ଓଡ଼ିଶାରେ ୫୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬ ହେଲା
ଭୁବନେଶ୍ୱର: ଜୁଲାଇ ୧୧: ଓଡ଼ିଶାରେ ୫୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ I ଗଂଜାମ ରୁ ସର୍ବାଧିକ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, କଟକ ରୁ ୪୬, ସୁନ୍ଦରଗଡ ରୁ ୪୪, ଯାଜପୁର ରୁ ୪୦, ଖୋର୍ଦ୍ଧା ଏବଂ ନୟାଗଡ ରୁ ୩୭ ଜଣ ଲେଖାଏଁ, ଝାରସୁଗୁଡା ରୁ ୩୧, ଗଜପତି ରୁ ୨୫, ଜଗତସିଂହପୁର ରୁ ୧୬, ପୁରୀ ରୁ ୧୫, କେନ୍ଦୁଝର ରୁ ୧୪, କୋରାପୁଟ ଓ […]
ଭୁବନେଶ୍ୱର: ଜୁଲାଇ ୧୧: ଓଡ଼ିଶାରେ ୫୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ I ଗଂଜାମ ରୁ ସର୍ବାଧିକ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, କଟକ ରୁ ୪୬, ସୁନ୍ଦରଗଡ ରୁ ୪୪, ଯାଜପୁର ରୁ ୪୦, ଖୋର୍ଦ୍ଧା ଏବଂ ନୟାଗଡ ରୁ ୩୭ ଜଣ ଲେଖାଏଁ, ଝାରସୁଗୁଡା ରୁ ୩୧, ଗଜପତି ରୁ ୨୫, ଜଗତସିଂହପୁର ରୁ ୧୬, ପୁରୀ ରୁ ୧୫, କେନ୍ଦୁଝର ରୁ ୧୪, କୋରାପୁଟ ଓ ଅନୁଗୁଳ ରୁ ୧୧ ଜଣ ଲେଖାଏଁ, ମୟୁରଭଞ୍ଜ ରୁ ୧୦, କେନ୍ଦ୍ରାପଡ଼ା ରୁ ୬, ବାଲେଶ୍ୱର ଓ ବୌଦ ଜିଲ୍ଲାରୁ ୩ ଜଣ ଲେଖାଏଁ, ଭଦ୍ରକ ରୁ ୨ ଏବଂ ସମ୍ବଲପୁର ରୁ ଜଣେ କରୋନା ଆକ୍ରାନ୍ତ ଚିନ୍ହଟ ହେଇଛନ୍ତି I
୫୭୦ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ,୩୮୪ ଜଣ quarantine ରେ ଥିଲେ ଏବଂ ୧୮୬ ଲୋକାଲ କେଶ I
ଏହାକୁ ମିଶାଇ ରାଜ୍ୟରେ ମୋଟ ୧୨,୫୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇସାରିଲେଣି I




