COVID dataa
ଓଡ଼ିଶା 

ଓଡ଼ିଶାରେ ଆଉ ୩ ଜଣ କରୋନା ସଂକ୍ରାମିତଙ୍କ ମୃତ୍ୟୁ

ଓଡ଼ିଶାରେ ଆଉ ୩ ଜଣ କରୋନା ସଂକ୍ରାମିତଙ୍କ ମୃତ୍ୟୁ ଭୁବନେଶ୍ୱର: ଜୁନ ୨୮: ଓଡ଼ିଶାରେ ଆଜି ଆଉ ତିନି ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେଇଛି I ଭୁବନେଶ୍ୱର ରୁ ଜଣେ ୭୩ ବର୍ଷୀୟ ପୁରୁଷ କରୋନା ରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିବା ଅବସ୍ଥା ରେ ମୃତ୍ୟୁବରଣ କରିଛନ୍ତି I ସେ Diabetes , Hypertension ଏବଂ Chronic Kidney ରୋଗ ରେ ପୀଡିତ ଥିଲେ I କଟକରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତ ବୟଷ ୬୫ ବର୍ଷ I ସେ ମଧ୍ୟ Diabetes , […]
Read More...

Advertisement