୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଓଡ଼ିଶାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୫୨ ହେଲା
ଭୂଅବନେଶ୍ୱର: ମେ ୨୦: ଓଡ଼ିଶାରେ ଆଜି ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏହାକୁ ମିଶାଇ, ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୫୨ କୁ ବୃଦ୍ଧି ପାଇଛି l ଏ ପର୍ଯ୍ୟନ୍ତ, ଗଂଜାମ ଜିଲ୍ଲା ରେ ସର୍ବାଧିକ ୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଯାଜପୁରରେ ୧୭୪ ଜଣ,ବାଲେଶ୍ୱରରେ ୧୨୨ ଜଣ, ଭଦ୍ରକରେ ୯୫ ଜଣ, ଖୋର୍ଦ୍ଧା ରେ ୭୧ ଜଣ,ପୁରୀ ରେ ୪୪ ଜଣ, କେନ୍ଦ୍ରାପଡା ରେ ୪୦ […]
ଭୂଅବନେଶ୍ୱର: ମେ ୨୦: ଓଡ଼ିଶାରେ ଆଜି ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏହାକୁ ମିଶାଇ, ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୫୨ କୁ ବୃଦ୍ଧି ପାଇଛି l
ଏ ପର୍ଯ୍ୟନ୍ତ, ଗଂଜାମ ଜିଲ୍ଲା ରେ ସର୍ବାଧିକ ୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଯାଜପୁରରେ ୧୭୪ ଜଣ,ବାଲେଶ୍ୱରରେ ୧୨୨ ଜଣ, ଭଦ୍ରକରେ ୯୫ ଜଣ, ଖୋର୍ଦ୍ଧା ରେ ୭୧ ଜଣ,ପୁରୀ ରେ ୪୪ ଜଣ, କେନ୍ଦ୍ରାପଡା ରେ ୪୦ ଜଣ, କଟକରେ ୩୬ ଜଣ,ବୌଦ ରେ ୩୩ ଜଣ, ଜଗତସିଂହପୁର ରେ ୨୮ ଜଣ, ସୁନ୍ଦରଗଡ ରେ ୨୭ ଜଣ, ଅନୁଗୁଳ ରେ ୧୭ ଜଣ, ମୟୁରଭଞ୍ଜ ରେ ୧୧ ଜଣ, ନୟାଗଡ ରେ ୧୦ ଜଣ, କେନ୍ଦୁଝର ରେ ୮ ଜଣ, ବଲାଙ୍ଗୀର ରେ ୬ ଜଣ, ସମ୍ବଲପୁର ରେ ୩ ଜଣ, କନ୍ଧମାଳ ରେ ୩ ଜଣ, ମାଲକାନଗିରି ରେ ୨ ଜଣ, କଳାହାଣ୍ଡି ରେ ୨ ଜଣ, ଝାରସୁଗୁଡା ରେ ୨ ଜଣ, ଢେଙ୍କାନାଳ ରେ ୨ ଜଣ, ଦେଓଗଡ ରେ ୨ ଜଣ ଏବଂ କୋରାପୁଟ ଜିଲ୍ଲା ରେ ଜଣେ ଚିହ୍ନଟ ହେଇଛନ୍ତି l




