thousand cases in Odisha
ଓଡ଼ିଶା 

୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଓଡ଼ିଶାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୫୨ ହେଲା

୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଓଡ଼ିଶାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୫୨ ହେଲା ଭୂଅବନେଶ୍ୱର: ମେ ୨୦: ଓଡ଼ିଶାରେ ଆଜି ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏହାକୁ ମିଶାଇ, ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୫୨ କୁ ବୃଦ୍ଧି ପାଇଛି l ଏ ପର୍ଯ୍ୟନ୍ତ, ଗଂଜାମ ଜିଲ୍ଲା ରେ ସର୍ବାଧିକ ୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଯାଜପୁରରେ ୧୭୪ ଜଣ,ବାଲେଶ୍ୱରରେ ୧୨୨ ଜଣ, ଭଦ୍ରକରେ ୯୫ ଜଣ, ଖୋର୍ଦ୍ଧା ରେ ୭୧ ଜଣ,ପୁରୀ ରେ ୪୪ ଜଣ, କେନ୍ଦ୍ରାପଡା ରେ ୪୦ […]
Read More...

Advertisement