ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଲା

ଭୁବନେଶ୍ୱର: ଜୁଲାଇ ୭: ଓଡ଼ିଶାରେ ୨୪ ଘଂଟାରେ ୫୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଗଂଜାମ ରୁ ସର୍ବାଧିକ ୨୭୩ ଜଣ, ଗଜପତି ରୁ ୫୬ ଜଣ, ସୁନ୍ଦରଗଡ ରୁ ୫୧ ଜଣ, ଖୋର୍ଦ୍ଧା ରୁ ୩୭ ଜଣ, କଟକରୁ ୨୯ ଜଣ, ବାଲେଶ୍ୱର ରୁ ୨୮ ଜଣ, ଜଗତସିଂହପୁର ରୁ ୧୭ ଜଣ, ଯାଜପୁର ରୁ ୧୬ ଜଣ, ମୟୁରଭଞ୍ଜ ରୁ ୧୪ ଜଣ, ରାୟଗଡା ରୁ ୧୦ ଜଣ, କେନ୍ଦୁଝର ଓ […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ ୭: ଓଡ଼ିଶାରେ ୨୪ ଘଂଟାରେ ୫୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଗଂଜାମ ରୁ ସର୍ବାଧିକ ୨୭୩ ଜଣ, ଗଜପତି ରୁ ୫୬ ଜଣ, ସୁନ୍ଦରଗଡ ରୁ ୫୧ ଜଣ, ଖୋର୍ଦ୍ଧା ରୁ ୩୭ ଜଣ, କଟକରୁ ୨୯ ଜଣ, ବାଲେଶ୍ୱର ରୁ ୨୮ ଜଣ, ଜଗତସିଂହପୁର ରୁ ୧୭ ଜଣ, ଯାଜପୁର ରୁ ୧୬ ଜଣ, ମୟୁରଭଞ୍ଜ ରୁ ୧୪ ଜଣ, ରାୟଗଡା ରୁ ୧୦ ଜଣ, କେନ୍ଦୁଝର ଓ ନବରଙ୍ଗପୁର ରୁ ୭ ଜଣ ଲେଖାଏଁ, ସମ୍ବଲପୁର ରୁ ୬ ଜଣ, ବଲାଙ୍ଗୀର ରୁ ୫ ଜଣ, ପୁରୀ ଓ ଅନୁଗୁଳ ରୁ ୪ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ରୁ ୩ ଜଣ ଏବଂ ଢେଙ୍କାନାଳ, ଭଦ୍ରକ, ନୟାଗଡ ଓ ଝାରସୁଗୁଡା ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
୫୭୧ ଜଣଙ୍କ ମଧ୍ୟରୁ, ୪୦୩ ଜଣ quarantine ରେ ଥିଲେ ଏବଂ ୧୬୮ ଜଣ local contact case I
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭ ରେ ପହଁଚିଲା I