ବାଜପେୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର: ଡିସେମ୍ବର ୨୫: ର।ଜ୍ୟବ।ସୀଙ୍କୁ ବଡ଼ଦିନ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ତିଥି ଅବସରରେ ଶୁଭେଚ୍ଛ। ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ସେ ଟୁଇଟରରେ ଲେଖିଛନ୍ତି, ଖ୍ରୀଷ୍ଟମ।ସର ଏହି ଆନନ୍ଦ ଉତ୍ସବରେ ସମସ୍ତଙ୍କୁ ଶୁଭେଚ୍ଛ।। ଆପଣଙ୍କର ଜୀବନ ସୁଖ, ଶ।ନ୍ତି ଏବଂ ସମୃଦ୍ଧତ।ରେ ପରିପୂର୍ଣ୍ଣ ହେଉ । ବ।ଜପେୟୀଙ୍କ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି ଯେ ତ।ଙ୍କ ଜନ୍ମବ।ର୍ଷିକୀରେ ବିନମ୍ର ଶ୍ରଦ୍ଧ।ଞ୍ଜଳି। ଅଟଳଜି ଜଣେ ମହ।ନ ଦୂରଦୃଷ୍ଟି ସମ୍ପନ୍ନ, ବିଶିଷ୍ଟ […]
ଭୁବନେଶ୍ୱର: ଡିସେମ୍ବର ୨୫: ର।ଜ୍ୟବ।ସୀଙ୍କୁ ବଡ଼ଦିନ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ତିଥି ଅବସରରେ ଶୁଭେଚ୍ଛ। ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ସେ ଟୁଇଟରରେ ଲେଖିଛନ୍ତି, ଖ୍ରୀଷ୍ଟମ।ସର ଏହି ଆନନ୍ଦ ଉତ୍ସବରେ ସମସ୍ତଙ୍କୁ ଶୁଭେଚ୍ଛ।। ଆପଣଙ୍କର ଜୀବନ ସୁଖ, ଶ।ନ୍ତି ଏବଂ ସମୃଦ୍ଧତ।ରେ ପରିପୂର୍ଣ୍ଣ ହେଉ । ବ।ଜପେୟୀଙ୍କ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି ଯେ ତ।ଙ୍କ ଜନ୍ମବ।ର୍ଷିକୀରେ ବିନମ୍ର ଶ୍ରଦ୍ଧ।ଞ୍ଜଳି। ଅଟଳଜି ଜଣେ ମହ।ନ ଦୂରଦୃଷ୍ଟି ସମ୍ପନ୍ନ, ବିଶିଷ୍ଟ ସଂସଦୀୟ ତଥ। ବିଶିଷ୍ଟ ର।ଜନୀତିଜ୍ଞ ଥିଲେ, ଯ।ହ।ଙ୍କର ବହୁମୁଖୀ ବ୍ୟକ୍ତିତ୍ୱ ପରବର୍ତ୍ତୀ ପୀଢ଼ି ପ।ଇଁ ପ୍ରେରଣ। ଯୋଗ।ଇଥ।ଏ।
https://twitter.com/Naveen_Odisha/status/1474583567044726784/photo/1
ତେବେ ଭାରତର ସେ ଧୂରୀଣ ବ୍ୟକ୍ତିତ୍ୱ ମଧ୍ୟପ୍ରଦେଶର ଗ୍ୱ।ଲିଅରରେ ୧୯୨୪ ମସିହ। ଡିସେମ୍ବର ୨୫ରେ ଜନ୍ମଗ୍ରହଣ କରିଥିଲେ । ଆଜି ତ।ଙ୍କ ୯୭ ତମ ଜନ୍ମଜୟନ୍ତୀ।ତେବେ ତାଙ୍କ ଜନ୍ମ ତିଥି ଅବସରରେ ଦେଶର ଅନେକ ବିଶିଷ୍ଠ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Best wishes to everyone on this joyous occasion of #Christmas. May your lives be filled with happiness, peace and prosperity. #MerryChristmas pic.twitter.com/MNHY0GY8Cf
— Naveen Patnaik (@Naveen_Odisha) December 25, 2021




