ଓଡ଼ିଶାରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ ମୃତ୍ୟୁ ସଂଖ୍ୟା ୪୨ କୁ ବୃଦ୍ଧି
ଭୁବନେଶ୍ୱର : ଜୁଲାଇ ୭: ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତଂକର ମୃତ୍ୟୁ ହେଇଛି I ସେମାନଙ୍କ ମଧ୍ୟରୁ, ୩ ଜଣ ଗଂଜାମ ଜିଲ୍ଲାର ଏବଂ ଜଣେ କଟକ ଜିଲ୍ଲାର I ଗଂଜାମ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ବୟଷ ଯଥାକ୍ରମେ ୭୦, ୬୦ ଏବଂ ୫୩ ବର୍ଷ I କଟକ ରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଜଣଙ୍କ ବୟଷ ୪୮ ବର୍ଷ I ଏଥିସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୪୨ ରେ ପହଂଚିଛି […]
ଭୁବନେଶ୍ୱର : ଜୁଲାଇ ୭: ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତଂକର ମୃତ୍ୟୁ ହେଇଛି I ସେମାନଙ୍କ ମଧ୍ୟରୁ, ୩ ଜଣ ଗଂଜାମ ଜିଲ୍ଲାର ଏବଂ ଜଣେ କଟକ ଜିଲ୍ଲାର I ଗଂଜାମ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ବୟଷ ଯଥାକ୍ରମେ ୭୦, ୬୦ ଏବଂ ୫୩ ବର୍ଷ I
କଟକ ରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଜଣଙ୍କ ବୟଷ ୪୮ ବର୍ଷ I
ଏଥିସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୪୨ ରେ ପହଂଚିଛି I
ଗଂଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୨୪ ରେ ପହଁଚିଥିବା ବେଳେ, କଟକ ରେ ୫ ରେ ପହଂଚିଛି I
Regret to inform that 4 Covid positive patients passed away while under treatment in hospital.
1. Male of 70 years of Ganjam district who was also suffering from Diabetes.
2. Male of 48 years of Cuttack district who was also suffering from Chronic Liver Disease and Diabetes.
— H & FW Dept Odisha (@HFWOdisha) July 7, 2020
ଏହି ଚାରି ଜଣଙ୍କ ସହ ଆଉ ଦୁଇ ଜଣ କରୋନା ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ହେଇଛି I ତେବେ ସେମାନଙ୍କର ମୃତ୍ୟୁ କ୍ୟାନସର ଯୋଗୁ ଘଟିଥିବା କୁହାଯାଉଛି I ସେମାନଙ୍କ ମଧ୍ୟରୁ ଜଣେ କଟକ ର ଏବଂ ଆଉ ଜଣେ ମୟୁରଭଞ୍ଜ ର ବାସିନ୍ଦା I କଟକ ରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ବୟଷ ୮୦ ବର୍ଷ ହେଇଥିବା ବେଳେ, ମୟୁରଭଞ୍ଜ ରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟଷ ୪୫ ବର୍ଷ I




