maharastra politics
ରାଜନୀତି 

ମହାରାଷ୍ଟ୍ର ରାଜନୀତି: ଥମୁନି ଶରଦ ପାୱାରଙ୍କ ପାୱାର

ମହାରାଷ୍ଟ୍ର ରାଜନୀତି: ଥମୁନି ଶରଦ ପାୱାରଙ୍କ ପାୱାର ନୂଆଦିଲ୍ଲୀ: ଜୁଲାଇ ୦୪: ମହାରାଷ୍ଟ୍ରରେ ଚାଲିଛି ରାଜନୈତିକ ବୟାନବାଜି । ଏକନାଥ ସିନ୍ଦେଙ୍କ ମୁଖ୍ୟମନ୍ତ୍ରୀ ଆସନ ଯିତିବା ପରେ ପାୱାରଙ୍କ ପାୱାର ଥମିବାର ନାଁ ଧରୁନି । ଏହାସହ ସିନ୍ଦେ ସରକାର ୬ ମାସରୁ ଅଧିକ ସମୟ ରହିପାରିବ ନାହିଁ ବୋଲି ଶରଦ କହିଛନ୍ତି । ମଧ୍ୟବର୍ତ୍ତୀ ନିବାଚନ ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଏନସିପି ମୁଖିଆ ଶରଦ ପାୱାର ଜଣେ ବିଧାୟକଙ୍କୁ କହିଛନ୍ତି ଯେ, ସେ ଏନସିପି ସମେତ ଅନ୍ୟ […]
Read More...
ରାଜନୀତି  ଦେଶ- ବିଦେଶ 

ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେଲେ ଠାକରେ

ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେଲେ ଠାକରେ ନୂଆଦିଲ୍ଲୀ: ଜୁଲାଇ ୦୨: ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ପଦବୀ ପାଇଁ ମହା ବିକାଶ ଅଘାଡି ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେପି ବିଧାୟକ ରାହୁଲ ନାରେୱକରଙ୍କ ବିରୋଧରେ ଶିବସେନା ବିଧାୟକ ରାଜନୀ ସାଲଭି ମଇଦାନକୁ ଓହ୍ଲାଇଛନ୍ତି । ଉଭୟ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି । ତେବେ ରବିବାର ଅର୍ଥାତ ଜୁଲାଇ ୩ ତାରିଖରେ ବାଚସ୍ପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ମହାରାଷ୍ଟ୍ରରେ ବାଚସ୍ପତି ପଦ ଦୁଇ ବର୍ଷ ହେଲା […]
Read More...
ରାଜନୀତି 

ପୁଣି ଫେରିବେ ଦେବେନ୍ଦ୍ର ଫଡନାଭିସ୍‌

ପୁଣି ଫେରିବେ ଦେବେନ୍ଦ୍ର ଫଡନାଭିସ୍‌ ମୁମ୍ବାଇ: ଜୁନ ୩୦: ଉଦ୍ଧବ ଠାକରେଙ୍କ ଇସ୍ତଫା ସହିତ ମହାରାଷ୍ଟ୍ରରେ ନୂତନ ସରକାର ଗଠନ ହେବାର ପଥ ପରିଷ୍କାର ହୋଇଛି । ଏବେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଜୁଲାଇ ୧ରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ଏହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । କାଲି ଉଦ୍ଧବ ଠାକରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ବିଧାନ ପରିଷଦର […]
Read More...
ରାଜନୀତି 

ଉଦ୍ଧବ୍‌ ଠାକରେଙ୍କ ଇସ୍ତଫାରେ ଉତ୍ସବ ମନେଇଲେ ବିଜେପି କର୍ମୀ

ଉଦ୍ଧବ୍‌ ଠାକରେଙ୍କ ଇସ୍ତଫାରେ ଉତ୍ସବ ମନେଇଲେ ବିଜେପି କର୍ମୀ ମହାରାଷ୍ଟ୍ର: ଜୁନ ୩୦: ମହାରାଷ୍ଟ୍ର ରାଜନୀତିର ନୂଆ ନାଟକ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ । ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପଦ ସହ ବିଧାନ ପରିଷଦ ସଦସ୍ୟ ପଦରୁ ମଧ୍ୟ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି । ଫ୍ଲୋର୍‌ ଟେଷ୍ଟ୍‌ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଫେସବୁକ୍‌ ଲାଇଭରେ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଥିଲେ । […]
Read More...

Advertisement