merry Christmas
ଓଡ଼ିଶା 

ବାଜପେୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ବାଜପେୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଭୁବନେଶ୍ୱର: ଡିସେମ୍ବର ୨୫: ର।ଜ୍ୟବ।ସୀଙ୍କୁ ବଡ଼ଦିନ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ତିଥି ଅବସରରେ ଶୁଭେଚ୍ଛ। ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ସେ ଟୁଇଟରରେ ଲେଖିଛନ୍ତି, ଖ୍ରୀଷ୍ଟମ।ସର ଏହି ଆନନ୍ଦ ଉତ୍ସବରେ ସମସ୍ତଙ୍କୁ ଶୁଭେଚ୍ଛ।। ଆପଣଙ୍କର ଜୀବନ ସୁଖ, ଶ।ନ୍ତି ଏବଂ ସମୃଦ୍ଧତ।ରେ ପରିପୂର୍ଣ୍ଣ ହେଉ । ବ।ଜପେୟୀଙ୍କ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି ଯେ ତ।ଙ୍କ ଜନ୍ମବ।ର୍ଷିକୀରେ ବିନମ୍ର ଶ୍ରଦ୍ଧ।ଞ୍ଜଳି। ଅଟଳଜି ଜଣେ ମହ।ନ ଦୂରଦୃଷ୍ଟି ସମ୍ପନ୍ନ, ବିଶିଷ୍ଟ […]
Read More...
Feature 

ବିଶ୍ୱର ପ୍ରଥମ ଏସ୍‌ଏମ୍‌ଏସ୍‌

ବିଶ୍ୱର ପ୍ରଥମ ଏସ୍‌ଏମ୍‌ଏସ୍‌ ବର୍ତ୍ତମାନ ଯୁଗରେ ଟେକ୍‌ସଟ୍‌ ମେସେଜିଂ ଏକ ସାଧାରଣ କଥା ହୋଇଗଲାଣି । ହ୍ୱାଟସ୍‌ଆପ୍‌ରୁ ଆରମ୍ଭ କରି ଇ-ମେଲ ଜରିଆରେ ଦିନକୁ ଅଗଣିତ ଟେକ୍‌ସଟ୍‌ ମେସେଜ୍‌ ତଥା ଏସଏମଏସ୍‌ ପଠାଯାଉଛି । ହେଲେ ଆପଣ ଜାଣନ୍ତି କି ଦୁନିଆର ପ୍ରଥମ ଏସଏମଏସ୍‌ କ’ଣ ଥିଲା, ଯାହା ଏକ ହ୍ୟାଣ୍ଡସେଟରେ ପଠାଯାଇଥିଲା । ସୂଚନା ଅନୁଯାୟୀ, ୧୯୯୨ ମସିହାରେ ଅର୍ଥାତ୍‌ ୨୯ ବର୍ଷ ପୂର୍ବେ ଦୁନିଆର ପ୍ରଥମ ମେସେଜ୍‌ ପଠାଯାଇଥିଲା । ଏହି ବାର୍ତ୍ତାଟି ଆଜି ବି ସ୍ୱତନ୍ତ୍ର, ଯାହା […]
Read More...

Advertisement