latest weather news in odisha
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ବାତ୍ୟା ସିତ୍ରାଙ୍ଗ ହେଲା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ
Published On
By Samaya Live
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟା ସିତ୍ରାଙ୍ଗ ଓଡ଼ିଶାକୁ ଛୁଇଁପାରିବ ନାହିଁ ବୋଲି ଆଜି ପାଣିପାଗ ବିଭାଗ ଆକଳନ କରି ସୂଚନା ଦେଇଛି । ତେବେ ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହୋଇ ୨୫ ତାରିଖ ସୁଦ୍ଧା ସେଠାରେ ମାଡ଼ ହୋଇପାରେ । ହେଲେଆସନ୍ତା କାଲି ସୁଦ୍ଧା ଲଘୁଚାପ ଅବପାତ ଓ ୨୪ରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହାରି ପ୍ରଭାବରେ ଓଡ଼ିଶାର କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାରେ ସମ୍ଭାବନା ରହିଛି […]
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ, ପ୍ରବଳ ବର୍ଷାର ସମ୍ଭାବନା
Published On
By Samaya Live
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହି ଘୂର୍ଣ୍ଣିବଳୟ ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପରେ ପରିଣତ ହେବ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ 24ଘଣ୍ଟା ମଧ୍ୟରେ ଘୁର୍ଣ୍ଣି ବଳୟ, ପ୍ରଭାବରେ ପରବର୍ତ୍ତୀ 48ଘଣ୍ଟା ମଧ୍ୟରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା!!! […]
୨୪ ଘଣ୍ଟାରେ ପ୍ରବଳ ବର୍ଷା, ତିନି ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ କେନ୍ଦ୍ର
Published On
By Samaya Live
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ମିଆଁମାର ଉପକୂଳରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ପତ୍ତନ ଠାରୁ ୫.୮ କିଲୋମିଟର ଉଚ୍ଚତାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି । ଯାହା ଧୀରେ ଧୀରେ ଦକ୍ଷିଣପଶ୍ଚିମ ଦିଗରେ ଗତିଶୀଳ ରହିଛି । ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ବିଶେଷ […]
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହେବ ଲଘୁଚାପ, ସତର୍କବାଣୀ ଦେଲା ପାଣିପାଗ ବିଭାଗ
Published On
By Samaya Live
ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଏହା ଧିରେ ଧିରେ ଅବପାତର ରୂପ ନେଇ ପଶ୍ଚିମ-ଉତ୍ତର, ପଶ୍ଚିମ ଦିଗରେ ଓଡ଼ିଶା-ଛତିଶଗଡ଼ ମଧ୍ୟ ଦେଇ ଗତି କରିବ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରାଇଛି । ଗତକାଲିଠାରୁ ରାଜ୍ୟରେ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିଛି । ସେହିପରି ଆସନ୍ତା ୨୪ ଘଣ୍ଟାରେ ମଧ୍ୟ ବର୍ଷାର ପରିମାଣ ବଢ଼ିପାରେ ବୋଲି ସୂଚନା ମିଳିଛି । ପାଣିପାଗ […]
ଆସନ୍ତା ୩ଦିନ ରାଜ୍ୟରେ ପ୍ରବଳ ବର୍ଷିବ
Published On
By Samaya Live
ଭୁବନେଶ୍ୱର : ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ । ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି । ତେବେ ଏହି ୩ ଦିନରେ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଓ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ଆସନ୍ତା ୩ ଦିନ ପାଇଁ ରାଜ୍ୟର ବିଭିନ୍ନ […]
୮ ସନ୍ଧ୍ୟା ସୁଦ୍ଧା ଘୂର୍ଣ୍ଣି ବାତ୍ୟା: ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର
Published On
By Samaya Live
ଭୁବନେଶ୍ୱର: ମେ ୦୬: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଆସନ୍ତାକାଲି ଏହା ଅବପାତରେ ପରିଣତ ହେବା ସହିତ ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଘୂର୍ଣ୍ଣି ବାତ୍ୟାରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ସୂଚନା ଦେଇଛନ୍ତି । ଏହା ସହିତ ସେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନିକଟକୁ ନଯିବା ପାଇଁ ସତର୍କ […]
ଆସନ୍ତା କାଲି ସୁଦ୍ଧା ବାତ୍ୟା ସମ୍ଭାବନା: ୧୮ ଜିଲ୍ଲାପାଳଙ୍କୁ ବାତ୍ୟା ନେଇ ସତର୍କ ଚିଠି ଦେଲେ ସ୍ୱତନ୍ତ୍ର ରିଲିଫ୍ କମିସନର
Published On
By Samaya Live
ଭୁବନେଶ୍ୱର: ମେ ୦୫: ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟରେ କେତୋଟି ଜିଲ୍ଲାମାନଙ୍କରେ ବାତ୍ୟା ହେବାର ସମ୍ଭାବନା ରିହଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ବାତ୍ୟାର ସମ୍ପର୍କରେ ସତର୍କ କରାଇବା ସହିତ ଲୋକଙ୍କ ସୁରକ୍ଷା ଓ ରିଲିଫ୍ ଖାଦ୍ୟର ବଣ୍ଟନ ବିଷୟରେ କୁହାଯାଇଛି । ସେହି ୧୮ଟି ଜିଲ୍ଲାଗୁଡ଼ିକ ହେଲା- ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ, […]
ପାଞ୍ଚଦିନ ମଧ୍ୟରେ ରାଜ୍ୟରେ ତାତି ବଢ଼ିପାରେ, ୪ଟି ସ୍ଥାନରେ ୪୦ ଡିଗ୍ରୀ ସେଲ୍ସିଅସ୍ ତାପମାତ୍ରା
Published On
By Samaya Live
ଭୁବନେଶ୍ୱର : ମାର୍ଚ୍ଚ ୨୨: ଆଜି ରାଜ୍ୟର ୪ଟି ସ୍ଥାନରେ ୪୦ ଡିଗ୍ରୀ ସେଲ୍ସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି । ସେହି ସ୍ଥାନଗୁଡ଼ିକ ହେଲା-ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୦.୨ ଡିଗ୍ରୀ ଓ ବଲାଙ୍ଗୀର, ଟିଟିଲାଗଡ଼ ଓ ବୌଦ୍ଧରେ ୪୦ ଡିଗ୍ରୀ ସେଲ୍ସିଅସ୍ ତାପମାତ୍ରା ରହିଛି । ସେହିପରି ବାରିପଦାରେ ୩୯ ଡିଗ୍ରୀ, ସମ୍ବଲପୁରରେ ୩୮. ୯, ହୀରାଦୁଦରେ ୩୮. ୩, ଭଦ୍ରକରେ ୩୮. ୨ ଡିଗ୍ରୀ ସେଲ୍ସିଅସ୍ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ […]
ରାଜ୍ୟରେ ଶୀତର ପ୍ରକୋପ: ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୨୦: ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଏନେଇ ପାଣିପାଗ ବିଭାଗ ସତର୍କ କରାଇଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହୁଥିବାରୁ ଶୀତ ବଢ଼ିବା ସହିତ ଦୁଇରୁ ତିନି ଦିନ ପର୍ଯ୍ୟ; ତାପମାତ୍ରା ୪ରୁ ୬ ଡିଗ୍ରୀ କମିବ ବୋଲି କୁହାଯାଇଛି । ଶୀତର ପ୍ରକୋପକୁ ନଜରେ ରଖି ୧୪ ଜିଲ୍ଲାରେ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା-ସମ୍ବଲପୁର, ଦେବଗଡ଼, ଢ଼େଙ୍କାନାଳ, ଭଦ୍ରକ, […]
ଦକ୍ଷିଣ ଉପକୂଳ ଓଡ଼ିଶାରେ କାଳବୈଶାଖୀ: ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର
Published On
By Samaya Live
ଭୁବନେଶ୍ୱର: ନଭେମ୍ବର ୧୬: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଉପକୂଳ ଓଡ଼ିଶାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ଏହାର ପ୍ରଭାବରେ କେତେକ ଜିଲ୍ଲାରେ ହାଲକା ବର୍ଷା ସହିତ ପ୍ରବଳ ବର୍ଷା ହେବାରେ ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ବୌଦ୍ଧ ରହିଛି । ଏହିସବୁ ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ ୱର୍ଣ୍ଣିଂ ଜାରି କରାଯାଇଛି […]
ଆସନ୍ତାକାଲି ଆଉ ଏକ ଲଘୁଚାପ, ରାଜ୍ୟରେ ରାତ୍ରି ତାପମାତ୍ରା ବଢ଼ିବ
Published On
By Samaya Live
ଭୁବନେଶ୍ୱର: ନଭେମ୍ବର ୧୨: ଆସନ୍ତାକାଲି ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ତେବେ ଏହାରି ପ୍ରଭାବରେ ଶୀତ କମିବ ଏବଂ ଦିନରେ ଆକାଶ ମେଘାଚ୍ଛ ନ୍ନ ରହିବ । ପାଣିପାଗ ସୂଚନା ଅନୁସାରେ, ଆସନ୍ତିାକାଲି ସୃଷ୍ଟି ହେଉଥିବା ଲଘୁଚାପ ଯୋଗୁଁ ରବିବାର ଯାଏ ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ ସେଲସିୟସ ବଢ଼ିବ । ଏହି ଲଘୁଚାପ ଧୀରେ ଧୀରେ ପଶ୍ଚିମ- ଉତ୍ତରପଶ୍ଚିମ ଆଡକୁ ଗତି କରି ଅଧିକ ଘନୀଭୂତ ହେବ […]
ରାଜ୍ୟରେ ବଢ଼ିବ ଶୀତ: ଆସନ୍ତା ୨୯ରୁ ୨ତାରିଖ ମଧ୍ୟରେ ୨ କିମ୍ବା ୩ଡିଗ୍ରୀ ସେଲସିୟସ୍ ତାପମାତ୍ରା କମିବ
Published On
By Samaya Live
ଭୁବନେଶ୍ୱର: ଅକ୍ଟୋବର ୨୮ : ରାଜ୍ୟରେ ଏବେ ଉତ୍ତରା ପବନ ବହୁଛି । ଫଳରେ ପାଗ ଶୁଖିଲା ଓ ଖରାଟିଆ ରହୁଛି । ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ । ଏଥିଯୋଗୁଁ ଆସନ୍ତା ୨୯ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ୍ କମିପାରେ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନ ମିଳିଛି । ଏହା ପ୍ରଭାବରେ ରାଜ୍ୟରେ ଥଣ୍ଡା ପ୍ରକୋପ ସାମାନ୍ୟ ବଢିବ । ସୂଚନା […]

