NATIONAL
ରାଜନୀତି  ଦେଶ- ବିଦେଶ 

ଆଜି ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ,୬୮ ଆସନରେ ୪୧୨ ଆଶାୟୀ

ଆଜି ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ,୬୮ ଆସନରେ ୪୧୨ ଆଶାୟୀ ହିମାଚଳପ୍ରଦେଶ : ଆଜି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ I ଆଜି ସକାଳ ୮ ଟାରୁ ସନ୍ଧ୍ୟା ୫ ତା ଯାଏଁ ଚାଲିବ ମତଦାନ I ଏହି ପାହାଡି ରାଜ୍ୟରେ ୫୫ ଲକ୍ଷରୁ ଅଧିକ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮,୫୪,୯୪୫ ପୁରୁଷ ଏବଂ ୨୭,୩୭,୮୪୫ ଜଣ ମହିଳା ମତଦାତା ଅଛନ୍ତି I ୬୮ ଟି ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୪୧୨ ଆଶାୟୀ ପ୍ରାର୍ଥୀ I ରାଜ୍ୟରେ ମୋଟ ୭ ହଜାର ୮ଶହ ୮୪ଟି […]
Read More...
ରାଜନୀତି  ଦେଶ- ବିଦେଶ 

ଭାରତ ଯୋଡ ଯାତ୍ରା : ଗୁରୁନାନକ ଜୟନ୍ତୀ ରେ ଗୁରୁଦ୍ୱାର ପହଁଚିଲେ ରାହୁଲ ଗାନ୍ଧୀ

ଭାରତ ଯୋଡ ଯାତ୍ରା : ଗୁରୁନାନକ ଜୟନ୍ତୀ ରେ ଗୁରୁଦ୍ୱାର ପହଁଚିଲେ ରାହୁଲ ଗାନ୍ଧୀ ନୂଆଦିଲ୍ଲୀ : ଭାରତ ଯୋଡ ଯାତ୍ରାରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ତେଲେଙ୍ଗାନାରୁ ଯାଇ ମଙ୍ଗଳବାର ମହାରାଷ୍ଟ୍ରରେ ପହଞ୍ଚିଛନ୍ତି I ଆଜି ଗୁରୁ ନାନକ ଜୟନ୍ତୀ ଉପଲକ୍ଷେ ସେ ମହାରାଷ୍ଟ୍ରର ନIନ୍ଦେଡ଼ ଜିଲ୍ଲାସ୍ଥିତ ବାବା ଜୋରୱାର ସିଂ ଫତେଜ ସିଂ ଜୀଙ୍କ ଗୁରୁଦ୍ୱାରରେ ପହଞ୍ଚି ପ୍ରାର୍ଥନା କରିଥିଲେ। ସେଠାରେ ରାହୁଲ ଗାନ୍ଧୀ ସାରା ରାତି ଗୁରୁ ନାନକଙ୍କ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଏହି ଅବସରରେ ସେ ଶିଖ୍‌ ଧର୍ମୀମାନଙ୍କ ପାରମ୍ପରିକ […]
Read More...
ରାଜନୀତି  ଦେଶ- ବିଦେଶ 

ପଦ୍ମ ଧରିଲେ କ୍ୟାପଟେନ ଅମରିନ୍ଦର ସିଂ

ପଦ୍ମ ଧରିଲେ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ୧୯ ସେପ୍ଟେମ୍ବର ରେ ବିଜେପିରେ ବିଦ୍ଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି I ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । କେନ୍ଦ୍ର କୃଷିମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ରସିଂ ତୋମର ଓ ଆଇନମନ୍ତ୍ରୀ କିରଣ ରିଜଜୁ ଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି I କ୍ୟାପଟେନ ଙ୍କ ସହିତ ତାଙ୍କର ଅନେକ ସହଯୋଗୀ ମଧ୍ୟ ବିଜେପିରେ ସାମିଲ […]
Read More...
ଦେଶ- ବିଦେଶ  ଅପରାଧ 

ଜବଲପୁରର କୁବେର ଆରଟିଓ

ଜବଲପୁରର କୁବେର ଆରଟିଓ ମଧ୍ୟପ୍ରଦେଶ : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଜବଲପୁରର କୁବେର ଆରଟିଓ ଙ୍କ ଘରେ ଇଓଡବ୍ଲୁ ର ରେଡ I ଆରଟିଓ ସନ୍ତୋଷ ପାଲଙ୍କ ବେନାମୀ ସମ୍ପତି ଦେଖି ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW) ର ଉଡି ଯାଇଥିଲା ହୋସ I ପ୍ରାଥମିକ ପ୍ରମାଣ ପାଇବା ପରେ ଗତ କାଲି ରାତି ୧୧ଟା ସମୟରେ ଆରଟିଓ ଏକ କାଳୀନ ୩ ଟି ଜାଗାରେ ଥିବା ଘର ଉପରେ ଚଢ଼ାଉ କରାଯାଇଥିଲା I ସନ୍ତୋଷ ପାଲ ଙ୍କ […]
Read More...

Advertisement