Odisha death toll
ଓଡ଼ିଶା 

ଓଡ଼ିଶାରେ ୨୪ ଘଂଟାରେ ୧୩ କରୋନା ରୋଗୀଙ୍କ ମୃତ୍ୟୁ ; ମୋଟ ମୃତ୍ୟୁ ସଂଖ୍ୟା ୨୭୨ କୁ ବୃଦ୍ଧି

ଓଡ଼ିଶାରେ ୨୪ ଘଂଟାରେ ୧୩ କରୋନା ରୋଗୀଙ୍କ ମୃତ୍ୟୁ ; ମୋଟ ମୃତ୍ୟୁ ସଂଖ୍ୟା ୨୭୨ କୁ ବୃଦ୍ଧି ଭୁବନେଶ୍ୱର: ଅଗଷ୍ଟ ୯: ଓଡ଼ିଶାରେ ୨୪ ଘଣ୍ଟାରେ ୧୩ ଜଣ କରୋନା ରୋଗୀ ଙ୍କର ମୃତ୍ୟୁ ହେଇଛି । ଗଂଜାମ ରୁ ୬ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ କୋରାପୁଟ ରୁ ୨ ଜଣ ଏବଂ ଭୁବନେଶ୍ୱର , ଖୋର୍ଦ୍ଧା , ବାଲେଶ୍ୱର , ବରଗଡ ଓ ନୟାଗଡ ରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୨ କୁ ବୃଦ୍ଧି ପାଇଛି […]
Read More...
ଓଡ଼ିଶା 

ଓଡ଼ିଶାରେ ଆଉ ୩ ଜଣ କରୋନା ସଂକ୍ରାମିତଙ୍କ ମୃତ୍ୟୁ

ଓଡ଼ିଶାରେ ଆଉ ୩ ଜଣ କରୋନା ସଂକ୍ରାମିତଙ୍କ ମୃତ୍ୟୁ ଭୁବନେଶ୍ୱର: ଜୁନ ୨୮: ଓଡ଼ିଶାରେ ଆଜି ଆଉ ତିନି ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେଇଛି I ଭୁବନେଶ୍ୱର ରୁ ଜଣେ ୭୩ ବର୍ଷୀୟ ପୁରୁଷ କରୋନା ରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିବା ଅବସ୍ଥା ରେ ମୃତ୍ୟୁବରଣ କରିଛନ୍ତି I ସେ Diabetes , Hypertension ଏବଂ Chronic Kidney ରୋଗ ରେ ପୀଡିତ ଥିଲେ I କଟକରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତ ବୟଷ ୬୫ ବର୍ଷ I ସେ ମଧ୍ୟ Diabetes , […]
Read More...

Advertisement