ସମୁଦ୍ର ମୁହାଁ କୁନି ଅଲିଭ୍ ରିଡଲେ ପ୍ରଜାତି
ବ୍ରହ୍ମଗିରି: ଅପ୍ରେଲ ୩୦: ଅଣ୍ଡା ଫୁଟିବା ପରେ ଏବେ ସମୁଦ୍ରକୁ ଫେରୁଛନ୍ତି ଅଲିଭ୍ ରିଡ୍ଲେ । ଚଳିତ ବର୍ଷ ଅନୁକୁଳ ପାଗ ଯୋଗୁଁ ରେକର୍ଡ ସଂଖ୍ୟକ ଅଲିଭ୍ ରିଡଲେ ଅଣ୍ଡାଦାନ କରିବା ସହ ପ୍ରଜନନ ପ୍ରକ୍ରିୟା ସରିଛି । ଏବେ ଅଣ୍ଡାରୁ ଛୁଆ ହେବା ପରେ ସମୁଦ୍ରକୁ ଫେରୁଛନ୍ତି କୁନି କଇଁଚ ଶାବକ ।ଅଣ୍ଡାରୁ କଇଁଚ ଛୁଆଙ୍କ ସୁରକ୍ଷିତ ସମୁଦ୍ର ଫେରିବା ଯାଏ ଏମାନଙ୍କ ଖୁବ ଯତ୍ନ ନେଇଥିଲେ ସରକାର । ଏଥିପାଇଁ ଅସ୍ତରଙ୍ଗ ଦେବୀ ନଦୀ […]
ବ୍ରହ୍ମଗିରି: ଅପ୍ରେଲ ୩୦: ଅଣ୍ଡା ଫୁଟିବା ପରେ ଏବେ ସମୁଦ୍ରକୁ ଫେରୁଛନ୍ତି ଅଲିଭ୍ ରିଡ୍ଲେ । ଚଳିତ ବର୍ଷ ଅନୁକୁଳ ପାଗ ଯୋଗୁଁ ରେକର୍ଡ ସଂଖ୍ୟକ ଅଲିଭ୍ ରିଡଲେ ଅଣ୍ଡାଦାନ କରିବା ସହ ପ୍ରଜନନ ପ୍ରକ୍ରିୟା ସରିଛି । ଏବେ ଅଣ୍ଡାରୁ ଛୁଆ ହେବା ପରେ ସମୁଦ୍ରକୁ ଫେରୁଛନ୍ତି କୁନି କଇଁଚ ଶାବକ ।ଅଣ୍ଡାରୁ କଇଁଚ ଛୁଆଙ୍କ ସୁରକ୍ଷିତ ସମୁଦ୍ର ଫେରିବା ଯାଏ ଏମାନଙ୍କ ଖୁବ ଯତ୍ନ ନେଇଥିଲେ ସରକାର । ଏଥିପାଇଁ ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ଠାରୁ ବ୍ରହ୍ମଗିରି ବାଲି ହରଚଣ୍ଡୀ ମଧ୍ୟରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସାମୁଦ୍ରିକ କଟକଣା ସହ ନାସୀ, ଗଙ୍ଗାଦେବୀ, ଯାହାନିଆ, ଡାଳୁଅକଣି, କଂଅରପୁର ଭଳି ଜାଗାରେ ୧୨ଟି ଅସ୍ଥାୟୀ ପ୍ରଜନନ କେନ୍ଦ୍ର ନିର୍ମାଣ କରାଯାଇଛି । ଚଳିତ ଋତୁରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଁଣ ଠାରୁ ବ୍ରହ୍ମଗିରିର ହରଚଣ୍ଡୀ ଉପକୂଳରୁ ୧ଲକ୍ଷ ୬ହଜାର ୩୪୯ ରେକର୍ଡ ସଂଖ୍ୟାରେ ଅଲିଭ ରିଡ଼ଲେ ଅଣ୍ଡା ସଂଗୃହିତ ହୋଇଛି । ଏ ପର୍ଯ୍ୟନ୍ତ ୧୨ଟି ଅସ୍ଥାୟୀ ପ୍ରଜନନ କେନ୍ଦ୍ରରୁ ୨୫ ହଜାର ୧୬୫ ଅଲିଭ ରିଡ଼ଲେ ସାବକଙ୍କୁ ସମୁଦ୍ରରେ ଛଡା ଯାଇଛି ।୨୦୧୯ରେ ପୁରୀ ଜିଲ୍ଲା ଉପକୂଳରେ ୬୭୯ଟି ବସାରୁ ୬୨ ହଜାର ୮୦୨ ଟି ଅଣ୍ଡା ସଂଗ୍ରହ କରାଯାଇଥିଲେ ମଧ୍ୟ ସାମୁଦ୍ରିକ ବାତ୍ୟା ଫୋନି ପାଇଁ ଅଲିଭ ରିଡ଼ଲେଙ୍କ ପ୍ରଜନନ ବାଧାପ୍ରାପ୍ତ ହୋଇଥିଲା ।ତେବେ ୫୨୧ଟି ବସାରୁ ୫୦,୧୫୬ଟି ଅଣ୍ଡା ଓ ୨୦୨୧ରେ ୬ ଶହ ବସାରୁ ୬୦ହଜାରରୁ ଅଧିକ ଅଣ୍ଡା ସଂଗୃହିତ ହୋଇଥିଲା ।
casinolevantgiris.com
Levant Casino
Levant Casino
Levant Casino
Levant Casino
Levant Casino
Levant Casino
Levant Casino
Levant Casino
Levant Casino
Levant Casino
Levant Casino
Levant Casino
vidobet
vidobet
vidobet
vidobet
deneme bonusu veren siteler
Sweet bonanza oyna
Big bass bonanza demo




