388 patients recover
ଓଡ଼ିଶା 

ଓଡ଼ିଶାରେ ସୁସ୍ଥ ହେଲେ ୩୮୮ ଜଣ; ମୋଟ ସୁସ୍ଥ ହେଲେଣି ୮,୩୬୦ ଜଣ

ଓଡ଼ିଶାରେ ସୁସ୍ଥ ହେଲେ ୩୮୮ ଜଣ; ମୋଟ ସୁସ୍ଥ ହେଲେଣି ୮,୩୬୦ ଜଣ ଭୁବନେଶ୍ୱର: ଜୁଲାଇ ୧୧: ଓଡ଼ିଶାରେ ଆଜି ୩୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଗଂଜାମ ରୁ ସର୍ବାଧିକ ୧୮୭ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୩୭ ଜଣ, କେନ୍ଦୁଝର ରୁ ୩୧ ଜଣ, ଯାଜପୁର ରୁ ୨୭ ଜଣ, କଟକ ରୁ ୨୬ ଜଣ, ନୟାଗଡ ରୁ ୧୮ ଜଣ, ପୁରୀ ରୁ ୧୬ ଜଣ, ସମ୍ବଲପୁର ରୁ ୧୪ ଜଣ, ବାଲେଶ୍ୱର ରୁ ୧୧ ଜଣ, ଅନୁଗୁଳ ରୁ ୮ […]
Read More...

Advertisement