CABINET MINISTER BISWESWR TUDU
ରାଜନୀତି  ଓଡ଼ିଶା 

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସରକାରୀ କର୍ମଚାରୀଙ୍କୁ ମାଡ ଘଟଣାରେ ବିକ୍ଷୋଭ

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସରକାରୀ କର୍ମଚାରୀଙ୍କୁ ମାଡ ଘଟଣାରେ ବିକ୍ଷୋଭ ମୟୂରଭଞ୍ଜ: ଜାନୁଆରୀ ୨୪: ମନ୍ତ୍ରୀଙ୍କ ସରକାରୀ ଅଧିକାରୀଙ୍କୁ ମାଡ ମରା ଘଟଣା। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିରୋଧରେ ସରକାରୀ ଅଧିକାରୀଙ୍କ ପ୍ରତିବାଦ। ଆଜିଠୁ ୩ ଦିନ ଜିଲ୍ଲ।ର ସରକ।ରୀ କର୍ମଚ।ରୀ କଳ। ବ୍ୟ।ଜ୍ ପିନ୍ଧି ପ୍ରତିବ।ଦ କରିବେ ବୋଲି କହିଛନ୍ତି ମୟୂରଭଞ୍ଜ ଏଡିଏମ୍ ରୁଦ୍ର ନ।ର।ୟଣ ମହ।ନ୍ତି । ସେପଟେ ଘଟଣ।କୁ ତୀବ୍ର ବିରୋଧ କରି ମନ୍ତ୍ରୀଙ୍କ ବହିଷ୍କ।ର ଦ।ବି କରିଛନ୍ତି ର।ଜସ୍ୱ ମନ୍ତ୍ରୀ ସୁଦ।ମ ମାରାଣ୍ଡି। ମନ୍ତ୍ରୀ କର୍ମଚ।ରୀଙ୍କୁ ଡରେଇ, ବେଆଇନ କ।ମ କରିବ।କୁ ବିଶ୍ୱେଶ୍ୱର […]
Read More...

Advertisement