Odisha Total C
ଓଡ଼ିଶା 

ଓଡ଼ିଶାରେ ଗୋଟିଏ ଦିନରେ ୧୫୯୪ କୋଭିଡ ପଜିଟିଭ ଚିହ୍ନଟ; ମୋଟ ୨୨ ହଜାର ୬୯୩

ଓଡ଼ିଶାରେ ଗୋଟିଏ ଦିନରେ ୧୫୯୪ କୋଭିଡ ପଜିଟିଭ ଚିହ୍ନଟ; ମୋଟ ୨୨ ହଜାର ୬୯୩ ଭୁବନେଶ୍ୱର: ଜୁଲାଇ ୨୪: ଓଡ଼ିଶାରେ ୨୪ ଘଣ୍ଟା ରେ ୧୫୯୪ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେଥିରୁ, ୧୦୬୭ ଟି Quarantine case ଏବଂ ବାକି ୫୨୭ ଟି local contact case I ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୯୩ ରେ ପହଂଚିଛି I ଗଂଜାମ ରୁ ସର୍ବାଧିକ ୭୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୩୨୦, କଟକ ରୁ ୧୩୬, ଭଦ୍ରକ ରୁ […]
Read More...

Advertisement