମାଙ୍କନ ପତ୍ର ଦାଖଲ ବେଳେ ରାଜ୍ୟ ବିଜେପିର ୧୦ ବିଧାୟକ ଉପସ୍ଥିତ ରହିବେ । ଏଥିପାଇଁ ସେମାନେ ଦିଲ୍ଲୀ ଯାଇଛନ୍ତି । ବିଜେଡି ସରକାରଙ୍କ ଦୁଇ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଦ୍ରୌପଦୀ ମୁର୍ମୁଙ୍କ ପ୍ରସ୍ତାବକ ରହିଛନ୍ତି । ସେମାନେ ମଧ୍ୟ ଦ୍ରୌପଦୀଙ୍କ ନାମାଙ୍କନ ବେଳେ ଉପସ୍ଥିତ ରହିବେ । ଦିଲ୍ଲୀରେ ପହଞ୍ଚିବା ପରେ ଦ୍ରୌପଦୀ […]
Read More...
ରାଜନୀତି  ଦେଶ- ବିଦେଶ 

ଭାଗ୍ୟ ପରଖିବାକୁ ଦିଲ୍ଲୀ ଅଭିମୂଖେ ଦ୍ରୌପଦୀ

ଭାଗ୍ୟ ପରଖିବାକୁ ଦିଲ୍ଲୀ ଅଭିମୂଖେ ଦ୍ରୌପଦୀ ନୂଆଦିଲ୍ଲୀ: ଜୁନ ୨୩: ଦିଲ୍ଲୀ ଯାଉଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସମସ୍ତଙ୍କ ସହଯୋଗ କାମନା କରି କଡ଼ା ସୁରକ୍ଷା ଭିତରେ ଭୁବନେଶ୍ୱରରୁ ଦିଲ୍ଲୀ ଯାତ୍ରା କରିଛନ୍ତି । ତାଙ୍କ ର ଶୁଭେଚ୍ଛା ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ବହୁତ ଭିଡ଼ ଦେଖାଯାଇଛି । ପାରମ୍ପରିକ ନାଚଗୀତରେ ଢୋଲ ଓ ଦୁଲଦୁଲି ବାଜାର ତାଳେ ତାଳେ ଦୌପଦୀଙ୍କୁ ସ୍ୱାଗତ କରାଯାଇଥିଲା । ତେବେ ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ । […]
Read More...
ରାଜନୀତି 

ଦ୍ରୌପଦୀ ମୁର୍ମୁଙ୍କ ଜିତିବା ନେଇ ଚାଲିଛି କଳ୍ପନା ଜଳ୍ପନା

ଦ୍ରୌପଦୀ ମୁର୍ମୁଙ୍କ ଜିତିବା ନେଇ ଚାଲିଛି କଳ୍ପନା ଜଳ୍ପନା ଭୁବନେଶ୍ୱର: ଜୁନ୍‌ ୨୨: ଓଡିଶାର ଜଣେ ସାଧାରଣ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରି ସମସ୍ତଙ୍କୁ ଚକିତ କରିଛି ଏନଡିଏ । ବର୍ତ୍ତମାନ ସୁଦ୍ଧା ସଂଖ୍ୟା ଗଣତି ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀଙ୍କ ପଲା ଭାରି ରହିଛି । ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ମୁର୍ମୁ ଭାରତର ସର୍ବୋଚ୍ଚ ପଦବୀରେ ଆସୀନ ହେବାର ସମ୍ଭାବନା ଅଧିକ ରହିଛି । ଶିକ୍ଷୟିତ୍ରୀରୁ ରାଜନୀତି । ବିଧାୟିକାରୁ ମନ୍ତ୍ରୀ । ମନ୍ତ୍ରୀରୁ ରାଜ୍ୟପାଳ । ଆଉ ଏବେ ରାଜ୍ୟପାଳରୁ […]
Read More...
ରାଜନୀତି  ଦେଶ- ବିଦେଶ 

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବଢାଗଲା ସୁରକ୍ଷା

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବଢାଗଲା ସୁରକ୍ଷା ନୂଆଦିଲ୍ଲୀ: ଜୁନ ୨୨: ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି । ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକରେ ଦ୍ରୌପଦୀଙ୍କ ନାଁ ଘୋଷଣା କରାଯିବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନzା ପ୍ରେସମିଟରେ ସୂଚନା ଦେଇଥିଲେ । ଏହାପରେ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏବେ ଦ୍ରୌପଦୀ ମୁର୍ମୁଙ୍କୁଙ୍କ ସୁରକ୍ଷାକୁ ବଢାଯାଇଛି । ଏନଡିଏ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା […]
Read More...

Advertisement