Odisha Ten Thousand Case
ଓଡ଼ିଶା 

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଲା

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଲା ଭୁବନେଶ୍ୱର: ଜୁଲାଇ ୭: ଓଡ଼ିଶାରେ ୨୪ ଘଂଟାରେ ୫୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଗଂଜାମ ରୁ ସର୍ବାଧିକ ୨୭୩ ଜଣ, ଗଜପତି ରୁ ୫୬ ଜଣ, ସୁନ୍ଦରଗଡ ରୁ ୫୧ ଜଣ, ଖୋର୍ଦ୍ଧା ରୁ ୩୭ ଜଣ, କଟକରୁ ୨୯ ଜଣ, ବାଲେଶ୍ୱର ରୁ ୨୮ ଜଣ, ଜଗତସିଂହପୁର ରୁ ୧୭ ଜଣ, ଯାଜପୁର ରୁ ୧୬ ଜଣ, ମୟୁରଭଞ୍ଜ ରୁ ୧୪ ଜଣ, ରାୟଗଡା ରୁ ୧୦ ଜଣ, କେନ୍ଦୁଝର ଓ […]
Read More...

Advertisement