Odisha Crime
ଓଡ଼ିଶା  ଅପରାଧ 

୫ ଦିନ ପରେ ଉଦ୍ଧାର ହେଲେ ଅମ୍ରିତ୍‌

୫ ଦିନ ପରେ ଉଦ୍ଧାର ହେଲେ ଅମ୍ରିତ୍‌ ନୟାଗଡ଼ : ୫ ଦିନ ପରେ ମା’କୋଳକୁ ଫେରିଲେ ଅମ୍ରିତ୍‌ I ୫ ଦିନ ପୂର୍ବରୁ ଟ୍ୟୁସନ ଯାଇ ନିଖୋଜ ହୋଇଯାଇଥିଲେ Iନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗାଁ ଶୁଣ୍ଡି ସାହିରୁ ଅମୃତ ପାତ୍ରଙ୍କୁ ଉଦ୍ଧାର କରାଯାଇଛି । ଏହାପରେ ପୋଲିସ ଆସି ଘଟଣାସ୍ଥଳରୁ ଅମ୍ରିତ୍‌ଙ୍କୁ ନେଇଛି I ଅମ୍ରିତ୍‌ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି I ଅମ୍ରିତ୍‌ ନିଖୋଜ ଥିବା ନେଇ ପରିବାର ଲୋକ ପୁଅକୁ ଅପହରଣ କରାଯାଇଛି […]
Read More...
ଓଡ଼ିଶା  ଅପରାଧ 

ଆଜି ଏସଡିଜେଏମ କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ

ଆଜି ଏସଡିଜେଏମ କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ ଭୁବନେଶ୍ୱର :ବହୁ ଚର୍ଚିତ ଲେଡି ବ୍ଳକମେଲର ଅର୍ଚ୍ଚନା ନାଗ ଆଜି ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବେ I ବହୁ ବଡ଼ ବାଡ଼ିଆଙ୍କୁ ନିଜ ନାଗଫାଶରେ ବାନ୍ଧି ୫ ବର୍ଷ ମଧ୍ୟରେ ରୋଜଗାର କରିଛନ୍ତି କୋଟି କୋଟି ଟଙ୍କା I ଏହି ଘଟଣାରେ ନୟାପଲ୍ଲୀ ଥାନା ପୋଲିସ ହାତରେ ଗିରଫ ହୋଇ ବର୍ତ୍ତମାନ ଝାରପଡା ଜେଲ ରେ ଅଛନ୍ତି I ଗତ ୭ ତାରିଖରେ ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ସ୍ୱାମୀ ଜଗବନ୍ଧୁଙ୍କୁ ପୁଲିସ […]
Read More...
ଓଡ଼ିଶା  ଅପରାଧ 

ସୌମ୍ୟ ମୃତ୍ୟୁ ଘଟଣା ; ଡିଏଫଓ, ଥାନା ଓଆଇସି ଙ୍କୁ ଜେରା କରାଯିବ

ସୌମ୍ୟ ମୃତ୍ୟୁ ଘଟଣା ; ଡିଏଫଓ, ଥାନା ଓଆଇସି ଙ୍କୁ ଜେରା କରାଯିବ ଭୁବନେଶ୍ୱର: ଜୁଲାଇ ୨୧: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା ଏ ପର୍ଯ୍ୟନ୍ତ ସନ୍ଦେହ ଘେରରେ ରହିଛି I ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ପୋଲିସ ହାତରେ ଲାଗୁଛି । ଡିଏଫଓ ସଂଗ୍ରାମ କେଶରୀ ବେହେରା, ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ଜେରା କରାଯିବ ବୋଲି ଗଜପତି ଏସ୍‌ପି ତପନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଓଆଇସି ମମତା କ’ଣ ପାଇଁ କେଉଁ ପରିସ୍ଥିତିରେ ଆମ୍ବୁଲାନ୍ସ ପାଖକୁ ଆସି ଅଟକାଇଥିଲେ ସେ ନେଇ […]
Read More...

Advertisement