COVID Odisha
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଓଡ଼ିଶାରେ ଆଉ ୮୦୮ ଜଣ କରୋନା ସଂକ୍ରମିତ ସୁସ୍ଥ ହେଲେ; ମୋଟ ସୁସ୍ଥ ହେଲେଣି ୧୫,୨୦୦ ଜଣ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୪: ଓଡ଼ିଶାରେ ଆଜି ୮୦୮ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ଓଡ଼ିଶାରେ ଏ ପର୍ଯ୍ୟନ୍ତ ୧୫,୨୦୦ ଜଣ ସୁସ୍ଥ ହେଇସାରିଲେଣି I ଆଜି ଗଂଜାମ ରୁ ସର୍ବାଧିକ ୫୩୦ ଜଣ ସୁସ୍ଥ ହେଇଥିବା ବେଳେ, ରାୟଗଡା ରୁ ୬୧ ଜଣ, କଟକ ରୁ ୩୫ ଜଣ, ମାଲକାନଗିରି ରୁ ୩୦ ଜଣ, ଗଜପତି ରୁ ୨୨ ଜଣ, ବାଲେଶ୍ୱର ଓ ଖୋର୍ଦ୍ଧା ରୁ ୧୯ ଜଣ ଲେଖାଏଁ, ବରଗଡ […]
ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପିଲା; ଗୋଟିଏ ଦିନରେ ଚିହ୍ନଟ ହେଲେ ୬୭୩ ଜଣ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୦: ଓଡ଼ିଶାରେ ୬୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ I ସେଥିରୁ ୪୪୬ ଜଣ Quarantine ରେ ଥିଲେ ଏବଂ ୨୨୭ ଟି local contact case I ତେବେ, ଏହି ୬୭୩ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୧୧୦ କୁ ବୃଦ୍ଧି ପାଇଛି I ଗଂଜାମ ରୁ ସର୍ବାଧିକ ୨୩୯ ଜଣ ଚିହ୍ନଟ ହେଇଥିବା ବେଳେ ଭଦ୍ରକ ରୁ ୫୮, ଖୋର୍ଦ୍ଧା ରୁ ୫୮ […]
ଓଡ଼ିଶାରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ ମୃତ୍ୟୁ ସଂଖ୍ୟା ୪୨ କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର : ଜୁଲାଇ ୭: ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତଂକର ମୃତ୍ୟୁ ହେଇଛି I ସେମାନଙ୍କ ମଧ୍ୟରୁ, ୩ ଜଣ ଗଂଜାମ ଜିଲ୍ଲାର ଏବଂ ଜଣେ କଟକ ଜିଲ୍ଲାର I ଗଂଜାମ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ବୟଷ ଯଥାକ୍ରମେ ୭୦, ୬୦ ଏବଂ ୫୩ ବର୍ଷ I କଟକ ରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଜଣଙ୍କ ବୟଷ ୪୮ ବର୍ଷ I ଏଥିସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୪୨ ରେ ପହଂଚିଛି […]
ଓଡ଼ିଶାରେ ୪୫୬ କରୋନା ସଂକ୍ରମିତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୦୬: ଓଡ଼ିଶାରେ ୪୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ I ଗଂଜାମ ଜିଲ୍ଲାରୁ ୧୬୬, ଯାଜପୁର ରୁ ୫୭, ବରଗଡ ରୁ ୩୩, ନବରଙ୍ଗପୁର ରୁ ୨୪, ଜଗତସିଂହପୁର ରୁ ୨୩, ଖୋର୍ଦ୍ଧା ରୁ ୨୧, ସୁନ୍ଦରଗଡ ରୁ ୨୦, ସମ୍ବଲପୁର ରୁ ୧୫, ବାଲେଶ୍ୱର ରୁ ୧୪, କଟକ ରୁ ୧୩, ରାୟଗଡା ରୁ ୧୩, ଭଦ୍ରକ ରୁ ୧୨, କୋରାପୁଟ ରୁ ୧୦, ମୟୁରଭଞ୍ଜ ରୁ ୮, ବଲାଙ୍ଗୀର ରୁ ୬, […]
ଗୋଟିଏ ଦିନରେ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ; ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ ହେଲା
Published On
By Samaya Live
ଭୁବନେଶ୍ୱର:ଜୁଲାଇ ୪ : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୪୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଗଂଜାମ ରୁ ସର୍ବାଧିକ ୨୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ, ଖୋର୍ଦ୍ଧା ରୁ ୫୦ ଜଣ, ସୁନ୍ଦରଗଡ ରୁ ୩୬ ଜଣ, ମୟୁରଭଞ୍ଜ ରୁ ୨୮ ଜଣ, ଅନୁଗୁଳ ରୁ ୨୪ ଜଣ, ପୁରୀ ରୁ ୧୮ ଜଣ, ବାଲେଶ୍ୱର ରୁ ୧୩ ଜଣ, କଟକ ରୁ ୧୩ ଜଣ, ଭଦ୍ରକ ରୁ ୧୨ ଜଣ, […]
ଅର୍ଥନୀତିକୁ ସ୍ୱାଭାବିକ ଲାଗି ପ୍ରୟାସ, ଜୋନ୍ ଚିହ୍ନଟରେ ଜିଲ୍ଲା ପ୍ରଶାସନକୁ ପୂର୍ଣ୍ଣକ୍ଷମତା
Published On
By Samaya Live
ଭୁବନେଶ୍ୱର: ମେ ୨୬:ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଚାଲିଥିବାବେଳେ କୋହଳ ହେବ କଟକଣା । ଅର୍ଥନୈତିକ ମୁଖ୍ୟସ୍ରୋତ ପାଲଟିଥିବା ଜିଲ୍ଲାରେ ଯଦି ଏକାଧିକ ଆକ୍ରାନ୍ତ ଚିହ୍ନଟ ହୁଅନ୍ତି, ତାହେଲେ ପୂରା ଜିଲ୍ଲାକୁ ରେଡ୍ ଜୋନ୍ ଘାଷଣା କରାଯିବନି । ଯଦ୍ୱାରା ଅର୍ଥନୀତି ଉପରେ ପ୍ରଭାବ ପଡୁଛି । ଏଣିକି ରାଜ୍ୟରେ ପଞ୍ଚାୟତୱାରୀ କ୍ଲଷ୍ଟର କଣ୍ଟେନମେଣ୍ଟ ଅବା ରେଡ୍ ଜୋନ୍ କରାଯିବ । କେବଳ ସେହି ଅଞ୍ଚଳରେ ଲକଡାଉନର ସମସ୍ତ କଟକଣା ପାଳନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ […]
ରାଜ୍ୟରେ ଆଉ ୮୩ ନୂଆ ଚିହ୍ନଟ; ୩୭୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
Published On
By Samaya Live
Edited by Papu Moganty ଭୁବନେଶ୍ୱର: 10/05: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ସଦ୍ୟ ଖବର ଅନୁସାରେ ଆଜି ଆଉ ୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଭଦ୍ରକରୁ ୬ଜଣ ହୋଇଥିବା ବେଳେ ଗଞ୍ଜାମର ୩୬ଜଣ, ମୟୁରଭଞ୍ଜ ଜଣେ, ବାଲେଶ୍ୱର ୧୫, ଅନୁଗୁଳ ୧୫ଜଣ, ପୁରୀ ୨, ବୌଦ୍ଧ ୩ ଓ ଯାଜପୁରରୁ ୫ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଆଜି ସୁଦ୍ଧା ମୋଟ […]

