ଓଡ଼ିଶାରେ ସୁସ୍ଥହେଲେ ଆଉ ୨୧୭ ଜଣ କରୋନା ଆକ୍ରାନ୍ତ; ମୋଟ ସୁସ୍ଥହେଲେଣି ୬୭୦୩ ଜଣ

ଭୁବନେଶ୍ୱର: ଜୁଲାଇ ୭: ଓଡ଼ିଶାରେ ଆଜି ୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଗଂଜାମ ଜିଲ୍ଲାରୁ ସର୍ବାଧିକ ୯୬ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୧୮, ବାଲେଶ୍ୱର ରୁ ୧୬, ମୟୁରଭଞ୍ଜ ରୁ ୧୫, ବରଗଡ ରୁ ୧୩, କେନ୍ଦୁଝର ରୁ ୧୨, ଝାରସୁଗୁଡା ରୁ ୮, ମାଲକାନଗିରି ରୁ ୭, ଯାଜପୁର ରୁ ୬, ଅନୁଗୁଳ ଓ କଟକ ରୁ ୫ ଜଣ ଲେଖାଏଁ, ଢେଙ୍କାନାଳ ଓ ପୁରୀ ରୁ […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ ୭: ଓଡ଼ିଶାରେ ଆଜି ୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଗଂଜାମ ଜିଲ୍ଲାରୁ ସର୍ବାଧିକ ୯୬ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୧୮, ବାଲେଶ୍ୱର ରୁ ୧୬, ମୟୁରଭଞ୍ଜ ରୁ ୧୫, ବରଗଡ ରୁ ୧୩, କେନ୍ଦୁଝର ରୁ ୧୨, ଝାରସୁଗୁଡା ରୁ ୮, ମାଲକାନଗିରି ରୁ ୭, ଯାଜପୁର ରୁ ୬, ଅନୁଗୁଳ ଓ କଟକ ରୁ ୫ ଜଣ ଲେଖାଏଁ, ଢେଙ୍କାନାଳ ଓ ପୁରୀ ରୁ ୪ ଜଣ ଲେଖାଏଁ, ଜଗତସିଂହପୁର ରୁ ୩ ଜଣ, କେନ୍ଦ୍ରାପଡ଼ା ଓ ସୋନପୁର ରୁ ୨ ଜଣ ଲେଖାଏଁ ଏବଂ ବଲାଙ୍ଗୀର ରୁ ଜଣେ ବ୍ୟକ୍ତି ସୁସ୍ଥ ହେଇ ଘରକୁ ଫେରିଛନ୍ତି I
ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ରାଜ୍ୟରେ ୬୭୦୩ ଜଣ ସୁସ୍ଥ ହେଇସାରିଲେଣି I
ଏବେ ୩୩୪୦ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି I