odisha education news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ବାହାରିଲା ଓଜେଇଇ ପରୀକ୍ଷା ଫଳ: ଏମ୍ବିଏରେ ଟପ୍ କଲେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ
Published On
By Samaya Live
ଭୁବନେଶ୍ୱର: ଆଜି ସକାଳ ୧୧ରେ ଓଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଜ୍ୟ ବୈଷୟିକ ଶିକ୍ଷା ପରିଷଦ ଅଡିଟୋରିୟମରେ ବିଧିବଦ୍ଧ ଭାବେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଫଳ ପ୍ରକାଶ କରିଛନ୍ତି । ତେବେ ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଫଳ ପ୍ରକାଶ ପାଇଛି । ଜୁଲାଇ ୪ ତାରିଖରେ ହୋଇଥିବା ଓଜେଇଇ ପରୀକ୍ଷାରେ ପ୍ରାୟ ୫୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ରାଜ୍ୟର ୩୦ ଜିଲ୍ଲାରେ ୬୧ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା […]
ଆସନ୍ତା ଜୁଲାଇ ୬ରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷାଫଳ
Published On
By Samaya Live
ଜୁଲାଇ ଶେଷ ସପ୍ତାହରେ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ । ଭୁବନେଶ୍ୱର: ଆସନ୍ତା ଜୁଲାଇ ୬ ତାରିଖ ଦିନ ୧ଟା ସମୟରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଜୁଲାଇ ଶେଷ ସପ୍ତାହରେ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । କରୋନା ମହାମାରୀ ଯୋଗୁଁ ୨ବର୍ଷ ପରେ ଏଥର ଅଫଲାଇନରେ […]
ଭବାନୀପାଟଣାରେ ‘ଓପିଏସ୍ସି’ ପରୀକ୍ଷା କେନ୍ଦ୍ର ହେବ
Published On
By Samaya Live
ଭବାନୀପାଟଣା : ଭବାନୀପାଟଣାରେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପରୀକ୍ଷା ପାଇଁ ଏକ ପରୀକ୍ଷା କେନ୍ଦ୍ର କରିବାକୁ ‘ଅଲ୍ ଓଡିଶା ସିଡୁ୍ୟଲ କାଷ୍ଟ ଫେଡେରେସନ’ କଳାହାଣ୍ଡି ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି କରାଯାଇଥିଲା । ସଙ୍ଗଠନ ପକ୍ଷରୁ ଏ ନେଇ ଆୟୋଗର କମିସନରଙ୍କୁ ଏକ ଚିଠି ଲେଖି ଅନୁରୋଧ କରାଯାଇଥିଲା । କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ସରକାରୀ କୃଷି ମହାବିଦ୍ୟାଳୟ, ଇଂଜିନିୟରିଂ କଲେଜ ସମେତ ଅନେକ ବେସରକାରୀ ଶିକ୍ଷାୟତନ ଥିବାରୁ ଏଠାରେ ପରୀକ୍ଷା କେନ୍ଦ୍ର କରିବାରେ […]
ନଭେମ୍ବରରୁ ୟୁଜି ଓ ପିଜି ପାଠପଢା ଆରମ୍ଭ
Published On
By Samaya Live
ଭୁବନେଶ୍ୱର: ଅକ୍ଟୋବର ୨୭: ଆସନ୍ତା ମାସ ୧ ତାରିଖରୁ ୟୁଜି ବା ସ୍ନାତକ ପ୍ରଥମ ବର୍ଷ ଛାତ୍ରଛାତ୍ରଙ୍କ କ୍ଲାସ ଆରମ୍ଭ ହେବ । ସେହିପରି ନଭେମ୍ବର ୧୫ରୁ ପିଜି ବା ସ୍ନାତକତ୍ତୋର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ ହେଉଛି । ଏନେଇ ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ସାଶ୍ୱତ ମିଶ୍ର । କରୋନା କଟକଣା ସହ ପାଠପଢା ଆରମ୍ଭ କରିବାକୁ ଚିଠିରେ କୁହାଯାଇଛି । କଲେଜକୁ ଆସୁଥିବା […]
ଆସନ୍ତା ୬ରୁ ରାଜ୍ୟରେ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୧: ଚଳିତ ମାସ ୬ ତାରିଖରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ ବୋଲି ଆଜି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଜୟ ନାୟକ ସୂଚନା ଦେଇଛନ୍ତି । ଏନେଇ ସେ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିବା ସହିତ ଏସ୍ଓପି ଜାରି କରିଛନ୍ତି । କରୋନ ସଂକ୍ରମଣ ଯେପରି ଶିକ୍ଷାଦାନ ପରିବେଶରେ ନବ୍ୟାପୁ ସେ ନେଇ କୋଭିଡ୍ ଗାଇଡଲାଇନ୍କୁ କଡ଼ାକଡ଼ି କରାଯାଇଛି । ଚଳିତ ମାସ ୫ରୁ […]
ସ୍ନାତକ ସେମିଷ୍ଟାର ମାର୍କସିଟ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
Published On
By Samaya Live
ଭୁବନେଶ୍ୱର:ଅଗଷ୍ଟ ୩୦: ଓଡିଶାରେ ସ୍ନାତକ ବା ୟୁଜି ପରୀକ୍ଷା ଶେଷ ହୋଇଛି । ହେଲେ ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଫାଇନାଲ ମାର୍କସିଟ୍ କିମ୍ବା ପ୍ରୋଭିଜିନାଲ୍ ସାର୍ଟିଫିକେଟ୍ ମିଳିନି । ଫଲରେ ସେମାନେ କେତେକ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବା ପାଇଁ ବଞ୍ଚିତ ହେଉଛନ୍ତି । ଛାତ୍ରଛାତ୍ରୀଙ୍କ କ୍ୟାରିଅର୍କୁ ନଜରରେ ରଖି ସେମାନଙ୍କୁ ଫାଇନାଲ୍ ମାର୍କ ସିଟ୍ କିମ୍ବା ପ୍ରୋଭିଜିନାଲ ସର୍ଟିଫିକେଟ୍ ଖୁବ୍ ଶିଘ୍ର ପ୍ରଦାନ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]
ଆସନ୍ତା ୨୦ ତାରିଖରେ ଯୁକ୍ତ ୩ ନାମଲେଖାପାଇଁ ଆବେଦନ ଆରମ୍ଭ ହେବ
Published On
By Samaya Live
ଭୁବନେଶ୍ୱର, ଅଗଷ୍ଟ ୧୭: ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଯୁକ୍ତ ୩ର ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଚଳିତ ମାସ ୨୦ ତାରିଖ ସମୟ ପ୍ରାୟ ସକାଳ ୧୧ଟାରେ ଇ-ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ । ସାମ୍ସ ପୋର୍ଟାଲ ମାଧ୍ୟମରେ ସାଧାରଣ ଆବେଦନ ଫର୍ମ (ସିଏଏଫ୍) ପ୍ରକାଶ ପାଇବ । ସେହିପରି ସେପେଫମ୍ବର ୪ ତାରିଖ ସମୟ ରାତି ୧୧.୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମଲେଖା ପ୍ରକ୍ରିୟାରେ ଆବେଦନ କରିପାରିବେ । ସେପେଫମ୍ବର ମାସ […]
ଆସନ୍ତା କାଲି ପ୍ରକାଶ ପାଇବ ଯୁକ୍ତ ଦୁଇର କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ
Published On
By Samaya Live
ଭୁବନେଶ୍ୱର, ଅଗଷ୍ଟ ୧୩: ଆସନ୍ତା କାଲି ଯୁକ୍ତ ଦୁଇର କଳା(ଆର୍ଟସ୍) ଓ ଧନ୍ଦାମୂଳକ (ଭୋକେସନାଲ)ର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଛାତ୍ରଛାତ୍ରୀ ଅନଲାଇନ୍ orissaresults.nic.in େୱବସାଇଟ ଯାଇ ନିଜ ଫଳ ଦେଖିପାରିବେ । ଅନ୍ୟପକ୍ଷେ, ଗତକାଲିଠାରୁ ଯୁକ୍ତ ଦୁଇ ସମସ୍ତ ବିଷୟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ସାମ୍ସ ପୋର୍ଟାଲ ମାଧ୍ୟମରେ ବିଦ୍ୟାର୍ଥୀମାନେ ଆବେଦନ କରୁଛନ୍ତି । ଏହି ଆବେଦନ […]
ବଦଳିବ ୯ମ ଓ ୧୦ମ ପରୀକ୍ଷା ପଦ୍ଧତି, ରାଜ୍ୟ ମାଧ୍ୟମିକ ବୋର୍ଡ ଜାରି କଲା ନୂଆ ସର୍କୁଲାର
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୧: କରୋନା ମହାମାରୀକୁ ନଜରରେ ରଖି ରାଜ୍ୟ ମାଧ୍ୟମିକ ବୋର୍ଡ ୨୦୨୧-୨୨ ବର୍ଷର ୯ମ ଓ ୧୦ ପରୀକ୍ଷା ଲଗି ନୂଆ ପଦ୍ଧତି ଆପଣେଇବାକୁ ଯାଉଛନ୍ତି । ‘ସ୍କିମ୍ ଅଫ୍ ଆସେସ୍ମେଣ୍ଟ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ବୋର୍ଡ । ଯାହାଫଳରେ ୯ମ ଓ ୧୦ମ ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ବଡ଼ ପରିବର୍ତ୍ତନ ଆସିବ । ଏହି ପଦ୍ଧତି ମାଧ୍ୟମରେ ପ୍ରଥମ ଥର ପାଇଁ ୯ମ ଓ ୧୦ମ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ଛୋଟ ଓ ବଡ଼ […]
ରାଜ୍ୟରେ ଆସନ୍ତା ୧୨ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପାଇଁ ଆବେଦନ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୦: ଆସନ୍ତା ୧୨ ତାରିଖରେ ରାଜ୍ୟରେ ଯୁକ୍ତ ଦୁଇ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସାମ୍ସ ପୋର୍ଟାଲ ମାଧ୍ୟମରେ ବିଦ୍ୟାର୍ଥୀମାନେ ଆବେଦନ କରିପାରିବେ । କରୋନା ମହାମାରୀ ସକାଶେ କୌଣସି ଫି’ ବୃଦ୍ଧି ହେବ ନାହିଁ । ଏହାସହ ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ଦୁଇ ସିଟ୍ ବଢ଼ାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟରେ […]
ଆସନ୍ତା ୨୦ ତାରିଖ ସୁଦ୍ଧା ଓଡ଼ିଶା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ଫଳ ପ୍ରକାଶ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୭: ଚଳିତ ମାସ ୧୨ରୁ ଅଫଲାଇନ ମାଟ୍ରିକ୍ ପରୀକ୍ଷା ଖାତା ଦେଖା ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ସୁଦ୍ଧା ଫଳ ପ୍ରକାଶ ପାଇବ ବୋଲି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ସେ ଯୁକ୍ତ ଦୁଇ ଆଡମିସନକୁ ନେଇ କହିଛନ୍ତି-ଗତ ବର୍ଷ ଅଗଷ୍ଟ ୨୧ରୁ ସମଗ୍ର ଆଡମିସନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଅତି କମରେ ଏକ ସପ୍ତାହ ପୂର୍ବରୁ ଆଡମିସନ ପ୍ରକ୍ରିୟା ଆରମ୍ଭ […]
ସାଣ୍ଡୱିଚ୍ ଦାମ ୧୬ ହଜାର ଟଙ୍କା
Published On
By Samaya Live
ଦିଲ୍ଲୀ: ଜୁଲାଇ ୨୧:ଆଜିକାଲି ସୋସିଆଲ ମିଡିଆରେ ଅନେକ ଖାଇବା ଭାଇରାଲ ହେବାରେ ଲାଗିଛି । କିଏ ଦାମ ପାଇଁ ଭାଇରାଲ ହେଉଛି ତ କିଏ ନିଜର ସ୍ୱାଦ ପାଇଁ । ସେହି କ୍ରମରେ ଏକ ସାଣ୍ଡୱିଚ୍ ଓ ଆଇସ୍କ୍ରିମ୍ ଭାଇରାଲ ହେବାରେ ଲାଗିଛି । ଏମାନଙ୍କର ଦାମ ଯିଏ ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ । ଏଭଳି ଏକ ସାଣ୍ଡୱିଚ୍ ରହିଛି ଯିଏ ନିଜର ଦାମ ପାଇଁ ଗିନିଜ୍ ରେକର୍ଡରେ ସ୍ଥାନ ପାଇଛି । ଏହାର ଦାମ […]

