Odisha Lockdown
ଓଡ଼ିଶା 

ଲକ୍‌ଡାଉନ୍‌ ନିର୍ଦ୍ଦେଶାବଳୀକୁ ବିରୋଧ; ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ

ଲକ୍‌ଡାଉନ୍‌ ନିର୍ଦ୍ଦେଶାବଳୀକୁ ବିରୋଧ; ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ କଟକ(ସ.ବୁ୍ୟ):ଜୁନ ୪: ଲକଡାଉନ ନିର୍ଦ୍ଦେଶାବଳୀକୁ ବିରୋଧ କରି ହାଇକୋର୍ଟରେ ଗତକାଲି ନାରାୟଣ ଚନ୍ଦ୍ର ଜେନାଙ୍କ ପକ୍ଷରୁ ଗୋଟିଏ ମାମଲା ରୁଜୁ ହୋଇଥିଲା ବେଳେ ଆଜି ଅନ୍ୟ ଏକ ମାମଲା ଡକଫର ବିକାଶ ଦାସ ମଧ୍ୟ ଆଇନଜୀବୀ ବିଜୟ ରଗଡଙ୍କ ଜରିଆରେ ରୁଜୁ କରିଛନ୍ତି । ଆବେଦନକାରୀ ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନସଚିବ, ଆଇନ ବିଭାଗ ସଚିବ, ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିସନର, ଡିଜି ପୁଲିସକୁ ପକ୍ଷଭୁକ୍ତ କରିଛନ୍ତି । ସେ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି […]
Read More...
ଓଡ଼ିଶା 

ଅନଲକ‌-୧; କଡାକଡି ହେଲା କଟକଣା ୩୦ ଜୁନ୍‌ ଯାଏଁ ରାଜ୍ୟରେ ବଳବତ୍ତର ରହିବ ରାତ୍ରକାଳୀନ କର୍ଫ୍ୟୁ

ଅନଲକ‌-୧; କଡାକଡି ହେଲା କଟକଣା ୩୦ ଜୁନ୍‌ ଯାଏଁ ରାଜ୍ୟରେ ବଳବତ୍ତର ରହିବ ରାତ୍ରକାଳୀନ କର୍ଫ୍ୟୁ ଭୁବନେଶ୍ୱର : ଜୁନ ୦୧:ଓଡିଶାରେ ପୂର୍ବଭଳି ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ କଟକଣା ବଳବତର ରହିବ । କେନ୍ଦ୍ର ସରକାର ରତ୍ରକାଳୀନ କର୍ଫ୍ୟୁ କୋହଳ କରିଥିଲେ ମଧ୍ୟ ଓଡ଼ିଶାରେ ଏହାକୁ କୋହଳ କରାଯାଇନାହିଁ । ଏହି ସମୟ ମଧ୍ୟରେ କୌଣସି ଲୋକ ଅନାବଶ୍ୟକ ଭାବେ ବାହାରେ ବୁଲାବୁଲି ନ କରିବାକୁ ପୋଲିସ ଡିଜି ଅଭୟ ପରାମର୍ଶ ଦେଇଛନ୍ତି । ଅନଲକ ‌-୧ରେ କୌଣସି ସ୍ଥାନରେ ଧାର୍ମିକ, ସାମାଜିକ ଓ ରାଜନେତିକ ସମାବେଶ […]
Read More...
ଓଡ଼ିଶା 

ରାଜ୍ୟରେ ସ୍ୱାଭାବିକ ହେବ ବସ୍‌ ଚଳାଚଳ ପ୍ରକ୍ରିୟା ଆରମ୍ଭ

ରାଜ୍ୟରେ ସ୍ୱାଭାବିକ ହେବ ବସ୍‌ ଚଳାଚଳ ପ୍ରକ୍ରିୟା ଆରମ୍ଭ By Papu Mohanty ଭୁବନେଶ୍ୱର : May 18: ଖୁବ୍‌ ଶୀଘ୍ର ରାଜ୍ୟ ଭିତରେ ବସ୍‌ ଚଳାଚଳ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଶ୍ରୀ ବେହେରା କହିଛନ୍ତି ଏଥିପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେହିପରି ଆନ୍ତରାଜ୍ୟ ବସ୍‌ ଚଳାଚଳ ପାଇଁ ମଧ୍ୟ ବ୍ୟବସ୍ଥା ଆରମ୍ଭ ହୋଇଛି । ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା ହେବା ପରେ କେଉଁଠି ବସ୍‌ ଚାଲିବ ନଚାଲିବ ସେ ନିଷ୍ପତ୍ତି […]
Read More...

Advertisement