Odisha Congress
ରାଜନୀତି  ଓଡ଼ିଶା 

ଦଳୀୟ ପଦରୁ ଇସ୍ତଫା ଦେଲେ ତାରା !

ଦଳୀୟ ପଦରୁ ଇସ୍ତଫା ଦେଲେ ତାରା ! ଭୁବନେଶ୍ୱର: ଅପ୍ରେଲ ୨୮: ରାଜ୍ୟରେ ବର୍ତ୍ତମାନ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ଭିତରେ ଦଳୀୟ ପଦରୁ ଇସ୍ତଫା ଦେଇଛନ୍ତି ଦଳର ହେବିେୱଟ୍‌ ନେତା । ତାରାପ୍ରସାଦ ବାହିନୀପତିଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ହେଉଛି । ଶୁଣାଯାଉଛି ଯେ କଂଗ୍ରେସ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି ତାରା। ତେବେ ଏନେଇ ତାରା ବାହିନୀପତି କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ତେବେ କେବଳ ତାରା ନୁହଁନ୍ତି, ତାରାଙ୍କ ପୂର୍ବରୁ ବିଧାୟକ […]
Read More...
ଓଡ଼ିଶା 

ଦେବାଶିଷ ହତ୍ୟା ମାମଲା; ମାନବାଧିକାର କମିଶନକୁ ଭେଟିଲା କଂଗ୍ରେସ

ଦେବାଶିଷ ହତ୍ୟା ମାମଲା; ମାନବାଧିକାର କମିଶନକୁ ଭେଟିଲା କଂଗ୍ରେସ ଭୁବନେଶ୍ୱର : ଜୁଲାଇ ୨୮:୪ ତାରିଖ ଦିନ କେନ୍ଦ୍ରାପଡା ଜମଧର ଗ୍ରାମରୁ ପୁରିକୁ ଡକାଇ ଦେବାଶିଷ ସେଠିଙ୍କୁ ହତ୍ୟା କରାଯାଇଥିବା ମାମଲା ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଦୋଷୀ ପୋଲିସ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି । ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଏକ ୧୫ ଜଣିଆ କଂଗ୍ରେସ ପ୍ରତିନିଧୀଦଳ କମିଶନଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରି ଏହି ହତ୍ୟା ମାମଲାରେ ଜଡିତ […]
Read More...
ଓଡ଼ିଶା 

କଂଗ୍ରେସ ଭବନ ଗଣ୍ଡଗୋଳ; ୬ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‌

କଂଗ୍ରେସ ଭବନ ଗଣ୍ଡଗୋଳ; ୬ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‌ ଭୁବନେଶ୍ୱର : ଜୁନ ୨୯:ରାଜ୍ୟ ଯୁବ କଂଗ୍ରେସର ସଭାପତି ଭାବେ ସ୍ମୃତିରଞ୍ଜନ ଲେଙ୍କାଙ୍କ ଦାୟିତ୍ୱ ଗ୍ରହଣ ଦିନ କଂଗ୍ରେସ ଭବନରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ୫-୬ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହି ସୂଚନା ଦେଇଛନ୍ତି କଂଗ୍ରେସ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ରଞ୍ଜୀବ ବିଶ୍ୱାଳ । ରଥଯାତ୍ରା ଦିନ କଂଗ୍ରେସ ଭବନରେ ହୋଇଥିବା ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ଗଣ୍ଡଗୋଳର ତଦନ୍ତ ପାଇଁ […]
Read More...
ଓଡ଼ିଶା 

ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି; ରାଜରାସ୍ତାରେ କଂଗ୍ରେସ

ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି; ରାଜରାସ୍ତାରେ କଂଗ୍ରେସ ଭୁବେନଶ୍ୱର :ଜୁନ ୨୯: ବର୍ତମାନ କେନ୍ଦ୍ର ବିଜେପି ସରକାର ସମୟରେ ତୈଳ ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି। ଏଇ କିଛିଦିନ ହେଲା ଲଗାତର ପେଟ୍ରୋଲ ଓ ଡିଜେଲର ଦାମ ବଢି ବର୍ତମାନ ଯଥାକ୍ରମେ ପ୍ରାୟ ୮୧ ଟଙ୍କା ଓ ୮୦ ଟଙ୍କାରେ ପହଂଚିଲାଣି। ଫଳରେ ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଲେଣି । ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଦିବା ୧୦ ଘଂଟା ଠାରୁ […]
Read More...
ଓଡ଼ିଶା 

ତେଲ ଦର ବୃଦ୍ଧି; ୬ ଦିନ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ

ତେଲ ଦର ବୃଦ୍ଧି; ୬ ଦିନ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ ଭୁବନେଶ୍ୱର : ଜୁନ ୨୮:ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ୬ ଦିନ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ସୋମବାର କେନ୍ଦ୍ର ସରକାରଙ୍କ ଯେ କୌଣସି କାର୍ଯ୍ୟାଳୟ ସମ୍ମୁଖରେ ଦଳର ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବେ । ୩୦ ତାରିଖଠାରୁ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲା ଓ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ କରାଯିବ ବୋଲି ଦଳ କହିଛି । ପ୍ରତିଦିନ ପେଟ୍ରୋଲ୍‌ […]
Read More...
ଓଡ଼ିଶା 

କଂଗ୍ରେସର ଅଭିଯୋଗ;୧୭ହଜାର କୋଟିର ପ୍ୟାକେଜ ନୁହେଁ ପ୍ରହଶନ ମାତ୍ର

କଂଗ୍ରେସର ଅଭିଯୋଗ;୧୭ହଜାର କୋଟିର ପ୍ୟାକେଜ ନୁହେଁ ପ୍ରହଶନ ମାତ୍ର ଭୁବନେଶ୍ୱର : ମେ ୩୧:ଓଡ଼ିଶା ସରକାରଙ୍କର ପ୍ରବଂଚନାପୂର୍ଣ୍ଣ ୧୭ ହଜାର କୋଟିର ପ୍ୟାକେଜକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଏହା ଏକ ପ୍ରହସନ ବୋଲି କହିଛନ୍ତି । ଭୁଷୁଡ଼ି ଯାଇଥିବା ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କର ୨୦ ଲକ୍ଷ କୋଟି ଟଙ୍କା ଯେପରି ଏକ ପ୍ରହସନ ରାଜ୍ୟ ସରକାର ଜୀବିକା ନିମନ୍ତେ ଘୋଷିତ ଯୋଜନା ‘ଜୀବିକା ମିଶନ‘ ସେହିପରି ଏକ ପ୍ରହସନ- ଏ ସରକାର ପ୍ରତିଶୃତି, […]
Read More...
ଓଡ଼ିଶା 

ନିରଞ୍ଜନଙ୍କ ପ୍ରଶ୍ନ; ୨୦ ଲକ୍ଷ କୋଟିର ପ୍ୟାକେଜ ପାଇଁ କେଉଁଠୁ ଆସିବ ଟଙ୍କା

ନିରଞ୍ଜନଙ୍କ ପ୍ରଶ୍ନ; ୨୦ ଲକ୍ଷ କୋଟିର ପ୍ୟାକେଜ ପାଇଁ କେଉଁଠୁ ଆସିବ ଟଙ୍କା By Papu Mohanty ଭୁବନେଶ୍ୱର : May 13: ପ୍ରଧାନମନ୍ତ୍ରୀ ମୋଦି ୨୦ ଲକ୍ଷ କୋଟିର ଯେଉଁ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି ସେଥିପାଇଁ ଟଙ୍କା କୋଉଠୁ ଆସିବ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଘୋଷଣା ହୋଇଥିବା ୨୦ ଲକ୍ଷ କୋଟି ଟଙ୍କା ବଜେଟରୁ ଆସିବ ନା ଅନ୍ୟ କେଉଁଠୁ ଆସିବ ? ଏହାସହ ମୋଦିଙ୍କ ସ୍ଥାନୀୟ ଉତ୍ପାଦ ବ୍ୟବହାର ନିବେଦନ କିଛି ନୂଆ କଥା ନୁହେଁ ବୋଲି […]
Read More...
ରାଜନୀତି  ଓଡ଼ିଶା 

ପ୍ରବାସୀ ଓଡିଆ ପ୍ରସଙ୍ଗ: ଟ୍ରେନ୍‌ ଠିକ୍‌ କର, ଟିକେଟ ଖର୍ଚ୍ଚ ଦେବ କଂଗ୍ରେସ : ନିରଞ୍ଜନ

ପ୍ରବାସୀ ଓଡିଆ ପ୍ରସଙ୍ଗ: ଟ୍ରେନ୍‌ ଠିକ୍‌ କର, ଟିକେଟ ଖର୍ଚ୍ଚ ଦେବ କଂଗ୍ରେସ : ନିରଞ୍ଜନ Edited by Papu Mohanty ଭୁବନେଶ୍ୱର : 09/05/:ରାଜ୍ୟ ସରକାରଙ୍କ ଦୁରଦୃଷ୍ଟି ଅଭାବ ଯୋଗୁ କରୋନା ଦ୍ୱାରା ସମସ୍ୟାରେ ଥିବା ଲକ୍ଷ ଲକ୍ଷ ଓଡିଆ ହଇରାଣ ହରକତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଉଦ୍‌ଭବ ସମସ୍ୟା ପାଇଁ ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ୨ ମାସ ଧରି ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସରକାର ଶୁଣିନାହାନ୍ତି । ମୁଖ୍ୟସଚିବଙ୍କୁ ପ୍ରତି ବ୍ଲକରେ […]
Read More...

Advertisement