Coronavirus News Odisha
ଓଡ଼ିଶା 

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଲା

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଲା ଭୁବନେଶ୍ୱର: ଜୁଲାଇ ୭: ଓଡ଼ିଶାରେ ୨୪ ଘଂଟାରେ ୫୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଗଂଜାମ ରୁ ସର୍ବାଧିକ ୨୭୩ ଜଣ, ଗଜପତି ରୁ ୫୬ ଜଣ, ସୁନ୍ଦରଗଡ ରୁ ୫୧ ଜଣ, ଖୋର୍ଦ୍ଧା ରୁ ୩୭ ଜଣ, କଟକରୁ ୨୯ ଜଣ, ବାଲେଶ୍ୱର ରୁ ୨୮ ଜଣ, ଜଗତସିଂହପୁର ରୁ ୧୭ ଜଣ, ଯାଜପୁର ରୁ ୧୬ ଜଣ, ମୟୁରଭଞ୍ଜ ରୁ ୧୪ ଜଣ, ରାୟଗଡା ରୁ ୧୦ ଜଣ, କେନ୍ଦୁଝର ଓ […]
Read More...
ଓଡ଼ିଶା 

୬୭ ନୂଆ କରୋନା ଆକ୍ରାନ୍ତ : ରାଜ୍ୟର କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୬୬୦ କୁ ବୃଦ୍ଧି

୬୭ ନୂଆ କରୋନା ଆକ୍ରାନ୍ତ : ରାଜ୍ୟର କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୬୬୦ କୁ ବୃଦ୍ଧି ଭୁବନେଶ୍ୱର: ମେ ୨୮: ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁସାରେ, ମେ ୨୭ ତାରିଖରେ ରାଜ୍ୟରେ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏହାକୁ ମିଶାଇ,ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୬୬୦ କୁ ବୃଦ୍ଧି ପାଇଛି l ମେ ୨୭ ତାରିଖରେ ଚିହ୍ନଟ ହେଇଥିବା Positive Cases : ଗଂଜାମ: ୨୬, ଯାଜପୁର: ୧୧,ଖୋର୍ଦ୍ଧା : ୧୧, ନୟାଗଡ : ୦୭, ବଲାଙ୍ଗୀର : ୦୨: ଜଗତସିଂହପୁର […]
Read More...

Advertisement