ଓଡ଼ିଶାରେ ଆଉ ୩ ଜଣ କରୋନା ସଂକ୍ରାମିତଙ୍କ ମୃତ୍ୟୁ
ଭୁବନେଶ୍ୱର: ଜୁନ ୨୮: ଓଡ଼ିଶାରେ ଆଜି ଆଉ ତିନି ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେଇଛି I ଭୁବନେଶ୍ୱର ରୁ ଜଣେ ୭୩ ବର୍ଷୀୟ ପୁରୁଷ କରୋନା ରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିବା ଅବସ୍ଥା ରେ ମୃତ୍ୟୁବରଣ କରିଛନ୍ତି I ସେ Diabetes , Hypertension ଏବଂ Chronic Kidney ରୋଗ ରେ ପୀଡିତ ଥିଲେ I କଟକରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତ ବୟଷ ୬୫ ବର୍ଷ I ସେ ମଧ୍ୟ Diabetes , […]
ଭୁବନେଶ୍ୱର: ଜୁନ ୨୮: ଓଡ଼ିଶାରେ ଆଜି ଆଉ ତିନି ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେଇଛି I
ଭୁବନେଶ୍ୱର ରୁ ଜଣେ ୭୩ ବର୍ଷୀୟ ପୁରୁଷ କରୋନା ରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିବା ଅବସ୍ଥା ରେ ମୃତ୍ୟୁବରଣ କରିଛନ୍ତି I ସେ Diabetes , Hypertension ଏବଂ Chronic Kidney ରୋଗ ରେ ପୀଡିତ ଥିଲେ I
କଟକରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତ ବୟଷ ୬୫ ବର୍ଷ I ସେ ମଧ୍ୟ Diabetes , Hypertension ଏବଂ Chronic Kidney ରୋଗ ରେ ପୀଡିତ ଥିଲେ I
ସେହିପରି ଗଞ୍ଜାମ ଜିଲାରୁ ମୃତ୍ୟୁ ବରଣ କରିଥିବା ୭୫ ବର୍ଷୀୟ ପୁରୁଷ Diabetes ଓ Hypertension ରୋଗରେ ପୀଡିତ ଥିଲେ I
ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧ କୁ ବୃଦ୍ଧି ପାଇଛି I
Regret to inform the demise of three #COVID19 positive patients while under treatment in hospital.
A 75 year old male of Ganjam district, who was also suffering from Diabetes and Hypertension.
— H & FW Dept Odisha (@HFWOdisha) June 28, 2020
A 65 year old male of Cuttack district, who was also suffering from Diabetes, Hypertension and Chronic Kidney Disease.
A 73 year old male of Bhubaneswar, who was also suffering from Diabetes, Hypertension and Chronic Kidney Disease.
— H & FW Dept Odisha (@HFWOdisha) June 28, 2020




