Coronavirus cases
ଦେଶ- ବିଦେଶ 

ଆସନ୍ତାକାଲି ମୋଦି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା

ଆସନ୍ତାକାଲି ମୋଦି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା ଦିଲ୍ଲୀ: ଏପ୍ରିଲ ୨୬: ଦୁଇ ସପ୍ତାହ ହେବ ଦେଶରେ କରୋନା ସଂକ୍ରମଣ ବଢ଼ୁଛି । ପ୍ରତ୍ୟେକ ଦିନ ଦୁଇ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି । ସେହିପରି ଆଜି ମଧ୍ୟ ଦେଶରେ ହଜରା ଉପରୁ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । ଫଳରେ ମହାମାରୀର ଚତୁର୍ଥ ଲହର ଆସିପାରେ ବୋଲି ଆଶଙ୍କା କରାଯାଉଛି । ଏଣୁ ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି ସଂକ୍ରମଣ ସ୍ଥିତି ସମୀକ୍ଷା କରିବା […]
Read More...
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୩୪,୪୫୭ କରୋନା ସଂକ୍ରମିତ ଓ ୩୬,୩୪୭ ସୁସ୍ଥ

୨୪ ଘଣ୍ଟାରେ ଦେଶରେ ୩୪,୪୫୭ କରୋନା ସଂକ୍ରମିତ ଓ ୩୬,୩୪୭ ସୁସ୍ଥ ଭୁବନେଶ୍ୱର: ଅଗଷ୍ଟ ୨୧ : ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମିତଙ୍କ ସାମାନ୍ୟ ହ୍ରାସ ପାଇଛିି । ୩୪,୪୫୭ ଜଣ ନୂଆ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ସହ ଦେଶରେ ବର୍ତ୍ତମାନ ସକ୍ରିୟ କରୋନା ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୬୧ ହଜାର ୩୪୦ ରହିଛି । ୨୪ ଘଣ୍ଟାରେ ୩୬,୩୪୭ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ୩ କୋଟି ୧୫ ଲକ୍ଷ ୯୭ ହଜାର ୯୮୨ ଜଣ କରୋନାରୁ ସୁସ୍ଥ […]
Read More...
ଓଡ଼ିଶା 

ଓଡ଼ିଶାରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ ମୃତ୍ୟୁ ସଂଖ୍ୟା ୪୨ କୁ ବୃଦ୍ଧି

ଓଡ଼ିଶାରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ ମୃତ୍ୟୁ ସଂଖ୍ୟା ୪୨ କୁ ବୃଦ୍ଧି ଭୁବନେଶ୍ୱର : ଜୁଲାଇ ୭: ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତଂକର ମୃତ୍ୟୁ ହେଇଛି I ସେମାନଙ୍କ ମଧ୍ୟରୁ, ୩ ଜଣ ଗଂଜାମ ଜିଲ୍ଲାର ଏବଂ ଜଣେ କଟକ ଜିଲ୍ଲାର I ଗଂଜାମ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ବୟଷ ଯଥାକ୍ରମେ ୭୦, ୬୦ ଏବଂ ୫୩ ବର୍ଷ I କଟକ ରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଜଣଙ୍କ ବୟଷ ୪୮ ବର୍ଷ I ଏଥିସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୪୨ ରେ ପହଂଚିଛି […]
Read More...
ଓଡ଼ିଶା 

ଓଡ଼ିଶାରେ ଆଉ ୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ : ମୋଟ ମୃତ୍ୟୁ ସଂଖ୍ୟା ୨୯ କୁ ବୃଦ୍ଧି

ଓଡ଼ିଶାରେ ଆଉ ୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ : ମୋଟ ମୃତ୍ୟୁ ସଂଖ୍ୟା ୨୯ କୁ ବୃଦ୍ଧି ଭୁବନେଶ୍ୱର: ଜୁଲାଇ ୦୩ : ଓଡ଼ିଶାରେ ଆଉ ଦୁଇ ଜଣ କରୋନା ସଂକ୍ରାମିତଙ୍କର ମୃତ୍ୟୁ ହେଇଛି I ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁସାରେ, ମୃତ୍ୟୁ ବରଣ କରିଥିବା ଦୁଇଜଣ ବ୍ୟକ୍ତି ଗଂଜାମ ଜିଲ୍ଲାର ଏବଂ ସେମାନଙ୍କ ବୟଷ ଯଥାକ୍ରମେ ୬୬ ଓ ୪୦ ବର୍ଷ I ୬୬ ବର୍ଷୀୟ ପୁରୁଷ ଉଚ୍ଚ ରକ୍ତଚାପରେ ପିଡ଼ୀତ ଥିଲେ ଏବଂ ୪୦ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ପିଡ଼ୀତ ଥିଲେ । ଏହାକୁ ମିଶାଇ, […]
Read More...
ଓଡ଼ିଶା 

ଓଡ଼ିଶାରେ ୨୪ ଘଣ୍ଟାରେ ଚିହ୍ନଟ ହେଇଛନ୍ତି ୧୭୯ ଜଣ କରୋନା ସଂକ୍ରମିତ; ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮୫୬ କୁ ବୃଦ୍ଧି

ଓଡ଼ିଶାରେ ୨୪ ଘଣ୍ଟାରେ ଚିହ୍ନଟ ହେଇଛନ୍ତି ୧୭୯ ଜଣ କରୋନା ସଂକ୍ରମିତ; ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮୫୬  କୁ ବୃଦ୍ଧି ଭୁବନେଶ୍ୱର: ଜୁନ ୨୦: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଇଛନ୍ତି ଆଉ ୧୭୯ ଜଣ କରୋନା ସଂକ୍ରମିତ I ଖୋର୍ଦ୍ଧା ରୁ ୨୭ ଜଣ, ଗଂଜାମ ରୁ ୫୭ ଜଣ,କେନ୍ଦୁଝର ରୁ ୧୮ ଜଣ, କଟକ ରୁ ୧୫ ଜଣ, ମୟୁରଭଞ୍ଜ ରୁ ୧୦ ଜଣ ଲେଖାଏଁ, ଅନୁଗୁଳ ରୁ ୬ ଜଣ, ଭଦ୍ରକ, ରାୟଗଡା ଓ କେନ୍ଦ୍ରାପଡ଼ା ରୁ ୫ ଜଣ ଲେଖାଏଁ, ଜଗତସିଂହପୁର ରୁ ୪ ଜଣ, ଯାଜପୁର ରୁ ୩ ଜଣ, […]
Read More...

Advertisement