Ganjam District
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଭଞ୍ଜନଗର ଉପଖଣ୍ଡର ପ୍ରତି ବ୍ଲକ ଓ ଏନଏସିକୁ ଯିବ ଭ୍ରାମ୍ୟମାଣ ସ୍ୱାବ୍ ସଂଗ୍ରହ ଭ୍ୟାନ୍
Published On
By Samaya Live
Report: Dillip Chawda ଭଞ୍ଜନଗର : ଜୁଲାଇ ୧୯: ଭଞ୍ଜନଗର ଉପଖଣ୍ଡର ୮ଟି ବ୍ଲକ ଓ ୫ଟି ଏନଏସି ଅନ୍ତର୍ଗତ ବିଭିନ୍ନ ହଟସ୍ପଟ ଅଞ୍ଚଳରେ ସନ୍ଦିଗ୍ଧ ଲୋକଙ୍କ ସ୍ୱାବ୍ ସଂଗ୍ରହ ପାଇଁ ଏଣିକି ଭ୍ରାମ୍ୟମାଣ ସ୍ୱାବ୍ ଟେଷ୍ଟିଂ ଭ୍ୟାନ ଘୁରିବୁଲିବ । ଆଉ ତୁରନ୍ତ ସ୍ୱାବ ସଂଗ୍ରହ କରାଯାଇ ଏହାକୁ ଟେଷ୍ଟିଂ ପାଇଁ ବ୍ରହ୍ମପୁର ପଠାଇବ । ଫଳରେ ଏକକାଳୀନ ସମସ୍ତ ସନ୍ଦିଗ୍ଧଙ୍କ ସ୍ୱାବ ସଂଗ୍ରହ ହେବାସହ ଏହାଦ୍ୱାରା ସ୍ଥାନୀୟ ସଂକ୍ରମଣକୁ ରୋକାଯାଇପାରିବବୋଲି ଜିଲ୍ଲା ପ୍ରଶାସନ ଆଶାପ୍ରକାଶ […]
ଗଞ୍ଜାମରେ ରହିବନି କୌଣସି ଟ୍ରେନ୍
Published On
By Samaya Live
ଭୁବନେଶ୍ୱର : ଜୁଲାଇ ୯: ଗଞ୍ଜାମରେ କରୋନା ସ୍ଥିତି ଅଣାୟତ । ଆକ୍ରାନ୍ତଙ୍କ ସଂଖ୍ୟା କିମବାରେ ନାଁ ଧରୁନି । ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନରେ ଅଟକିବ ନାହିଁ ଟ୍ରେନ । ଗୁରୁବାର ଠାରୁ ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନ୍ ରହିବନି ପାସେଞ୍ଜର ଟ୍ରେନ୍ । ‘କରୋନା’ ସଂକ୍ରମଣର ଭୟାବହତାକୁ ଦେଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତଟ ରେଳବାଇ ପଦକ୍ଷେପ ନେଇଛି । ଭୁବନେଶ୍ୱର-ବ୍ରହ୍ମପୁର ସ୍ପେଶାଲ ଟ୍ରେନକୁ ବାତିଲ କରି ଦିଆଯାଇଥିବା […]
ଓଡ଼ିଶାରେ ସୁସ୍ଥହେଲେ ଆଉ ୨୧୭ ଜଣ କରୋନା ଆକ୍ରାନ୍ତ; ମୋଟ ସୁସ୍ଥହେଲେଣି ୬୭୦୩ ଜଣ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୭: ଓଡ଼ିଶାରେ ଆଜି ୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଗଂଜାମ ଜିଲ୍ଲାରୁ ସର୍ବାଧିକ ୯୬ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୧୮, ବାଲେଶ୍ୱର ରୁ ୧୬, ମୟୁରଭଞ୍ଜ ରୁ ୧୫, ବରଗଡ ରୁ ୧୩, କେନ୍ଦୁଝର ରୁ ୧୨, ଝାରସୁଗୁଡା ରୁ ୮, ମାଲକାନଗିରି ରୁ ୭, ଯାଜପୁର ରୁ ୬, ଅନୁଗୁଳ ଓ କଟକ ରୁ ୫ ଜଣ ଲେଖାଏଁ, ଢେଙ୍କାନାଳ ଓ ପୁରୀ ରୁ […]
ଗଞ୍ଜାମରେ ସାଧାରଣ ଲୋକଙ୍କ ପାଇଁ ସରକାରୀ କାର୍ଯ୍ୟାଳୟରେ ପ୍ରବେଶ ୧୦ ଦିନ ବନ୍ଦ
Published On
By Samaya Live
ଭୁବନେଶ୍ୱର : ଜୁନ ୨୪: ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ସରକାରୀ କାର୍ଯ୍ୟାଳୟ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି, ବୁଧବାରଠାରୁ ଜିଲ୍ଲାରେ ଆଗାମୀ ୧୦ ଦିନ ଯାଏଁ ସମସ୍ତ ସରକାରୀ କାର୍ଯ୍ୟାଳୟ ସର୍ବସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ । ଜଣେ ବରିଷ୍ଠ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି […]
କୂଳ ଲଙ୍ଘୁଛି କରୋନା; ଓଡ଼ିଶାରେ ପୁଣି ୧୦୧ ପଜିଟିଭ ଚିହ୍ନଟ, ୫୩୮ରେ ପହଞ୍ଚିଲା
Published On
By Samaya Live
By Papu Mohanty ଭୁବନେଶ୍ୱର : May 13: ରାଜ୍ୟରେ କୁଳ ଲଙ୍ଘୁଛି କରୋନା । ସମସ୍ତ ପୂର୍ବ ରେକର୍ଡକୁ ଭାଙ୍ଗି ଆଜି ରାଜ୍ୟରେ ୧୦୧ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଯାହା ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି । ଏତେ ସଂଖ୍ୟକ ପଜେଟିଭ୍ ଚିହ୍ନଟ ହେବା ଓଡ଼ିଶା ପାଇଁ ପ୍ରଥମ । ଗଞ୍ଜାମ ଜିଲ୍ଲାରୁ ୫୨, ବାଲେଶ୍ୱରରୁ ୩୩, ସୁନ୍ଦରଗଡ଼ରୁ ୭, ଯାଜପୁରରୁ ୭ ଏବଂ କେନ୍ଦୁଝରରୁ ୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି […]
ରେକର୍ଡ ଭାଙ୍ଗିଲା କରୋନା: ଆଜି ଦିନକରେ ୫୨ ପଜିଟିଭ
Published On
By Samaya Live
Edited by Papu Mohanty ଭୁବନେଶ୍ୱର(ସବୁ୍ୟ): 08/05: ଓଡ଼ିଶାରେ ଆଜି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ୫୨ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଶକ୍ରବାର ଗୋଟିଏ ଦିନରେ ଗଞ୍ଜାମ ଜିଲ୍ଲାରେ ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି । ଆଜି ସକାଳେ ଗଞ୍ଜାମରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ […]

