Odisha Government
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ପରେ ମନ୍ତ୍ରୀଙ୍କୁ ୬ଟି ର ଜ୍ଞାନ ଦେଲେ ନବୀନ
Published On
By Samaya Live
ଭୁବନେଶ୍ୱର: ଜୁନ ୬: ନବୀନ ପଟ୍ଟନାୟକ ସରକାରର ପଞ୍ଚମ ପାଳିରେ ପ୍ରଥମ ଥର ମନ୍ତ୍ରିମଣ୍ଡଳ ଅଦଳ ବଦଳ ପରେ ରବିବାର ନୂତନ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି । ଏଥିସହ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ହୋଇଛି । ଏହା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସବୁ ନୂଆ ମନ୍ତ୍ରୀ । ଆଉ ମନ୍ତ୍ରୀମାନଙ୍କୁ ୬ଟି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଫାଇଭ ଟି ସହ ଆଉ ଏକ ଟି ଉପରେ ଗୁରୁି ଦେବାକୁ ମୁଖ୍ୟମନ୍ତ୍ରୀ […]
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ରଦ୍ଦ କଲେ ସୁପ୍ରିକୋର୍ଟ, ପିଟିସନର୍ଙ୍କ ଉପରେ ଜରିମାନା
Published On
By Samaya Live
ଦିଲ୍ଲୀ: ଜୁନ୍ ୦୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ର୍ରିମକୋର୍ଟରେ ଏକ ମାମଲା ଦାଏୟ କରାଯାଇଥିଲା । ଆଜିି ସୁପ୍ରିମକୋର୍ଟ ଏନେଇ ବଡ଼ ରାୟ ଶୁଣାଇଛନ୍ତି । ସୂଚନା ଅନୁସାରେ, ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ରଦ୍ଦ କରିଛନ୍ତି । ଏହାସହିତ ଏହି ମାମଲା ଦାଏର କରିଥିବା ପିଟିସନର୍ଙ୍କ ଉପରେ ବିରକ୍ତି ପ୍ରକାଶ କରି ସେମାନଙ୍କ ଉପରେ ୧ଲକ୍ଷ ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି । ଏନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ […]
କମିଲା କୋର୍ବେଭାକ୍ସ ଟିକାର ଦାମ୍
Published On
By Samaya Live
ଭୁବନେଶ୍ୱର: ମଇ ୧୭: ୨୫୦ ଟଙ୍କାକୁ ଖସିଲା କୋର୍ବେଭାକ୍ସ ଟିକା ଦାମ । କୋର୍ବେଭାକ୍ସ ର୍ନିମାତା କମ୍ପାନୀ ବାୟୋଲୋଜିକାଲ-ଇ ଏହାର ଦର କମାଇଛି । ପୂର୍ବରୁ ଏହାର ଦାମ୍ ୮୪୦ ଟଙ୍କା ଥିବାବେଳେ ଏବେ ଏହାକୁ ୨୫୦ ଟଙ୍କା କରାଯାଇଛି । ତେବେ ଅନ୍ୟାନ୍ୟ ସବୁ ଚାର୍ଜର୍କୁ ମିଶାଇ ଡୋଜ୍ ପିଛା ଦର ୪୦୦ ଟଙ୍କା ହେବ । ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋର୍ବେଭାକ୍ସ କିଶୋରଙ୍କ ପାଇଁ ଉଦ୍ଦିଷ୍ଟ । ଅନ୍ୟପଟେ ରାଜ୍ୟରେ ଦୈନିକ […]
ଏଥର ସ୍ମାର୍ଟ ସିଟିରେ ଗଡିବ ଇ ବସ୍
Published On
By Samaya Live
ଭୁବନେଶ୍ବର: ମଇ ୦୬: ମାସକ ମଧ୍ୟରେ ଗଡିବ ଭୁବନେଶ୍ବରରେ ୧୦ଟି ଇ-ବସ୍ । ଏହାସହ ଆହୁରି ୫୦ଟି ବସ୍ ଚଳାଇବାକୁ ଯୋଜନା କରୁଛି ବିଏମସି। ଏହାର ଚାର୍ଜିଙ୍ଗ ଷ୍ଟେସନ୍ ହେବ ଚନ୍ଦ୍ରଶେଖରପୁରଠାରେ । ଏହି ଚାର୍ଜିଙ୍ଗ ଷ୍ଟେସନରେ ଏକାଥରେ ୫ଟି ବସ୍ ଚାର୍ଜ ହବ। ସଫଳତା ମିଳିଲେ ଆଗକୁ ଆଉ ଅଧିକ ଷ୍ଟେସନ୍ କରାହେବା ନେଇ ସୂଟନା ରହିଛି। ଏହି ବସ୍ ଗୋଟିଏ ଚାର୍ଜ ହେଲେ ଗଡିବ ୧୫୦ କିମି । ସେପଟେ ମୋ ବସ ସେବା […]
ରାଜ୍ୟରେ ପ୍ରତିଷ୍ଠା ହେବ ୩୪ ନୂତନ ଅଦାଲତ
Published On
By Samaya Live
ଭୁବନେଶ୍ୱର: ମଇ ୦୨: ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ୩୪ଟି ନୂତନ ଅଦାଲତ ପ୍ରତିଷ୍ଠା ପାଇଁ ସରକାର ସ୍ଥିର କରିଛନ୍ତି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ଏ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବୈଠକ ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏହା ମାନ୍ୟବର ଉଚ୍ଚ ନ୍ୟାୟାଳୟର ଅନୁମୋଦନ ପାଇବା ପରେ ବିଜ୍ଞପ୍ତି ପ୍ରକାଶ ପାଇବ। କମିଟିରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଅର୍ଥ […]
ସମୁଦ୍ର ମୁହାଁ କୁନି ଅଲିଭ୍ ରିଡଲେ ପ୍ରଜାତି
Published On
By Samaya Live
ବ୍ରହ୍ମଗିରି: ଅପ୍ରେଲ ୩୦: ଅଣ୍ଡା ଫୁଟିବା ପରେ ଏବେ ସମୁଦ୍ରକୁ ଫେରୁଛନ୍ତି ଅଲିଭ୍ ରିଡ୍ଲେ । ଚଳିତ ବର୍ଷ ଅନୁକୁଳ ପାଗ ଯୋଗୁଁ ରେକର୍ଡ ସଂଖ୍ୟକ ଅଲିଭ୍ ରିଡଲେ ଅଣ୍ଡାଦାନ କରିବା ସହ ପ୍ରଜନନ ପ୍ରକ୍ରିୟା ସରିଛି । ଏବେ ଅଣ୍ଡାରୁ ଛୁଆ ହେବା ପରେ ସମୁଦ୍ରକୁ ଫେରୁଛନ୍ତି କୁନି କଇଁଚ ଶାବକ ।ଅଣ୍ଡାରୁ କଇଁଚ ଛୁଆଙ୍କ ସୁରକ୍ଷିତ ସମୁଦ୍ର ଫେରିବା ଯାଏ ଏମାନଙ୍କ ଖୁବ ଯତ୍ନ ନେଇଥିଲେ ସରକାର । ଏଥିପାଇଁ ଅସ୍ତରଙ୍ଗ ଦେବୀ ନଦୀ […]
ଗଞ୍ଜାମରେ ଅପପୃଷ୍ଟି ରୋଗର ଶିକାର ହେଉଛନ୍ତି ପିଲା
Published On
By Samaya Live
ବ୍ରହ୍ମପୁର: ଅପ୍ରେଲ ୧୨: ଗଞ୍ଜାମରେ ଶିଶୁଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ। ବିଶେଷକରି ବସ୍ତି ଓ ଦୁର୍ଗମ ଇଲାକାର ପିଲାମାନେ ପାଉନାହାଁନ୍ତି ପୁଷ୍ଟିକର ଖାଦ୍ୟ । ଫଳରେ ପ୍ରତିବର୍ଷ ଶହ ଶହ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି। ଗଞ୍ଜାମ ଜିଲ୍ଲାରେ ଗତ ୩ବର୍ଷ ମଧ୍ୟରେ ୧୧୪୧ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟରୁ ପ୍ରକାଶ। ଶିଶୁ ଓ ମାର ସୁରକ୍ଷା ପାଇ ସରକାର ନାନା ଯୋଜନା କରିଛନ୍ତି। ଗର୍ଭଧାରଣ ଠାରୁ ଜନ୍ମ ପରେ ୫ବର୍ଷ […]
ଜେଲ୍ର ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ, ଅଧିକ ଶିଶୁ ଥିବା ଜେଲ୍ରେ ଖୋଲିବ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର
Published On
By Samaya Live
ଭୁବନେଶ୍ୱର : ମାର୍ଚ୍ଚ ୨୪: ଏବେ ଜେଲରେ ନିଜ ପିତାମାତାଙ୍କ ସହ ରହୁଥିବା ଶିଶୁଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ବୋଲି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଉକ୍ତ ଗାଇଡ୍ଲାଇନରେ ଶିଶୁ କଲ୍ୟାଣକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଶିଶୁଙ୍କ ଉତ୍ତମ ଭବିଷ୍ୟ ଓ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଆହୁରି ମଧ୍ୟ ଅନେକ ସୁବିଧା ସୁଯୋଗ ରହିଛି । ତାହା ହେଲା- * ଯଦି ଶିଶୁଟି ଜେଲ୍ […]
ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା
Published On
By Samaya Live
ଭୁବନେଶ୍ୱର: ମାର୍ଚ୍ଚ ୨୨: ଏପ୍ରିଲରୁ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା । ଏହି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗ ଏମଡିଏମ୍ ୟୁନିଟ୍ ନୋଡାଲ ଅଫିସର । କୋଭିଡ ଗାଇଡ୍ ଲାଇନ୍ ସହ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମଣ ଭୟରେ ସରକାର ଗତ ମାର୍ଚ୍ଚ ୨୦୨୦ରୁ ପ୍ରାୟ ଦୁଇ ବର୍ଷ ଧରି କୋଭିଡ […]
କାର୍ଯ୍ୟକାରୀ ହେବ ଆରସିଏସ-ଉଡାନ ବିମାନ ଚଳାଚଳ
Published On
By Samaya Live
ଭୁବନେଶ୍ୱର: ଫେବୃଆରୀ ୧୬: ଆରସିଏସ-ଉଡାନ କାର୍ଯ୍ୟକ୍ରମ ଅଧୀନରେ ବିମାନ ଚଳାଚଳ ପାଇଁ ଅମରଡା ରୋଡ ଏୟାରଷ୍ଟ୍ରିପକୁ ଅନୁମତି ଦେବାକୁ ଓଡିଶା ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଅଜୟ କୁମାରଙ୍କୁ ଏ ସମ୍ପର୍କରେ ଚିଠି ଲେଖିଛନ୍ତି । ବିଶାଳ ପର୍ଯ୍ୟଟନ ସମ୍ଭାବନାକୁ ଦେଖି ଓଡ଼ିଶା ସରକାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ ଯେ ଆରଏମଏସ-ଉଡାନ ଯୋଜନା ଅନ୍ତର୍ଗତ ଅମରଡା ରୋଡକୁ ଅନ୍ତର୍ଭୁକ୍ତ କରନ୍ତୁ। ଓଡିଶାର […]
ବରିଷ୍ଠ ଆଇଏଏସ ଅଧିକାରୀ ଚାକିରିରୁ ବହିଷ୍କୃତ
Published On
By Samaya Live
ଭୁବନେଶ୍ୱର: ଫ୍ରେବୃଆରୀ ୦୨: ଦୁର୍ନୀତି ଅଭିଯୋଗ ପ୍ରମ।ଣିତ ହେବ।ରୁ ବରିଷ୍ଠ ଆଇଏଏସ ଅଧିକ।ରୀ ବିନୋଦ କୁମ।ରଙ୍କୁ ଚ।କିରିରୁ ବରଖ।ସ୍ତ କଲେ ରାଜ୍ୟ ସରକାର। ବିନୋଦଙ୍କ ବରଖ।ସ୍ତ ନେଇ ର।ଜ୍ୟ ସରକ।ରଙ୍କ ସୁପ।ରିସକକୁ ମଞ୍ଜୁର କଲେ କେନ୍ଦ୍ର ସରକ।ର।ବିନୋଦ ଓଆରଏଚଡିସିର ପରିଚ।ଳନ। ନିର୍ଦ୍ଦେଶକ ଥିବ।ବେଳେ ୨୦୦୧ରେ ବିଭିନ୍ନ ନକଲି ଫ।ର୍ମ ତଥ। ବ୍ୟକ୍ତିଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖ।ଇ ୩୩ କୋଟି ୩୪ ଲକ୍ଷ ଟଙ୍କ। ବେଆଇନ ଭ।ବେ ମଂଜୁର କରିଥିଲେ । ଫଳରେ ସରକ।ରଙ୍କର ବହୁ କ୍ଷତି […]
ଓଡିଶାରେ ୨ କୋଟିରୁ ଅଧିକ ଲୋକ ନେଲେଣି ଦ୍ୱିତୀୟ ଡୋଜ୍
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୨୯: ଟିକ।କରଣ କ୍ଷେତ୍ରରେ ଓଡ଼ିଶ। ନୂଆ ମ।ଇଲଷ୍ଟୋନ ହାସଲ କରିଛି। ଓମିକ୍ରନ ଭ।ରିଆଣ୍ଟ ଦ୍ରୁତ ଗତିରେ ବ୍ୟ।ପୁଥିବ। ବେଳେ ର।ଜ୍ୟ ସରକ।ର ଟିକ।କରଣ ଉପରେ ଗୁରୁତ୍ୱ ଦେଉଛନ୍ତି । କିଭଳି ପ୍ରତ୍ୟେକ ଲୋକକୁ ଟିକ। ଦିଆଯିବ ସେଥିପ।ଇଁ ତୃଣମୂଳସ୍ତରରେ ପ୍ରଶ।ସନ ଉଦ୍ୟମ ଜ।ରି ରଖିଛି । ଆଉ ଏସବୁ ଭିତରେ ର।ଜ୍ୟରେ ୨ କୋଟିରୁ ଅଧିକ ଲୋକ କରୋନ। ଟିକ।ର ୨ୟ ଡୋଜ ନେଇଥିବ। ନେଇ ସୂଚନ। ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । […]

