nupur sharma
ଦେଶ- ବିଦେଶ 

ନୂପୁରଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଆସିଥିଲା ଯୁବକ

ନୂପୁରଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଆସିଥିଲା ଯୁବକ ଦିଲ୍ଲୀ: ନୂପୁରଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଆସିଥିଲା ଯୁବକ । ସଫଳ ହେବା ପୂର୍ବରୁ ଯୋଜନାକୁ ପଣ୍ଡ କଲା ବିଏସ୍‌ଏଫ୍‌ । ଭାରତୀୟ ଜନତା ପାର୍ଟି (ବିଜେପି)ର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନରୁ ଜଣେ ଅନୁପ୍ରବେଶକାରୀ ଭାରତରେ ପହଞ୍ଚିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ନୂପୁରଙ୍କ ଉପରକୁ ଆକ୍ରମଣ କରିବା ପୂର୍ବରୁ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର ଅନ୍ତର୍ଜାତୀୟ ସୀମା ନିକଟରେ ସୀମା ସୁରକ୍ଷା ବାହିନୀ(ବିଏସଏଫ) ୨୪ବର୍ଷୀୟ […]
Read More...
ବିଶ୍ବ 

ବିବାଦକୁ ଭୃକ୍ଷେପ ନକରି ଭାରତରୁ ଗୋବର ଖତ ଆମଦାନୀ କଲା କୁଏତ୍‌

ବିବାଦକୁ ଭୃକ୍ଷେପ ନକରି ଭାରତରୁ ଗୋବର ଖତ ଆମଦାନୀ କଲା କୁଏତ୍‌ କୁଏତ୍‌: ଜୁନ ୧୭: ପ୍ରଫେଟ୍‌ ମହମ୍ମଦ୍‌ଙ୍କ ଉପରେ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ଯୋଗୁଁ ସାଉଦୀ ଆରବ, କତାର୍‌, କୁଏତ ଆଦି ଆରବ ଦେଶସମୂହ ଭାରତକୁ ତୀବ୍ର ସମାଲୋଚନା କରୁଥିଲେ ବି ଭାରତରୁ କୁଏତକୁ ୧୯୨,୦୦୦ କିଲୋଗ୍ରାମ୍‌ ଗୋବରଖତ ରପ୍ତାନି କରାଯାଉଥିବା କଷ୍ଟମ୍‌ ବିଭାଗସୂତ୍ରରୁ ଜଣାପଡ଼ିଛି । ଗୁରୁବାର ଦିନ କଷ୍ଟମ୍‌ ବିଭାଗର ତତ୍ତ୍ୱାବଧାନରେ ପ୍ୟାକେଟ୍‌ କରାଯାଇ ପ୍ରଥମ ଛେକ ଗୋବରଖତ କନକପୁର ରେଳ ଷ୍ଟେସରୁ କୁଏତ ଅଭିମୁଖେ ଯାଇଛି । କୁଏତର ଏକ ଘରୋଇ କମ୍ପାନିକୁ […]
Read More...
ଦେଶ- ବିଦେଶ 

ନୁପୂର ଶର୍ମାଙ୍କ ବୟାନକୁ ନେଇ ଝାଡଖଣ୍ଡରେ ଦଙ୍ଗା

ନୁପୂର ଶର୍ମାଙ୍କ ବୟାନକୁ ନେଇ ଝାଡଖଣ୍ଡରେ ଦଙ୍ଗା ଝାଡଖଣ୍ଡ: ଜୁନ ୧୧: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନି । ବିଜେପି ନେତା ନୁପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିବାଦୀୟ ବୟାନ ପରେ ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ହିଂସା କାଣ୍ଡ ଦେଖିବାକୁ ମିଳିଛି । ଏବେ ଝାଡଖଣ୍ଡରେ ହିଂସା ଉପୁଜିଛି । ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ଆକ୍ରମଣରେ ଅନେକ ଆହତ ମଧ୍ୟ […]
Read More...

Advertisement