Lingaraj Temple
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ସେବାୟତଙ୍କ ଅସହଯୋଗରେ ଫିକା ପଡବି ବାବା ଲିଙ୍ଗରାଜଙ୍କ ଶିତଳ ଷଷ୍ଠୀ ଯାତ!
Published On
By Samaya Live
କାଲି ହେଲାନି ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗନ ନୀତି । ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁଁ ମଙ୍ଗନ କାର୍ଯ୍ୟ ବନ୍ଦ ରହିଛି । ମଙ୍ଗନ ହୋଇନଥିବାରୁ ଶୀତଳଷଷ୍ଠୀ ବା ଶିବ ବିବାହ ସମ୍ପୂର୍ଣ୍ଣ ହେବା ଉପରେ ଏବେ ଆଶଙ୍କା ଦେଖାଦେଇଛି । ତେବେ ଖବର ଅନୁସାରେ ପୂର୍ବ ଦାବି ପୂରଣ ହୋଇନଥିବାରୁ ଅସହଯୋଗ କରିଛନ୍ତି ଉଭୟ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ସେବାୟତଙ୍କୁ ପୂର୍ବରୁ ଦିଆଯାଇଥିବା ଜମି ଠାକୁରଙ୍କ ଖାତାକୁ ଫେରିଯିବା ଏବଂ କପିଳନାଥ […]
ଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ
Published On
By Samaya Live
ଭୁବନେଶ୍ୱର: ଜୁନ୍ ୦୧: ମହାପ୍ରଭୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରାକୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟ ର୍ନିବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗକୁ ଛାଡି ଅନ୍ୟ ସମସ୍ତ ନିଯୋଗର ସଭାପତି ଯୋଗ ଦେଇଥିଲେ । ଠାକୁରଙ୍କ ଜମି ବିବାଦକୁ କେନ୍ଦ୍ର କରି ଏହି ଦୁଇ ନିଯୋଗ ବୈଠକରେ ସାମିଲ ହୋଇନଥିଲେ । ମତାନ୍ତର ମଧ୍ୟରେ ବି ମହାପ୍ରଭୁଙ୍କ ଶୀତଳ ଷଷ୍ଠୀ ଯାତ୍ରାରେ […]
ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା
Published On
By Samaya Live
ଭୁବନେଶ୍ୱର: ଅପ୍ରେଲ ୦୯: ଆଜି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅପରାହ୍ଣ ୩ଟା ୩୦ରେ ହେବ ରଥଟଣା। ଯାତ୍ରାପୂଜା ପାଇଁ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ନୀତି ନିର୍ଘଣ୍ଟ ହୋଇଛି । ଅପରାହ୍ଣ ୧୨ଟା ୩୦ରୁ ଦେଢଟା ମଧ୍ୟରେ ଠାକୁରଙ୍କ ପହଣ୍ଡି ହେବ । ରଥ ଉପରେ ପ୍ରଭୁଙ୍କୁ ଦେଢଟାରୁ ୩ଟା ୩୦ ମଧ୍ୟରେ ପୂଜା ପରେ ରଥ ଟଣା ଆରମ୍ଭ ହେବ । ଗତ ବର୍ଷ କୋଭିଡ କଟକଣା ଯୋଗୁଁ ଭକ୍ତଙ୍କ ରଥଟଣା ଉପରେ କଟକଣା […]
ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ଯାତ୍ରା
Published On
By Samaya Live
ଭୁବନେଶ୍ୱର: ଅପ୍ରେଲ ୦୬: ଏପ୍ରିଲ ୯ ତାରିଖ ଅପରାହ୍ନ ୩.୩୦ରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ । ପାଞ୍ଚ ଦିନର ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବୈଠକ । ପ୍ରତ୍ୟେକ ବିଭାଗ ସେମାନଙ୍କର କାର୍ଯ୍ୟ ସୁଚାରୁ ରୂପେ ତୁଲାଇବା ପାଇଁ ବୈଠକରେ ଆଲୋଚନା କରାଯାଉଛି । ସମର୍ଥା,ପୂଜାପଣ୍ଡା, ବ୍ରାହ୍ମଣ ଆଦି ନିଯୋଗ ବୈଠକରେ ଯୋଗ ଦେଇନାହାଁନ୍ତି। ସେବାପୂଜା ପାଇଁ ବନ୍ଦୋବସ୍ତ ଜମି ଲିଙ୍ଗରାଜଙ୍କ ଟ୍ରଷ୍ଟବୋର୍ଡ ନାଁକୁ ଚାଲିଯିବା ନେଇ ସେବାୟତଙ୍କ […]
ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍
Published On
By Samaya Live
ଭୁବନେଶ୍ୱର:ଡିସେମ୍ବର ୩୦: ର।ଜ୍ୟରେ ଓମିକ୍ରନ ଆକ୍ର।ନ୍ତଙ୍କ ସଂଖ୍ୟ। ବୃଦ୍ଧି ପାଉଛି। ଆଗକୁ ନୂଆବର୍ଷ ମଧ୍ୟ ଆସୁଛି। ତେବେ ନୂଆବର୍ଷ ପ।ଇଁ ପୂର୍ବରୁ ର।ଜ୍ୟ ସରକ।ରଙ୍କ ପକ୍ଷରୁ ବିଭିନ୍ନ କଟକଣ। ଜ।ରି କର।ଯ।ଇଥିବ। ବେଳେ ଏବେ ବିଏମସି ପକ୍ଷରୁ ନୂଆ କଟକଣ। ଜ।ରି କର।ଯ।ଇଛି । ଡିସେମ୍ବର ୩୧ରୁ ଜ।ନୁଆରି ୨ପର୍ଯ୍ୟନ୍ତ କଟକଣ। ଜ।ରି ହୋଇଛି । ନୂଆବର୍ଷରେ ବିଭିନ୍ନ ଧର୍ମ।ନୁଷ୍ଠ।ନରେ ଭିଡ ହେବ।ର ଆଶଙ୍କ। ଥିବ।ରୁ ଆଗ।ମୀ ୩ ଦିନ ଭକ୍ତଙ୍କ ପ।ଇଁ ସମସ୍ତ ଧର୍ମ।ନୁଷ୍ଠ।ନ ବନ୍ଦ […]
ଝଲସିବ ଏକାମ୍ର କ୍ଷେତ୍ର; ଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଏକାଠି ବସି ଦେଖିପାରିବେ ୨ ଲକ୍ଷ ଭକ୍ତ
Published On
By Samaya Live
ଭୁବନେଶ୍ୱର : ଭୁବନେଶ୍ୱର: ଅଗଷ୍ଟ ୧୭:ଏଣକି ଝଲସିବ ଏକାମ୍ର କ୍ଷେତ୍ର । ଏଥିପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ପ୍ଲାନ୍ କରିଛନ୍ତି । ଏକା ସାଙ୍ଗରେ ୨ଲକ୍ଷ ଭକ୍ତ ପବିତ୍ର ଶିବରାତ୍ରୀ ଦେଖିପାରିବେ । ସେମାନେ ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଏକାଠି ବସି ଦେଖିବାକୁ ସକ୍ଷମ ହେବେ । ଲିଙ୍ଗରାଜ ମନ୍ଦିର ସହ ସିଧା ଦେଖିହେବ ବିନ୍ଦୁ ସାଗରର ଚନ୍ଦନ ଯାତ୍ରା । ମନ୍ଦିର ନିକଟ ୬୬ ଏକର ଜମି ଉପରେ କାର୍ଯ୍ୟକାରୀ ହେବ ଯୋଜନା […]
ହେବ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ; ବିନା ଶୋଭାଯାତ୍ରା, ସାଜସଜ୍ଜାରେ ଦେବନୀତି
Published On
By Samaya Live
Edited by Papu Mohanty ଭୁବନେଶ୍ୱର: :ମେ ୨୫ :ଶ୍ରୀଲିଙ୍ଗରାଜଙ୍କ ବିବାହ ଉତ୍ସବ ପାଳନ ହେବ । ଶୀତଳଷଷ୍ଠୀ ଶିବ ପାର୍ବତୀ ବିବାହ ନିମନ୍ତେ ବିଏମ୍ସି କମିଶନରଙ୍କ ପକ୍ଷରୁ ମିଳିଛି ଅନୁମତି । ହେଲେ ଏଥିପାଇଁ କେତେକ କଟକଣା ରହିଛି । ବିନା ଶୋଭାଯାତ୍ରା ଓ ସାଜସଜ୍ଜାରେ ଏହି ଦେବନୀତି ଅନୁଷ୍ଠିତ ହେବ । ସାମାଜିକ ଦୂରତା ରହିବା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ନୀତିର ଦାୟିତ୍ୱରେ ଥିବା ସୀମିତ ସେବାୟତ ହିଁ ଏହି […]

