Odisha Local news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ବଳି ପାଇଁ ନାବାଳକକୁ ଅପହରଣ,କୌଶଳ କ୍ରମେ ଖସି ଆସିଲା, ୩ ଗିରଫ
Published On
By Samaya Live
ଦେବଗଡ଼: ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ଖଣ୍ଡାଧୂଆଁ ଗ୍ରାମରେ ବଳି ଦେବାପାଇଁ ଜଣେ ୬ ବର୍ଷର ନାବାଳକକୁ ଅପହରଣ କରିଥିବା ଅଭଯୋଗ ହୋଇଛି। ନାବାଳକ ଜଣକ କେଶଳ କ୍ରମେ ଖସି ଆସିଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ, ସେହି ଗାଁର ନିରଞ୍ଜନ ବେହେରା, ତାଙ୍କ ସ୍ତ୍ରୀ ବନିତା ବେହେରା ଓ ପୂଜକ ତ୍ରିନାଥ ବେହେରା । ଘଟଣାକୁ ନେଇ ଜିଲ୍ଲାବ୍ୟାପୀ ଚର୍ଚ୍ଚା ଲାଗିରହିଛି । ସୂଚନା […]
ଜୋର ଧରିଛି ବୌଦ୍ଧରେ କ୍ରସର ବିରୋଧି ଆନ୍ଦୋଳନ : ଆନ୍ଦୋଳନକାରୀ-ଜିଲ୍ଲାପ୍ରଶାସନ ଆଲୋଚନା ବିଫଳ
Published On
By Samaya Live
ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁଠାରେ ଚାଲିଥିବା କ୍ରସର ବିରୋଧି ଆନ୍ଦୋଳନ ଜୋର ଧରିଛି। ମାର୍ଗଶୀର ମାସ ଗୁରୁବାର ଥିବାରୁ ଧାରଣାରେ ସାମିଲଥିବା ମହିଳାମାନେ ଲକ୍ଷ୍ମୀପୁରାଣ ପଠନ କରିଥିବା ଦେଖିବାକୁ ମିଳିଛି । ଅପରାହ୍ନରେ ବୌଦ୍ଧ ଉପଜିଲ୍ଲାପାଳ ସନତ କୁମାର ନାଏକ ଏବଂ ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ର ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରତିନିଧି ଆସିଥିବା ଉପଜିଲ୍ଲାପାଳ ଆନ୍ଦୋଳନକାରୀଙ୍କୁ ବୁଝେଇବା ସହିତ ଆନ୍ଦୋଳନକୁ ବନ୍ଦ […]
ହୃଦରୋଗ ଶିଶୁଙ୍କ ପାଇଁ ଚିକିତ୍ସା ଶିବିର,୧୦୮ ଶିଶୁ ମାଗଣା ଚିକିତ୍ସା ପାଇଲେ
Published On
By Samaya Live
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ୧୮ ବର୍ଷରୁ କମ୍ ଶିଶୁଙ୍କ ମାଗଣା ହୃଦରୋଗ ଜନିତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ୧୦୮ଜଣ ଶିଶୁ ଚିକିତ୍ସା ଲାଗି ଆସିଥିଲେ। ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ୱାରା ଅନୁବନ୍ଧିତ ଛତିଶଗଡ଼ ରାଜ୍ୟର ରାୟପୁରରେ ଥିବା ନାରାୟଣ ହୃଦୟାଳୟର ଅଭିଜ୍ଞ ହୃଦରୋଗ ବିଶେଷଜ୍ଞ ଡ଼ା. ସୁମନ୍ତ ଶେଖର ପାଢୀ ଓ ତାଙ୍କ ଟିମର ସହଯୋଗରେ ଶିବିର […]
ଦାଦନ ଦିବ୍ୟାଙ୍ଗ ଶିଶୁ ପାୟଲଙ୍କ କମାଲ: ପାଟିରେ ଆଙ୍କିଲେ ୫-ଟି ସ୍କୁଲ ଚିତ୍ର
Published On
By Samaya Live
ବଲାଙ୍ଗିର : ବଲାଙ୍ଗିର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମର ଚିତ୍ରାଙ୍କନ ପ୍ରତିଯୋଗିତାରେ କମାଲ ଦେଖାଇଛି ନବମ ଶ୍ରେଣୀର ଛାତ୍ରୀ ଦାଦନ ଦିବ୍ୟାଙ୍ଗ ଶିଶୁ ପାୟଲ ନାଗ । ହାତ କି ଗୋଡ଼ ନଥିବାରୁ ନିଜ ପାଟିରେ ପେନସିଲ ଧରି ଆଙ୍କିଛନ୍ତି ୫-ଟି ସ୍କୁଲର ଏକ ସୁନ୍ଦର ଚିତ୍ର । ଦାନ୍ତରେ ରଙ୍ଗିନ ପେନସିଲକୁ ଧରି ଏହି ଚିତ୍ର ଆଙ୍କିଛନ୍ତି । ସାଧାରଣ ଛାତ୍ରଛାତ୍ରୀଙ୍କ ସହ ବ୍ଳକ୍ ପ୍ରତିଯୋଗିତାରେ ଭାଗନେଇ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲାପାଳ […]
ଚାଷୀଙ୍କ ମୁଣ୍ଡରେ ଚଡକ: ଟ୍ରାନ୍ସଫର ପୋଡ଼ିଯିବାରୁ ୬୦ ଏକର ଧାନ ଚାଷ ଉଜୁଡିବାକୁ ବସିଲାଣି
Published On
By Samaya Live
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ପଞ୍ଚାୟତ କୋଇଲିସୂତା ଗ୍ରାମରେ ୬୦ଏକର ଧାନ ଚାଷ ଏବେ ଉଜୁଡିବାକୁ ବସିଲାଣି । ସୂଚନା ମତେ ଚଳିତ ବର୍ଷ ଏହି ଖରିବ ଋତୁରେ ଗ୍ରାମରେ ଥିବା ମା ପୀତାବଳି ପାଣି ପଞ୍ଚାୟତ ୧ ର ଆନିକଟରେ ଥିବା ପ୍ରାୟ ୩୫ଜଣ ଚାଷୀ ଙ୍କ ୬୦ଏକର ଚାଷ ଜମିରେ ଲିପଫ ଦ୍ୱାରା ଧାନ ଚାଷ କରାଯାଇଛି,ଏବଂ ଏହି ପାଣି ପଂଚାୟତର ବିଦ୍ୟୁତ ଖର୍ଚ୍ଚ ବି ଆଗୁଆ ପୈଠ କରାଯାଇଛି […]
ଅବକାରୀ ବିଭାଗ ନିଦାବିଷ୍ଣୁ : ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଖୁଲମ୍ଖୁଲ୍ଲା ଚାଲିଛି ମଦ କାରବାର
Published On
By Samaya Live
ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ବେଆଇନ ମଦ କାରବାର ବଢିବାରେ ଲାଗିଥିବା ଅଭିଯୋଗ ହେଉଛି । ଅବକାରୀ ବିଭାଗ ଜାଣି ଶୁଣି ନିରବ ରହୁଛି । ଅଭିଯୋଗ ମତେ କେଉଁଠି ରନ୍ଧା ମଦ ପିଇ ଲୋକଙ୍କ ଜୀବନ ହାନି ହେଉଛି ତ କେଉଁଠି ଲାଇସେନ୍ସ ପ୍ରାପ୍ତ ଭାଟିର କର୍ମଚାରୀ ଓ ବିଦେଶୀ ମଦ ଦୋକାନ କର୍ମଚାରୀ ଓ ବେଆଇନ ମଦ ବ୍ୟବସାୟୀ ମାନେ ଖୁଲମ ଖୋଲା ବାଇକ ମାଧ୍ୟମରେ ଗାଁ ଗାଁ କୁ […]
ବଡଚଣା ସିଡିପିଓ ଅଫିସରେ ଦୁର୍ନୀତି : ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା
Published On
By Samaya Live
ଚଣ୍ଡିଖୋଲ: ଯାଜପୁର ଜିଲ୍ଲାର ବଡଚଣା ବ୍ଳକରେ ବିଭିନ୍ନ ଦାରିଦ୍ର୍ୟ ଦୂରିକରଣ ଯୋଜନାରେ ଦୁର୍ନୀତିକୁ ନେଇ ଡଜନ ଡଜନ ଅଭିଯୋଗ ଗଦାହୋଇ ରହିଥିଲା ବେଳେ ଏବେ ଉକ୍ତ ବ୍ଳକର ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ (ସିଡିପିଓ)ରେ ଆଖିବୁଜା ଦୁର୍ନୀତି ଚାଲିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଅନ୍ୟକେହି ନୁହେଁ ଖୋଦ ବ୍ଳକର ଅଙ୍ଗନବାଡି କର୍ମୀମାନେ କରିଥିବାରୁ ଏହା ଆଲୋଚନାର ବିଷୟ ପାଲଟିଛି । ଏହି କାର୍ଯ୍ୟାଳୟରେ ଅବସ୍ଥାପିତ ଶିଶୁ ବିକାଶ ଅଧିକାରିଣୀ (ସିଡିପିଓ)ଙ୍କ ବିରୁଦ୍ଧରେ ଅଙ୍ଗନବାଡି ପିଲାଙ୍କ […]
ମଦ ଚାଲାଣ କରୁଥିବା ଡ୍ରାଇଭରଠାରୁ ଜବରଦସ୍ତି ଟଙ୍କା ଛଡାଇ ନେଲା ପୋଲିସ
Published On
By Samaya Live
ସମ୍ବଲପୁର : ସମ୍ବଲପୁରରେ ଖାକିରେ ଫାଇଦା ଉଠାଉଛି ପୋଲିସ । ମଦ ପରିବହନ କରୁଥିବା ଗାଡି ଡ୍ରାଇଭରଙ୍କଠାରୁ ଜୋର ଜବରଦସ୍ତି ଟଙ୍କା ଛଡାଇ ନେଉଛି ପୋଲିସ । ଏଏସଆଇ ଭିକାରୀ ବେହେରାଙ୍କ ନାଁରେ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ପ୍ରତିବାଦରେ ଡ୍ରାଇଭରମାନେ ଆସି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଶନିବାର ସମ୍ବଲପୁର ଅଇଁଠାପାଲି ଛକରେ ଟ୍ରାଫିକ ଟିମ୍ ଟ୍ରାଫିକ ଚେକିଂ କରୁଥିଲେ । ଏହି ସମୟରେ ଖୋର୍ଦ୍ଧାରୁ ମଦ ନେଇ […]
ଜନଅସନ୍ତୋଷ,ଜାତୀୟ ରାଜପଥ ଅବରୋଧ
Published On
By Samaya Live
କୋଟପାଡ଼ : କୋଟପାଡ଼ ୬୩ନଂ ଜାତୀୟ ରାଜପଥର ଗୋଟିଏ ପାଶ୍ୱର୍ରେ ରହିଛି ସହରର ବୃହତ୍ତମ ପୋଖରୀ ଦେୱାନ ମୁଣ୍ଡା ଏବଂ ଅପର ପାଶ୍ୱର୍ରେ ରହିଛି ତପନ ମହାପାତ୍ରଙ୍କର ଏକାଧିକ ଏକର ଚାଷ ଜମି । ହେଲେ ସହରର ଅଳିଆ ଆବର୍ଜନା ସହ ଦୃଷିତ ଜଳ ଶ୍ରୀ ମହାପାତ୍ରଙ୍କ ଜମି ସହ ପୋଖରୀଙ୍କୁ ଦୀର୍ଘ ବର୍ଷ ହେବ ପ୍ରବେଶ କରୁଛି । ଗତ କିଛି ଦିନ ପୂର୍ବେ ପୋଖରୀକୁ ଯାଉଥିବା ଦୃଷିତ ଜଳକୁ ବନ୍ଦ କରିବା ପାଇଁ ଜଣେ […]
ଟିଟିଲାଗଡ଼ରେ ବିଶାଳ ଚାଷୀ ଆନ୍ଦୋଳନ: ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷତିପୂରଣ ଦାବିରେ ତେଜିଲେ ଚାଷୀ, ଟ୍ରେନ ବାତିଲ
Published On
By Samaya Live
ଟିଟିଲାଗଡ଼: ଗତ ୨୦୨୧ ମସିହା ଫସଲ ବୀମା କ୍ଷତିପୂରଣଦାବି ନେଇ ଗର୍ଜିଲା ବଲାଙ୍ଗିର ଜିଲ୍ଲା କୃଷକ ମହାସଂଗଠନ । ହଜାର ହଜାର ଚାଷୀ ଟିଟିଲାଗଡ଼ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରେଳ ଷ୍ଟେସନକୁ ଧସେଇ ପଶିଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ ପୋଲିସ ସହ ଧସ୍ତାଧସ୍ତି ସମୟରେ ଚାଷୀ ନେତା ସହ ରେଲ ସୁରକ୍ଷା ବଳ କର୍ମଚାରୀ ତଲେ ପଡି ଯାଇଥିଲେ । ପୋଲିସର ସୁରକ୍ଷା ବ୍ୟାରିକେଟ ରୋକି ପାରି ନ ଥିଲା ଚାଷୀଙ୍କ […]
ଅଭାବନୀୟ ଘଟଣା: ପାର୍ଥନା କରୁ କରୁ ହଠାତ୍ ଟଳି ପଡ଼ି ମୃତୁ୍ୟବରଣ କଲେ ଛାତ୍ରୀ
Published On
By Samaya Live
ଭଦ୍ରକ/ଧାମନଗର: ଭଦ୍ରକ ଜିଲ୍ଲା ଧାମନଗରର ବ୍ଲକ ଅନ୍ତର୍ଗତ ବନସରଠାରେ ଥିବା ଲକ୍ଷ୍ମୀନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସକାଳ ପ୍ରାୟ ୬ଟା ୧୫ ମିନିଟ ସମୟରେ ବିଦ୍ୟାଳୟରେ ପ୍ରାର୍ଥନା ଚାଲିଥିବା ବେଳେ ଛାତ୍ରୀ ହେଲେ ମନିଷା ବେହୁରିଆ ଚେତା ହରାଇ ହଠାତ୍ ତଳେ ପଡ଼ିଯାଇଥିଲେ । ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉକ୍ତ ଛାତ୍ରୀଙ୍କୁ ତୁରନ୍ତ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପରେ ଚେତା ନଫେରିବାରୁ ତାଙ୍କୁ ଭଦ୍ରକ […]
ଥୁଆମୂଳ ରାମପୁର ବ୍ଲକରେ ଝାଡାବାନ୍ତି, ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ
Published On
By Samaya Live
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ଗତ କିଛି ମାସ କିଛି ଦିନ ହେବ ଅଜଣା ଝାଡାବାନ୍ତି ରୋଗ ଲାଗି ରହିଛି । ଇତି ମଧ୍ୟରେ ଅନେକ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି । ବ୍ଲକର ମାଳିଗାଁ, ଗୋପୀନାଥପୁର, ପୋଡାପଦର, ପାଡେପଦର, ନାକୁରୁଣ୍ଡି, କିଆପଦର ଏବଂ ସିନ୍ଧିପଦର ଗ୍ରାମ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଏହି ରୋଗର ପ୍ରଭାବ ଦେଖିବାକୁ ମିଳିଛି । ବର୍ତ୍ତମାନ ବର୍ତ୍ତମାନ ପୁଣି ପାଡେପଦର ଗ୍ରାମପଞ୍ଚାୟତର ଭୁତଗୁଡା, ଦୁରେସ ପଦର, […]

